Daily Archives

February 25, 2021

ସୋସିଆଲ ମିଡିଆ ଉପରେ ଲାଗିବ ଅଙ୍କୁଶ, ନିୟନ୍ତ୍ରିତ ହେବ ଓଟିଟି ପ୍ଲାଟଫର୍ମ । ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର…

କନକ ବ୍ୟୁରୋ: ଗାଳିଗୁଲଜ ଠାରୁ ଆରମ୍ଭ କରି ଘୃଣା, ଦ୍ୱେଶ, ହିଂସା ସୃଷ୍ଟି କରୁଥିବା ପୋଷ୍ଟ ସୋସିଆଲ୍ ମିଡିଆରେ ନିତିଦିନିଆ ଘଟଣା ହୋଇଯାଇଥିଲା । କୌଣସି ଅଂକୁଶ ନଥିବାରୁ ଯିଏ ଯାହା ଚାହୁଁଥିଲା ମନଇଚ୍ଛା ପୋଷ୍ଟ କରୁଥିଲା । ଏବେ ଏହା ଉପରେ ଲାଗିବ ରୋକ୍ । ନେଟ୍ଫ୍ଲିକ୍ସ ଓ ଆମାଜନ ପ୍ରାଇମ୍,…

ଶୁଖୁଛି ମହାନଦୀ, ଆଗକୁ ଆହୁରି କମିବ ଜଳ ପ୍ରବାହ । ବିଧାନସଭାରେ ସ୍ୱୀକାର କଲେ ଜଳସଂପଦ ମନ୍ତ୍ରୀ । କହିଲେ ଛତିଶଗଡ…

କନକ ବ୍ୟୁରୋ : ଖରା ଦିନ ଆସିବା ଆଗରୁ ମହାନଦୀର ଏଭଳି ଅବସ୍ଥା । କିଛି ମାସ ତଳେ କୁଳଲଂଘି ବନ୍ୟା କରିଥିବା ଏହି ନଦୀ ଏବେ ସରୁ ଧାରରେ ସୀମିତ ହୋଇଯାଇଛି । ନଦୀ ଶଯ୍ୟା ଏବେ ବିଶାଳ ମରୁଭୂମି ପରି ଦେଖାଯାଉଛି । ବୌଦ୍ଧ ସହରର ପାନୀୟ ଜଳ ଯୋଗାଣର ଉତ୍ସ ହେଉଛି ମହାନଦୀ । ତେଣୁ ଆଗକୁ ସ୍ଥିତି…

କରୋନା ସଂକ୍ରମଣ ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଚିଠି । ସଂକ୍ରମଣ କରୁଥିବା ୧୨ ରାଜ୍ୟ ଉପରେ ରହିବ ନଜର । 

କନକ ବ୍ୟୁରୋ : କରୋନା ସଂକ୍ରମଣ ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଚିଠି । ମ୍ୟୁନିସିପାଲ କମିଶନର, ବିମାନ ବନ୍ଦର କର୍ତ୍ତପକ୍ଷଙ୍କୁ ଏସିଏସଙ୍କ ଚିଠି । ସଂକ୍ରମଣ କରୁଥିବା ୧୨ ରାଜ୍ୟ ଉପରେ ରହିବ ନଜର । ରାଜ୍ୟ ଗୁଡିକ ହେଲା କେରଳ, ତେଲେଙ୍ଗାନା, ଛତିଶଗଡ, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ,…

କଲେଜ ଛାତ୍ରୀଙ୍କୁ ଜୀଅନ୍ତା ଜାଳିବାକୁ ଉଦ୍ୟମ । କଟକ ମାନସିଂହପାଟଣା ଅଂଚଳରେ ନିଆଁ ଲାଗିଯାଇଥିବା ଘରୁ ହାତଗୋଡ ବନ୍ଧା…

କନକ ବ୍ୟୁରୋ : କଟକ ଭଳି ଏକ ଜନଗହଳିପୂର୍ଣ୍ଣ ସହରରେ ଜଣେ ଯୁବତୀଙ୍କ ଘରେ କିଛି ଦୁବୃର୍ତ୍ତ ପଶିଛନ୍ତି ଆଉ ହାତଗୋଡ ବାନ୍ଧି ଯୁବତୀଙ୍କୁ ଜାଳିବାକୁ ଉଦ୍ୟମ କରିଛନ୍ତି । ପୋଲିସକୁ ଭୟ ନାହିଁ, କି ଲୋକଙ୍କୁ ଭୟ ନାହିଁ, କି ଆଇନକୁ ଖାତିର ନାହିଁ । ଦିନଦ୍ୱିପ୍ରହରରେ ଯୁବତୀଙ୍କୁ ପ୍ରଥମେ ମାଡ…

ଦେଶରେ ବଢୁଛି କରୋନା ମିଟର, ୨୪ ଘଣ୍ଟାରେ ୧୬ ହଜାର ୭ଶହରୁ ଅଧିକ ମାମଲା । ମହାରାଷ୍ଟ୍ରରେ ସଂଗୀନ ହେଉଛି ସ୍ଥିତି,…

କନକ ବ୍ୟୁରୋ : ଓଡିଶାରେ ଆଜି ହଠାତ କରୋନା ପଜିଟିଭଙ୍କ ସଂଖ୍ୟା ବଢିଯାଇଛି । ଗତ କିଛିଦିନ ହେଲା ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣ ଥିଲେ ବି ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ କିଛିଟା ବୃଦ୍ଧି ପାଇଛି । ୨୪ ତାରିଖରେ ୮୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେପଟେ ମହାରାଷ୍ଟ୍ରରେ…

ଦୁଇ ଦିନରେ ଖେଳ ଖତମ୍ । ବଡ ଷ୍ଟାଡିୟମରେ ଭାରତର ବଡ ବିଜୟ । ଇଂଲଣ୍ଡ ବିପକ୍ଷରେ ୧୦ ୱିକେଟରେ ବାଜି ମାରିଲା ବିରାଟ…

କନକ ବ୍ୟୁରୋ: ତୃତୀୟ ଟେଷ୍ଟରେ ଭାରତର ବଡ ବିଜୟ । ୧୦ ୱିକେଟରେ ଇଂଲଣ୍ଡକୁ ହରାଇଲା ବିରାଟ ବାହିନୀ । ଦୁଇ ଦିନରେ ସରିଗଲା ତୃତୀୟ ଟେଷ୍ଟ । ବିଶ୍ୱର ବଡ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦେଖିବାକୁ ମିଳିଲା ୱିକେଟ ବର୍ଷା । ଉଭୟ ଦଳରେ ଭଲ ବୋଲିଂ ଦେଖିବାକୁ ମିଳିଥିଲା । ହେଲେ ଶେଷରେ…