Daily Archives

March 15, 2021

ମଣ୍ଡି ସମସ୍ୟାକୁ ନେଇ ଆଜି ଦିନ ତମାମ ବିଧାନସଭା ଅଚଳ । ଅପରାହ୍ଣ ୪ଟା ପରେ ବି ସ୍ୱାଭାବିକ ହୋଇ ପାରିଲା ନାହିଁ ଗୃହ ।

କନକ ବ୍ୟୁରୋ: ବିଧାନସଭାକୁ ଅଚଳ କରୁଛି ଚାଷୀ ସମସ୍ୟା । ମଣ୍ଡି ସମସ୍ୟାକୁ ନେଇ ଆଜି ବାରମ୍ବାର ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ଗୃହର ମଧ୍ୟଭାଗକୁ ଆସି ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଯାହାଫଳରେ ହଟ୍ଟଗୋଳ ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭରୁ ଆଦୌ…

ମଣ୍ଡି ସମସ୍ୟାକୁ ନେଇ ଜୋର ଧରିଲାଣି ଅସନ୍ତୋଷ । ଧାନ ବିକ୍ରି ଦାବିରେ ଗଞ୍ଜାମ, କେନ୍ଦୁଝରରେ ରାସ୍ତାକୁ ଓହ୍ଲାଇଲେ ଚାଷୀ…

କନକ ବ୍ୟୁରୋ: ରାଜ୍ୟରେ ମଣ୍ଡି ସମସ୍ୟାକୁ ନେଇ ଏବେ ଉଠୁଛି ପଡୁଛି ବିଧାନସଭା । ବିରୋଧୀମାନେ ଏହି ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରୁଥିବାବେଳେ, ଶାସକ ଦଳର ସାଂସଦମାନେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଛନ୍ତି । ତେବେ ଏସବୁ ଭିତରେ ରାଜ୍ୟର ବିଭିନ୍ନ ଅଂଚଳରୁ…

ପୁଣି ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ । ଗୃହ କାର୍ଯ୍ୟ ୩୦ ମିନିଟ ପାଇଁ ମୁଲତବୀ । 

କନକ ବ୍ୟୁରୋ: ଅପରାହ୍ନ ଅଧିବେଶନରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ପୁଣି ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ତେଣୁ ଗୃହ କାର୍ଯ୍ୟକୁ ୩୦ ମିନିଟ ପାଇଁ ମୁଲତବୀ ରଖିଛନ୍ତି ବାଚସ୍ପତି । ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଚାଲିଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ…

ରୁଚି-ଇ.ସି.ଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୧ ଉଦଯାପିତ । ଆର୍ଟିଷ୍ଟ ରୟାଲ ଚ୍ୟାଲେଞ୍ଜର୍ସକୁ ହରାଇ ଆର୍ଟିଷ୍ଟ ରୟାଲ…

କନକ ବ୍ୟୁରୋ : ଇଭେଣ୍ଟ ମ୍ୟାନେଜମେଣ୍ଟ ଆସୋସିଏସନ ଅଫ୍ ଓଡ଼ିଶା ଆନୁକୁଲ୍ୟରେ ଏବଂ ଓଡ଼ିଶାର ଅଗ୍ରଣୀ ମସଲା ଉଦ୍ୟୋଗ ରୁଚିର ସହଯୋଗରେ ନିମପୁର ସ୍ପୋର୍ଟ୍ସ ଓ କ୍ରିକେଟ କ୍ଲବ ପଡିଆରେ ଦିବାରାତ୍ର ଏଣ୍ଟରଟେନର୍ସ କ୍ରିକେଟ ମ୍ୟାଚ୍ ୨୦୨୧ ଅନୁଷ୍ଠିତ ହୋଇଛି । ଏହି ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚକୁ…

ବାଙ୍କିବାହାଲ-ଟପରିଆ ରାସ୍ତାରେ ଛତିଶଗଡକୁ କୋଇଲା ପରିବହନ ଯୋଗୁ ଖରାପ ହେଉଛି ରାସ୍ତା । ପ୍ରତିବାଦ କରିବାକୁ ଲୋକଙ୍କ…

କନକ ବ୍ୟୁରୋ: ଗତ ଜାନୁୟାରୀ ୧୯ ତାରିଖରୁ ବାଙ୍କିବାହାଲ-ଟପରିଆ ରାସ୍ତାରେ କୋଇଲା ପରିବହନ ବନ୍ଦ ଦାବିରେ ଆନ୍ଦୋଳନ ଜାରି ରହିଛି । ତେବେ ଆଜି ପୁଣି ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୋଲିସ । ଏହି ରାସ୍ତା ଦେଇ ପଡୋଶୀ ଛତିଶଗଡକୁ କୋଇଲା ପରିବହନ ଯୋଗୁଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି ।…

ରାୟଗଡାରେ କରୋନା ଟିକା ନେବାକୁ ଆଗ୍ରହୀ ହେଉନାହାନ୍ତିି ଲୋକ। ଟାର୍ଗେଟ ଥିଲା ୧ ଲକ୍ଷ ୬ ହଜାର, ହେଲେ ନେଇଛନ୍ତି ମାତ୍ର…

କନକ ବ୍ୟୁରୋ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିକୁ ରଖି ରାଜ୍ୟ ସରକାର ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି । ହେଲେ ସଚେତନତା ଅଭାବରୁ ରାୟଗଡା ଜିଲ୍ଲାରେ ଟିକାକରଣ ଅତ୍ୟନ୍ତ ନିରୁତ୍ସାହ ଜନକ ରହିଛି । ବିଶେଷ କରି ୪୫ ରୁ ୫୯ ବୟସ୍କ ବର୍ଗର ବ୍ୟକ୍ତି ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା…