Daily Archives

March 7, 2021

ଡାକ୍ତର ଏସ ସୁଲେମାନ ଟିକା ନେବା ପରେ ପଜିଟିଭ୍ ରିପୋର୍ଟ ପ୍ରସଙ୍ଗ । ଡାକ୍ତରଙ୍କ ମୂଳ ରିପୋର୍ଟ ନେଗେଟିଭ୍ ବୋଲି ସ୍ପଷ୍ଟ…

କନକ ବ୍ୟୁରୋ: ରାଉରକେଲାରେ ଡାକ୍ତର ଏସ୍ ସୁଲେମାନ୍ ଟିକା ନେବା ପରେ କରୋନା ପଜିଟିଭ୍ ଆସିବା ଘଟଣାରେ ପୂର୍ଣ୍ଣଚ୍ଛେଦ ପଡିଛି । ତାଙ୍କର ପ୍ରଥମ ଓ ଦ୍ୱିତୀୟ ରିପୋର୍ଟ କରୋନା ନେଗେଟିଭ୍ ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ…

ଗଞ୍ଜେଇ ଗାଡ଼ି ତନଖି ନ କରିବା ପଡ଼ିଲା ମହଙ୍ଗା । କେନ୍ଦୁଗୁଡ଼ା ଫାଣ୍ଡି ଏସଆଇ ନିଲମ୍ବିତ ।

କନକ ବ୍ୟୁରୋ : ପଦ୍ମପୁର ବ୍ଲକର ଦୁର୍ଗମ ଅଞ୍ଚଳ ପାଲିଟିଛି ଗଞ୍ଜେଇ ଚାଷର ପେଣ୍ଠସ୍ଥଳୀ । ଏହି ଅଞ୍ଚଳର ଜନସାଧାରଣଙ୍କ ସରଳତାର ସୁଯୋଗ ନେଇ ମାଫିଆମାନେ ଏହି ବେଆଇନ କାମ କରି ବେଶ ଲାଭବାନ ହେଉଛନ୍ତି। ଏହି ବେଆଇନ କାମରେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅବକାରୀ, ପୁଲିସ ବିଭାଗର…

ରାଉରକେଲା ଜେପି ହସ୍ପିଟାଲକୁ ବଡ ସଫଳତା। ସଫଳ ହେଲା ଦୁଇ ମହିଳାଙ୍କ ଓପନ ହାର୍ଟ ସର୍ଜରୀ ।

କନକ ବ୍ୟୁରୋ: ରାଉରକେଲାକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମିଳିଛି ବଡ ସଫଳତା । ଅତ୍ୟାଧୁନିକ ଭିତ୍ତିଭୂମିରେ ତିଆରି ହୋଇଥିବା ରାଉରକେଲାର ଜେପି ହସ୍ପିଟାଲରେ ପ୍ରଥମ ଥର ପାଇଁ ଦୁଇ ଜଣ ମହିଳାଙ୍କ ସଫଳ ଓପନ ହାର୍ଟ ସର୍ଜରୀ ହୋଇଛି । ରାଉରକେଲା ସହରରେ ଏଭଳି ସଫଳ ଅସ୍ତ୍ରୋପଚାର ପ୍ରଥମ ଥର ପାଇଁ…

ବିଜେପିରେ ସାମିଲ ହେଲେ ବଲିଉଡ୍ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ । କହିଲେ, ମୁଁ କୋବ୍ରା; ଗୋଟିଏ ଚୋଟରେ ଶେଷ…

କନକ ବ୍ୟୁରୋ : ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ରବିବାର କୋଲ୍‌କାତାସ୍ଥିତ ‘ବ୍ରିଗେଡ୍‌ ଗ୍ରାଉଣ୍ଡ୍‌’ରେ ‘ବିଜେପି’ରେ ସାମିଲ ହୋଇଛନ୍ତି। ଏହି ଅବସରରେ ସେ ନିଜକୁ ଗୋଟିଏ କୋବ୍ରା ସାପ ବୋଲି କହିବା ସହିତ ଗୋଟିଏ ଚୋଟରେ ଶେଷ କରିଦେବେ ବୋଲି କହିଛନ୍ତି । ଏଥିସହିତ ସେ ଯାହା…

ବିବାହ ବାର୍ଷିକୀରେ ପୁୁଣି ପଡିଲା ହାତଗଣ୍ଠି । ବାପା, ମାଙ୍କ ୫୦ ତମ ବିବାହ ବାର୍ଷିକୀରେ ନିଆରା ଢଙ୍ଗରେ ବାହାଘର କଲେ…

କନକ ବ୍ୟୁରୋ: ବିବାହ ବାର୍ଷିକୀରେ ପୁଣି ପଡ଼ିଲା ହାତଗଣ୍ଠି । ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ପୁଣି ହେଲା ବାହାଘର । ଯେଉଁଠି ବରକୁ ୭୦ ବର୍ଷ ଏବଂ କନ୍ୟାକୁ ୬୫ । ଦୁଇ ସ୍ୱାମୀ-ସ୍ତ୍ରୀଙ୍କ ବିବାହ ବାର୍ଷିକୀର ୫୦ବର୍ଷ ପୂର୍ତି ଅବସରରେ ସେମାନଙ୍କୁ ପୁଣି ବାହା କରାଇଛନ୍ତି ତାଙ୍କ ପୁଅ ଝିଅ ।…

ମାଓ ସମୀକ୍ଷା ନେଇ ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ । ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଦେଲେ…

କନକ ବ୍ୟୁରୋ: ମାଲକାନଗିରି ବଣ୍ଡା ଘାଟିରେ ପୋଲିସ ଡିଜି ଅଭୟ । ମାଓ ସମୀକ୍ଷା ନେଇ ୨ଜଣ ବରିଷ୍ଠ ଆଇପିଏସ ଅଫିସର ସହିତ ଆଜି ମାଲକାନଗିରି ଗ୍ରସ୍ତ କରିଛନ୍ତି ପୋଲିସ ଡିଜି ଅଭୟ । ସାଥିରେ ଏସଓଜିର ମୁଖ୍ୟ ବରିଷ୍ଠ ଆଇଏଏସ ଅନିରୁଦ୍ଧ ସିଂ ଓ ଆଇଜି ଅପରେସନ ଅମିତାଭ ଠାକୁର ମଧ୍ୟ ତାଙ୍କ ସହ…