Daily Archives

March 13, 2021

ମାର୍ଚ୍ଚ ୧୫ରୁ ହୁଇଲ ଚେୟାରରେ ମମତା କରିବେ ପ୍ରଚାର । ସେପଟେ କୋଲକାତାରେ ଆନ୍ଦୋଳନକାରୀ ଚାଷୀଙ୍କ ହୁଙ୍କାର । ବିଜେପି…

କନକ ବ୍ୟୁରୋ: ଡାକ୍ତରଖାନାରୁ ମମତା ଦିଦି ବାହାରିବା ପରେ ପୁଣି ସରଗରମ ହୋଇଛି ପଶ୍ଚିମବଙ୍ଗର ରାଜନୀତି । ଗତକାଲି ହୁଇଲ ଚେୟାରରେ ଡାକ୍ତରଖାନାରୁ ବାହାରିଥିବା ଦିଦି ଆସନ୍ତା ୧୫ ତାରିଖରେ ପ୍ରଚାର ମୈଦାନକୁ ଓହ୍ଲାଇବେ । ଏନେଇ ଦଳ ପକ୍ଷରୁ ତିଆରି ହେଲାଣି ରୋଡମ୍ୟାପ୍ । ଏହାରି ଭିତରେ…

ନନ୍ଦିଗ୍ରାମରେ ମମତା ଆକ୍ରମଣ ଘଟଣା ନେଇ ଆସିଲା ରିପୋର୍ଟ ।  ବିଶେଷ ପର୍ଯ୍ୟବେକ୍ଷକ ଟିମ କହିଲା, ଦୁର୍ଘଟଣାରୁ ମମତାଙ୍କୁ…

କନକ ବ୍ୟୁରୋ: ନନ୍ଦିଗ୍ରାମରେ କେମିତି ଆହତ ହୋଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ? ଏହା ଉପରେ ରହିଛି ସାରା ଦେଶର ନଜର । ଏବେ ଏହାକୁ ନେଇ ଏକ ରିପୋର୍ଟ ଆସିଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ମମତାଙ୍କ ଉପରେ ଆକ୍ରମଣ ହୋଇନଥିଲା, ସେ ଏକ ଦୁର୍ଘଟଣାରୁ ଆହତ ହୋଇଛନ୍ତି ।…

ଏବେ ବି ମଣ୍ଡିରେ ପଡି ରହିଛି ଧାନ । ପଦ୍ମପୁରଠାରୁ ଆରମ୍ଭ କରି ପୋଲସରା,ସବୁଠି ଚାଷୀଙ୍କ ସମାନ ଅବସ୍ଥା ।

କନକ ବ୍ୟୁରୋ: ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ହଙ୍ଗାମା ଆଉ ଏହି ପ୍ରସଙ୍ଗରେ ଶାସକ-ବିରୋଧୀ ହୋଇଛନ୍ତି ଟଣାଓଟରା । ହେଲେ ଯାହାକୁ ନେଇ ଏତେ ସବୁ ହେଉଛି, ସେମାନଙ୍କର ସ୍ଥିତି କିନ୍ତୁ ସଙ୍ଗୀନ । ମଣ୍ଡିରେ ହିଁ ପଡ଼ି ପଡ଼ି ନଷ୍ଟ ହୋଇଗଲାଣି କ୍ୱିଂଟାଲ କ୍ୱିଂଟାଲ ଧାନ । ଯେତେବେଳେ ପ୍ରଶାସନ…

ଧାନକିଣାକୁ ନେଇ ବିଧାନସଭାରେ ମହାଭାରତ । ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଙ୍ଗାମା । ଶାସକ ଦଳର ଜିଦ୍, କ୍ଷମା ମାଗନ୍ତୁ…

କନକ ବ୍ୟୁରୋ: ମଣ୍ଡି ଅବ୍ୟବସ୍ଥାକୁ ନେଇ ଆଜି ବି ଉଠିଲା ପଡ଼ିଲା ବିଧାନସଭା । ତେବେ ଆଜି କେବଳ ବିରୋଧୀ ନୁହେଁ, ଶାସକ ଦଳର ବିଧାୟକ ବି ଗୃହ ମଧ୍ୟ ଭାଗକୁ ଆସି ହୋ ହଲ୍ଲା କରିଥିଲେ । ଗୋଟିଏ ପଟେ ମଣ୍ଡିରେ ସବୁ ଧାନ ଉଠୁ ବୋଲି ବିରୋଧୀ କଂଗ୍ରେସ ଓ ବିଜେପି ଅଡି ବସିଥିବା ବେଳେ । ଗତକାଲି…

ନଈ ନେଇଗଲା ଜୀବନ । ବାଙ୍କୁଆଳ କୁଆଖାଇରୁ ଉଦ୍ଧାର ନାବାଳକ, କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ, ୪ବନ୍ଧୁ ସାଙ୍ଗ ହୋଇ…

କନକ ବ୍ୟୁରୋ : ମୃତ୍ୟୁ କାହାପାଇଁ କେତେ ବେଳେ କେମିତି ଆସେ ତାହା କହିବା ମୁସକିଲ । ଯାହା ଘଟିଛି ବାଙ୍କୁଆଳର କୁଆଖାଇରେ । ଲକ୍ଷ୍ମୀସାଗର ଅଂଚଳର ୪ ଜଣ ସାଙ୍ଗ ଆଜି କୁଆଖାଇରେ ଗାଧୋଇବାକୁ ଯାଇଥିଲେ । ସମସ୍ତେ ସାଙ୍ଗ ହୋଇ ନଦୀ ପାର ହେଉଥିବାବେଳେ ଜଣେ ନାବାଳକ ଅଚାନକ ବୁଡି ଯାଇଥିଲେ । ଅନ୍ୟ…

ଯାଆଁଳା ଫାଣ୍ଡି ପରିସରରେ ଥିବା ଗାଡିରେ ମହିଳାଙ୍କ କଙ୍କାଳ ଉଦ୍ଧାର। କେମିତି ଜାଣିପାରିଲାନି ପୋଲିସ?

କନକ ବ୍ୟୁରୋ: ଜାଆଁଳା ପୋଲିସ ଫାଣ୍ଡି ପରିସରରେ ଥିବା ଗାଡି ଭିତରୁ କଙ୍କାଳ ବାହାରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାହିଁକି ନା, ଏହା ଏମିତି ଏକ ରହସ୍ୟମୟ କାହାଣୀ, ଯାହା ପୁଲିସର ପାରିବା ପଣିଆ ଏବଂ କାର୍ଯ୍ୟଧାରାକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରିଛି । ପୁଲିସର ଆଖି ଆଗରେ…