Daily Archives

February 25, 2021

ଆଜି ଦେଶର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ ।

କନକ ବ୍ୟୁରୋ : ଆଜି ଦେଶର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ଭୁବନେଶ୍ୱରର ସର୍ବାଧିକ ତାପାମାତ୍ରା ୩୯.୪ ଡିଗ୍ରୀ ରେକର୍ଡ । ଏନେଇ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ । ଗତ କାଲି ମଧ୍ୟ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା ଭୁବନେଶ୍ୱର । ତେବେ ରାଜ୍ୟରେ ଅନେକ ଜିଲ୍ଲାରେ ମଧ୍ୟ ଅଧିକ…

ଲୋକାର୍ପିତ ହେଲା ୫ଟି ଅନଲାଇନ୍ ସେବା । ମହିଳା ଓ ଶିଶୁ ବିକାଶ ବିଭାଗର ୫ଟି ଅନଲାଇନ୍ ସେବାର ଲୋକାର୍ପଣ କଲେ…

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କର ୫-ଟି ଉପକ୍ରମ ଜରିଆରେ ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତାରେ ଉନ୍ନତି ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ଆଜି ୫-ଟି ଉପକ୍ରମ ଅଧିନରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ୫ ଗୋଟି ନୁଆ ଅନଲାଇନ ସେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଛତିଶଗଡ଼ ପାଣିରେ ବୁଡିଲା ଓଡିଶା ଚାଷ । ଘୁମୁରା ଡ୍ୟାମ ଖୋଲିବାରୁ ନବରଙ୍ଗପୁର ଚନ୍ଦାହାଣ୍ଡି ତେଲନଦୀ ନଇପଠାରେ ଉଜୁଡିଗଲା…

କନକ ବ୍ୟୁରୋ : ଛତିଶଗଡ଼ ରାଜ୍ୟର ପୁଣି ଦାଦାଗିରି, ମହାନଦୀର ପାଣି ଅଟକାଇ ନାଲି ଆଖି ଦେଖାଉଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଚାନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଞ୍ଚାୟତର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଛତିଶଗଡ଼ ରାଜ୍ୟ ଆମଲିପଦର୍ ପଞ୍ଚାୟତର ଘୁମୁରାପଦର୍ ଡେମ୍ ର ପାଣି ଛାଡିଦେବାରୁ…

ଇଂଲଣ୍ଡକୁ ଧରାଶାୟୀ କଲା ଅକ୍ଷର-ଅଶ୍ୱିନ ଯୋଡି । ଦ୍ୱିତୀୟ ଇଂନିସରେ ୮୧ ରନରେ ଅଲଆଉଟ ହେଲା ଇଂଲଣ୍ଡ । ଭାରତ ଆଗରେ ବିଜୟ…

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଏହି ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନରଙ୍କ ଯାଦୁ ଦେଖିବାକୁ ମିଳିଛି । ଅକ୍ଷର ପଟେଲ ଓ ଅଶ୍ୱିନଙ୍କ ଦମଦାର ବୋଲିଂରେ ଧରାଶାୟୀ ହୋଇଛି ଇଂଲଣ୍ଡ । ମାତ୍ର ୮୧ ରନରେ ଅଲଆଉଟ ହୋଇଛି ଇଂଲଣ୍ଡ ଦଳ । ଭାରତ…

ରୋଗ ଶଯ୍ୟାରେ ସ୍ୱାମୀ, ଚିକିତ୍ସା ପାଇଁ ଭିକ୍ଷା ବୃତି କରୁଛନ୍ତି ସ୍ତ୍ରୀ । ତଥାପି ମେଣ୍ଟୁନି ପରିବାରର ଭୋକ,…

କନକ ବ୍ୟୁରୋ: ସରକାର ମୋ ସ୍ୱାମୀଙ୍କୁ ଭଲ କରି ଦିଅ । ନହେଲେ ୬ପ୍ରାଣୀଙ୍କ ମୁହଁରେ ଦାନା କିଏ ଦେବ? ଦିନେ ଖାଇଲେ ଦୁଇ ଦିନ ଉପବାସ ରହୁଛି ମୋ ପରିବାର । ଚାନ୍ଦବାଲି ମେଡ଼ିକାଲ ବେଡ଼ରେ ୩୫ ବର୍ଷିୟ ଯୁବକ ଦୁର୍ଘଟଣାରେ ଶିକାର ହୋଇ ଚିକିତ୍ସିତ ହେଉଥିବା ବେଳେ ସାହାଯ୍ୟ ପାଇଁ ଆକୁଳ ନିବେଦନ…

ଅବହେଳିତ ଯାଜପୁରର ଐତିହ୍ୟ ଓ କିର୍ତୀରାଜି । ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି ବହୁ ପୁରାତନ ମନ୍ଦିର ।

କନକ ବ୍ୟୁରୋ : ଓଡିଶାର ଐତିହ୍ୟ ସହର ଯାଜପୁର । ଯାହାର ଐତିହ୍ୟ ଏବେ ବିପଦରେ । ଐତିହ୍ୟ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଅର୍ଥ ବ୍ୟୟ ବରାଦ ହେଉଛି, କିନ୍ତୁ ବାସ୍ତବ ଚିତ୍ର କିନ୍ତୁ ସଂପୂର୍ଣ୍ଣ ଭିନ୍ନ । କାଗଜ କଲମରେ ଐତିହ୍ୟ ସୁରକ୍ଷା ନାଁରେ ଟଙ୍କା ହରିଲୁଟ ହେଉଥିବା ବେଳେ ମାଟିରେ…