Daily Archives

March 2, 2021

ଶିମିଳିପାଳ ଅଗ୍ନିକାଣ୍ଡକୁ ନେଇ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍: ବିଭାଗୀୟ ମନ୍ତ୍ରୀଙ୍କୁ ପଦକ୍ଷେପ ନେବାକୁ କଲେ ଅନୁରୋଧ ।

କନକ ବ୍ୟୁରୋ: ଶିମିଳିପାଳ ଅଗ୍ନିକାଣ୍ଡ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବେଗ ପ୍ରକାଶ । ଏନେଇ ଟ୍ୱିଟ୍ କରି ବିଭାଗୀୟ ମନ୍ତ୍ରୀଙ୍କୁ ପଦକ୍ଷେପ ନେବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ  । ଦେଶର ଅନ୍ୟତମ ପ୍ରମୁଖ ଅଭୟାରଣ୍ୟ ଶିମିଳିପାଳରେ ଅଗ୍ନିକାଣ୍ଡ ଉଦବେଗଜନକ କହିଲେ…

ଜଳୁଛି ଜଙ୍ଗଲ, ସଂକଟରେ ଶିମିଳିପାଳ: ସପ୍ତାହେ ହେଲାଣି ଶିମିଳିପାଳ ପାଦଦେଶରେ ଥିବା ଜଙ୍ଗଲରେ ଲାଗିଛି ନିଆଁ, କାବୁ…

କନକ ବ୍ୟୁରୋ: ୨ହଜାର ୭୫୦ ବର୍ଗ କିଲୋମିଟରର ବିଶାଳ ଶିମିଳିପାଳ ଅଭୟାରଣ୍ୟ ଆଡକୁ ଦ୍ରୁତ ବେଗରେ ନିଆଁ ମାଡି ଆସୁଛି । ଅଭୟାରଣ୍ୟର ଆଖପାଖ ଜଙ୍ଗଲରେ ସାଙ୍ଘାତିକ ନିଆଁ ଲାଗିଲାଣି । ମୟୂରଭଂଜର ରାଜ ପରିବାର ଏହି ଘଟଣାକୁ ଆଗକୁ ଆଣିଛନ୍ତି । ରାଜ କୁମାରୀ ଅକ୍ଷୀତା ମଂଜରୀ ଭଂଜଦେଓ ଟ୍ୱିଟ୍ କରି…

କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା । ଅନୁକମ୍ପା ରାଶି…

କନକ ବ୍ୟୁରୋ: ପ୍ରବୀରଙ୍କ ପରିବାରକୁ ୧୫ ଲକ୍ଷ ସହାୟତା । ନଭେମ୍ବର୫,୨୦୨୦ରେ କରୋନାରେ ପ୍ରାଣ ହରାଇଥିବା ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି। ଆଜି ୧୫ଲକ୍ଷ ଟଙ୍କାର ଚେକ୍ ସାମ୍ବାଦିକ ପ୍ରବୀରଙ୍କ ପତ୍ନୀ…

ଓଡ଼ିଶା ହେବ ଇସ୍ପାତର ପେଣ୍ଠସ୍ଥଳୀ, ଖଣି-ଇସ୍ପାତ ଅଭିବୃଦ୍ଧିକୁ ଗୁରୁତ୍ୱ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ…

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଲକ୍ଷ୍ମୀ ମିତ୍ତଲ । ନୂଆ ଦିଲ୍ଲୀସ୍ଥିତ କେନ୍ଦ୍ରମନ୍ତ୍ରୀଙ୍କ ବାସଭବନରେ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଏବଂ ସିଇଓ ଆଦିତ୍ୟ ମିତ୍ତଲ ସାକ୍ଷାତ କରିଛନ୍ତି । ଏପରିକି ଓଡିଶାରେ ଇସ୍ପାତ୍…

ସକାଳକୁ ସରିଯାଏ ରାତିରେ ବସୁଥିବା ହାଟ । ଓଡିଶାର ଭାତହାଣ୍ଡି ବରଗଡର ରାତିର ହାଟକୁ ନେଇ ଚାରିଆଡେ ଚର୍ଚ୍ଚା । ପଡୋଶୀ…

କନକ ବ୍ୟୁରୋ: ଚାଷ ଓ ଚାଷୀକୁ ନେଇ ସବୁବେଳେ ଚର୍ଚ୍ଚାରେ ବରଗଡ ଜିଲ୍ଲା । ଏମିତି କି ଚାଷ ପାଇଁ ଓଡ଼ିଶାର ଭାତହାଣ୍ଡି  ମଧ୍ୟ କୁହାଯାଏ ବରଗଡ ଜିଲ୍ଲାକୁ । ଧାନ ଠୁ ଆରମ୍ଭ କରି ପନିପରିବା ଚାଷ ପାଇଁ ମଧ୍ୟ ବେଶ ଚର୍ଚ୍ଚିତ ଏ ଜିଲ୍ଲା । ସେଥିମଧ୍ୟରୁ ଏବେ ବରଗଡ ଜିଲ୍ଲା ର ବାରର୍ହାଗୁଡା ପନିପରିବା…

ପୁଣି ବଦଳିଲା ସ୍କୁଲ ସମୟ, ଜାଣନ୍ତୁ କେତେଟାରୁ କେତେଟା ଯାଏଁ ଖୋଲିବ ସ୍କୁଲ, ଚାଲିବ କ୍ଲାସ୍ ।

କନକ ବ୍ୟୁରୋ: ପୁଣି ବଦଳିଲା ସ୍କୁଲ୍ ଟାଇମ୍ । ପ୍ରଚଣ୍ଡ ଖରା ପାଇଁ ସକାଳୁଆ ସ୍କୁଲର ସମୟ ପରିବର୍ତ୍ତନ କଲା ସ୍କୁଲ ଓ ଗଣଶିକ୍ଷା ବିଭାଗ । ତେବେ ନବମ, ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ସ୍କୁଲ ସମୟ ଅପରିବର୍ତ୍ତିତ ଥିବାବେଳେ କେବଳ ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ ସମୟ ପରିବର୍ତ୍ତନ…