Daily Archives

February 25, 2021

ଶୁଖି ଗଲାଣି ଓଡିଶାର ଜୀବନ ରେଖା । ଉପର ମୁଣ୍ଡରେ ଛତିଶଗଡର ବ୍ୟାରେଜ ଯୋଗୁଁ ଗୋଟିଏ ଧାରରେ ବହୁଛି ମହାନଦୀ ।

କନକ ବ୍ୟୁରୋ: ଶୁଖି ଯାଉଛି ଓଡ଼ିଶାର ଜୀବନ ରେଖା । ଶୀତ ଦିନ ଆରମ୍ଭ ରୁ ଶୁଖିଲା ପଡିଛି ମହାନଦୀ । ପାନୀୟ ଜଳକୁ ନେଇ ଚିନ୍ତାରେ ବୌଦ୍ଧବାସୀ । ସ୍ଥିତି ଏଭଳି ହୋଇଛି ଯେ ବିସ୍ତୀର୍ଣ୍ଣ ବାଲୁକା ମରୁଭୂମି ପାଲଟିଛି ମହାନଦୀ ପଠା। ଏବେଠୁ ଚିନ୍ତା ନ କଲେ ଆଗକୁ ଉତ୍କଟ ରୂପନେବ ପିଇବା ପାଣି ।…

ଭାରତ ଫେରିବେ ପଳାତକ ନୀରବ ମୋଦି । ନୀରବଙ୍କ ଯାଚିକା ଖାରଜ । ପ୍ରତ୍ୟାର୍ପଣ ନେଇ ମଞ୍ଜୁରୀ ପ୍ରଦାନ କଲା ଲଣ୍ଡନ କୋର୍ଟ

କନକ ବ୍ୟୁରୋ : ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପ୍ରତ୍ୟାର୍ପଣ ନେଇ ଆଜି ଲଣ୍ଡନ କୋର୍ଟ ମୁଞ୍ଜୁରୀ ପ୍ରଦାନ କରିଛନ୍ତି । ମାମଲାରୁ ଶୁଣାଣି କରି କୋର୍ଟ କହିଛନ୍ତି କି ଭାରତ ସରକାରଙ୍କ ଦ୍ୱାରା ପଠାଯାଇଥିବା ସମସ୍ତ ସାକ୍ଷୀଙ୍କୁ ସ୍ୱୀକାର କରାଯାଇଛି । ‘ମୁଁ ଏହି କଥାରେ ସନ୍ତୁଷ୍ଟ ଅଛି କି…

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ । ପ୍ରଥମ ଇଂନିସରେ ୧୪୫ରେ ଅଲଆଉଟ ହେଲା ଭାରତ । 

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଦ୍ୱିତୀୟ ଦିନ ଖେଳ ଆରମ୍ଭ ହୋଇ ସାରିଛି । ହେଲେ ଭାରତ ତାର ପ୍ରଥମ ଇଂନିସରେ ମାତ୍ର ୧୪୫ ରନରେ ଅନଆଉଟ ହୋଇଯାଇଛି । ଏହାସହ ଭାରତ ୩୩ ରନରେ ଆଗୁଆ  ରହିଛି । ଦଳ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୬୬ ରନ କରିଛନ୍ତି । ଭାରତ-ଇଂଲଣ୍ଡ ମଧ୍ୟରେ…

ମୋ ହାତ ନେଇଗଲେ, ଗୋଡ ନେଇଗଲେ… ମୁଁ ପାଠ ପଢିବି କେମିତି ? କଟକ ବଡ ମେଡିକାଲରୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କଲା…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ସାର ! ମୁଁ ଚିଣ୍ଟୁ କହୁଛି । ମୁଁ ଏସସିବି ବର୍ଣ୍ଣ ୱାର୍ଡରେ ଅଛି । ମୋର ହାତ ଦୁଇଟି ଏବଂ ଗୋଡ ଗୋଟେ ଡାକ୍ତରମାନେ କାଟି ଦେଇଛନ୍ତି । ମୁଁ ଭଲହୋଇ ଲେଖାପଢା କରିବାକୁ ଚାହୁଁଛି । ଆପଣ ଦୟାକଲେ ମୁଁ ପୁଣି ଥରେ ଲେଖାପଢା କରିପାରିବି । ଦୟାକରି ମୋର ହାତଗୋଡ…

ଅଳିଆ ଉଠାଉଥିବା ଦୁଇ ଭାଇଙ୍କ ଗୀତ ଭାଇରାଲ ପରେ ସୋସିଆଲ ମିଡ଼ିଆରେ କଲେ ସେୟାର, ସ୍ୱପ୍ନ ସାକାର କରିଦେବେ ବୋଲି ଦେଲେ…

କନକ ବ୍ୟୁରୋ: ଯେବେ ଦେଶରେ ଏଭଳି ପ୍ରତିଭା କାହା ଆଖିରେ ପଡ଼େ ନାହିଁ ସେତେବେଳେ ଆପଣାର ଲୋକ ସାଜି ଆଗେଇ ଆସନ୍ତି ଆନନ୍ଦ ମହିନ୍ଦ୍ରା । ଦେଶର ଜଣେ ଜଣାଶୁଣା ଶିଳ୍ପପତି ଏହି ଦୁଇ ଭାଇ ସୁମଧୁର କଣ୍ଠକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଘର ଘର ବୁଲି ଅଳିଆ ଆବର୍ଜନା ଉଠାଉଥିବା ଦୁଇ ଭାଇ ବିନା…

କଟକ ମାନସିଂହପାଟଣା ଅଞ୍ଚଳରେ ଅଭାବନୀୟ ଘଟଣା । ନିଆଁ ଲାଗି ଯାଇଥିବା ଘରୁ ହାତଗୋଡ ବନ୍ଧା ଅବସ୍ଥାରେ କଲେଜ ଛାତ୍ରୀ…

କନକ ବ୍ୟୁରୋ: କଟକ ମାନସିଂହପାଟଣା ଅଂଚଳରେ ଅଭାବନୀୟ ଘଟଣା । ନିଆଁ ଲାଗି ଯାଇଥିବା ଘରୁ ହାତଗୋଡ ବନ୍ଧା ଅବସ୍ଥାରେ କଲେଜ ଛାତ୍ରୀ ଉଦ୍ଧାର କରାଯାଇଛି । ଯୁବତୀଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ଘଟଣା ସଂପର୍କରେ ଖବର ପାଇ ପୁଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି । ତେବେ…