Daily Archives

March 7, 2021

ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ସରକାରଙ୍କ ଉପରେ ବର୍ଷିଲା ଦଳ । କହିଲା, ବିକାଶରେ ବାଧକ ସାଜିଛନ୍ତି ବିଜେଡି ସରକାର ।…

କନକ ବ୍ୟୁରୋ: ଓଡ଼ିଶାର ବିକାଶରେ ନିଜେ ଓଡ଼ିଶା ସରକାର ହିଁ ବାଧକ ସାଜିଛନ୍ତି । ଓଡ଼ିଶାର ଉନ୍ନତି ପାଇଁ କେନ୍ଦ୍ର ଟଙ୍କା ପଠାଉଥିବା ବେଳେ ରାଜ୍ୟ ସରକାର ଏହା ଖର୍ଚ୍ଚ କରିପାରୁନାହାଁନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରବାସୀ ଶ୍ରମିକଙ୍କ ସମସ୍ୟା, ଶିଶୁ ନିଖୋଜ, ହତ୍ୟା ଓ ମହିଳା ହିଂସା…

ମୋଦିଙ୍କ ମହାସମାବେଶକୁ କାଉଁଟର କରିବାକୁ ଦିଦିଙ୍କ ପଦଯାତ୍ରା । ଗ୍ୟାସ ଦାମ ଓ ତୈଳଦର ବୃଦ୍ଧିକୁ ନେଇ ରାଜରାସ୍ତାରେ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ମହା ସମାବେଶକୁ କାଉଁଟର କରିବା ପାଇଁ ମମତା ବାନାର୍ଜୀ ସିଲିଗୁଡିରେ ପଦଯାତ୍ରା କରିଛନ୍ତି । ଏଲପିଜି ଗ୍ୟାସ ସିଲିଣ୍ଡର ଓ ତୈଳଦର ବୃଦ୍ଧିକୁ ବିରୋଧ କରି ମହିଳାଙ୍କୁ ସାଙ୍ଗରେ ଧରି ମମତା ବାନାର୍ଜୀ ଏହି ରାଲି କରିଛନ୍ତି । ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି…

ଅନଲାଇନ୍ ରେ ବିକ୍ରି ହେଉଛି ଚୁଲି ପାଉଁଶ । ଦାମ୍ ଜାଣିଲେ ହୋଇଯିବେ ଚକିତ । ଜାଣନ୍ତୁ ପାଉଁଶକୁ ନେଇ କ’ଣ କରୁଛନ୍ତି…

କନକ ବ୍ୟୁରୋ : ଆପଣମାନେ ନିଶ୍ଚିନ୍ତ ଭାବେ ଚୁଲି ପାଉଁଶ ଓ କାଠରୁ ମିଳୁଥିବା ଅଙ୍ଗାର ବାବଦରେ ଜାଣିଥିବେ । କିଛିବର୍ଷ ପୂର୍ବରୁ ଗାଁ ର ଲୋକମାନେ ଏହାକୁ ବାସନ ମାଜିବା ଓ ଅଙ୍ଗାରକୁ ଦାନ୍ତ ସଫା କରିବା ଭଳି କାମରେ ଲଗାଇଥାନ୍ତି । ବାକି ବଳକାତକ କୌଣସି କାମରେ ଲାଗିବ ନାହିଁ ବୋଲି ଭାବି ଫିଙ୍ଗି…

ଉତ୍ତରପ୍ରଦେଶ ଗାଜିଆବାଦରେ ଚାଞ୍ଚଲ୍ୟ । ଶିକ୍ଷକ ଗାଳି କରିବାରୁ ତାଙ୍କ ଉପରକୁ ଗୁଳି ଚଳାଇଦେଲା ଛାତ୍ର

କନକ ବ୍ୟୁରୋ : ଉତ୍ତରପ୍ରଦେଶର ଗାଜିଆବାଦରୁ ଆସିଛି ଚକିତ କରିଦେବା ଭଳି ଖବର । ସ୍କୁଲ ବାହାରେ ଜଣେ ଶିକ୍ଷକଙ୍କୁ ଗୁଳିକରି ଫେରାର୍ ହୋଇଯାଇଛି ଛାତ୍ର ଜଣଙ୍କ । ଶିକ୍ଷକ ଜଣକ ଆହତ ହୋଇ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।…

ବ୍ୟବସାୟୀଙ୍କ ଘରୁ କଳାକନା ବୁଲାଇଦେଲା ଚୋର । ଚୋରି କରିବା ପରେ ଘରର ମାଲିକାଣୀଙ୍କ ଗୋଡ଼ ଧରିଲା, ଆଉ ତା ପରେ ଏମିତି…

କନକ ବ୍ୟୁରୋ : ଚୋରି କଲା ଆଉ ଭୁଲ ବି ମାଗିଲା । ଭୁଲ ମାଗିବା ପରେ ସେଠାରୁ ଚମ୍ପଟ ମାରିଲା ଚୋର । ଜଣେ ବ୍ୟବସାୟୀଙ୍କ ଘରୁ ଚୋରି କରିବା ପରେ ତାଙ୍କ ପତ୍ନୀଙ୍କ ପାଦ ଧରି ଭୁଲ ମାଗିଥିଲା ଚୋର । ଆଉ କହିଥିଲା ମତେ କ୍ଷମା କରିଦିଅନ୍ତୁ । ଭଉଣୀ ବାହାଘର ପାଇଁ ମତେ ଚୋରି କରିବାକୁ ପଡିଲା । ଆପଣ…

ଜଙ୍ଗଲ ଦସ୍ୟୁ ବୀରାପ୍ପାନ: ଚନ୍ଦନ କାଠ, ହାତୀ ଦାନ୍ତର କରୁଥିଲା ଚୋରି । ତିନିଟି ରାଜ୍ୟର ପୋଲିସକୁ ଦେଉଥିଲା ଚକମା ।

କନକ ବ୍ୟୁରୋ: ୧୮ ଅକ୍ଟୋବର ୨୦୦୪ , ଦେଶର ସବୁ ଚ୍ୟାନେଲରେ ଗୋଟିଏ ଏନକାଉଟଂର ଖବର ସାମ୍ନାକୁ ଆସିଲା । ଲୋକମାନେ ମଧ୍ୟ ବେଶ ଆଗ୍ରହର ସହ ଟିଭି ମୁହଁରେ ବସିଥାନ୍ତି । ଆଉ ପୋଲିସର ବାଃ ବାଃ କରୁଥାନ୍ତି । କାହିଁକି ନା, ଦୀର୍ଘ ବର୍ଷର ଅପରେସନ ପରେ ପୋଲିସ ଏହି ଏନକାଉଟଂର କରିବାକୁ ସଫଳ ହୋଇଥିଲା…