Daily Archives

March 27, 2021

ଧରାପଡ଼ିଲା କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ସାପ ବିଷ । କନକ ନ୍ୟୁଜ୍ ସାମ୍ବାଦିକ ସାପ ବିଷ ରାକେଟର କଲେ ପର୍ଦ୍ଦାଫାସ 

କନକ ବ୍ୟୁରୋ: ରାଜ୍ୟରେ ଚାଲିଛି ସାପ ବିଷର କାରବାର । ଆଉ ଏହାର ଦାମ ଜାଣିଲେ, ଯେ କେହି ଚମକି ପଡିବେ । ଗୋଟିଏ ଲିଟର ସାପ ବିଷର ଦାମ୍ କୋଟିଏ ଟଙ୍କା । ଆଉ ବିଦେଶରେ ଏହାର ଦାମ ୧୦ କୋଟିରୁ ଅଧିକ । କନକ ନ୍ୟୁଜର ରିପୋର୍ଟର ଛଦ୍ମବେଶରେ ସାପ ବିଷ ରାକେଟର ପର୍ଦ୍ଦାଫାସ କରିଛନ୍ତି । ଜଣେ…

ପିପିଲି ପାଇଁ ପ୍ରାର୍ଥୀ ଘୋଷଣା ପରେ ଚର୍ଚ୍ଚାରେ ପ୍ରତିଭା ମହାରଥୀ । ଦୁଇ ଦୁଇ ଥର ସାମ୍ବାଦିକ ସମ୍ମିଳନୀ ଡାକିବି…

କନକ ବ୍ୟୁରୋ: ପିପିଲି ପାଇଁ ବିଜେଡି ଟିକେଟ୍ ଘୋଷଣା ହେବା ପରେ ଯେଉଁ ଚର୍ଚ୍ଚା ଥମି ଯିବାର କଥା, ତାହା ଥମିବା ବଦଳରେ ଆଉ ଏକ ମୋଡ୍ ନେଇ ନୂଆ ରୂପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଯେତେବେଳେ ବିଜେଡିର କିଛି ତୁଙ୍ଗ ନେତା ଦିବଙ୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀଙ୍କ ପାଖରେ ପହଂଚିଥିଲେ । ପୁରୀ…

କରୋନା କାଳରେ ସାଧାରଣ ଲୋକଙ୍କୁ ବିଜୁଳି ବୋଝ । ୟୁନିଟ୍ ପିଛା ବଢ଼ିଲା ୩୦ ପଇସା, ଏପ୍ରିଲ ୪ରୁ ଲାଗୁ ହେବ ବର୍ଦ୍ଧିତ ଦର ।

କନକ ବ୍ୟୁରୋ: ଗ୍ରାହକଙ୍କ ଉପରେ ପୁଣି ପଡ଼ିିିଲା ବିଜୁଳି ବିଲର ଚାପ । ଘରୋଇ ଉପଭୋକ୍ତାମାନଙ୍କୁ ଏଣିକି ସମସ୍ତ ସ୍ଲାବରେ ୩୦ ପଇସା ଅଧିକ ବିଜୁଳି ବିଲ୍ ଦେବାକୁ ପଡିବ । ଦରବୃଦ୍ଧି ପାଇଁ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ନିଷ୍ପତି ନେଇଛି । ଏବେ ନଜର ପକାନ୍ତୁ ଘରୋଇ ଉପଭୋକ୍ତାଙ୍କ…

ଟିକାକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ । ଭ୍ୟାକସିନ ଯୋଗାଣରେ ପାତର ଅନ୍ତର ଅଭିଯୋଗ ପରେ କେନ୍ଦ୍ରର ଜବାବ ।

କନକ ବ୍ୟୁରୋ: ଟିକାଯୋଗାଣକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ସଚିବ କହିଥିଲେ, ଟିକା ଯୋଗାଣରେ ରାଜ୍ୟ ରାଜ୍ୟ ଭିତରେ ପାତର ଅନ୍ତର କରାନଯାଉ । ରାଜ୍ୟକୁ ଯଥେଷ୍ଟ ପରିମାଣରେ ଟିକା ଦିଆଯାଉ, ଫଳରେ…

ଓଡ଼ିଶା କିମ୍ବା ଦେଶର କୌଣସି ରାଜ୍ୟରେ କରୋନା ଟିକାର ଅଭାବ ହେବନାହିଁ । ଟିକା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି…

କନକ ବ୍ୟୁରୋ : କୋଭିଡ୍ ଟିକାର ଅଭାବ ନାହିଁ । ଏନେଇ ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟିକା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବା ପ୍ରସଙ୍ଗରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଓଡ଼ିଶା…

ହଠାତ୍ ମାଡିଆସିଲା ଅନ୍ଧାର, ବୋହିଲା ସୁ ସୁ ପବନ । ରାଜ୍ୟର ବିଭିନ୍ନ ଅଂଚଳରେ ଦେଖିବାକୁ ମିଳିଲା କାଳବୈଶାଖୀ ।

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷର ପ୍ରଥମ କାଳବୈଶାଖୀ ଅନୁଭୂତ ହୋଇଛି। କାଳବୈଶାଖୀର ପ୍ରଭାବରେ ଆଜି ସନ୍ଧ୍ୟାରେ ବର୍ଷା ହୋଇଛି। ପବନ, ବର୍ଷା ସହ ଘଡ଼ଘଡ଼ି ପଥଚାରୀଙ୍କୁ ଅଧିକ ଡରାଇଛି। ସନ୍ଧ୍ୟା ସାଢ଼େ ୫ଟା ପରେ କାଳବୈଶାଖୀ ଆରମ୍ଭ ହେବାର ଅଳ୍ପ ସମୟ ପରେ ବର୍ଷା ହୋଇଛି।…