Daily Archives

February 22, 2021

ବିଧାନସଭାରେ ଅର୍ଥପେଡି ଖୋଲିଲେ ନିରଞ୍ଜନ ପୂଜାରୀ । ଗତବର୍ଷ ଅପେକ୍ଷା କମିଲା କୃଷି ବ୍ୟୟବରାଦ।

କନକ ବ୍ୟୁରୋ : କରୋନା ମହାମାରୀ ଯୋଗୁଁ ରାଜ୍ୟର ରାଜସ୍ୱ ଆଦାୟ ପ୍ରଭାବିତ ହୋଇଛି । ଏହାଯୋଗୁଁ କୃଷି ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ପାଇଁ ବ୍ୟୟବରାଦ ହ୍ରାସ ପାଇଛି । ଏହାର ପ୍ରତିଫଳନ ଆଜି ଉପସ୍ଥାପିତ ରାଜ୍ୟ କୃଷି ବଜେଟରେ ଦେଖିବାକୁ ମିଳିଛି । ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ…

କ୍ୱାରେଣ୍ଟିନ୍ ପାଇଁ ବ୍ୟବହାର ରଙ୍ଗ, ବାଉଁଶର ହିସାବ ଦେଲେ ମନ୍ତ୍ରୀ । ଖର୍ଚ୍ଚ ହୋଇଛି ୧୩ କୋଟି ୪୪ ଲକ୍ଷ ୬୧ ହଜାର…

କନକ ବ୍ୟୁରୋ: ମହାମାରୀ କରୋନା ଯେତେବେଳେ ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିଲା, ସେତେବେଳେ ହଜାର ହଜାର ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ କରୋନା କବଳିତ ରାଜ୍ୟରୁ ଫେରୁଥବାରୁ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିଲା । ଏଭଳି ସମୟରେ ରାଜ୍ୟ…

୧୯୯୯ ମସିହାର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣା । ମୁଖ୍ୟ ଅଭିଯୁକ୍ତ ବିବନକୁ ୨୨ ବର୍ଷ ପରେ ଗିରଫ କଲା କମିଶନରେଟ୍ ପୋଲିସ…

କନକ ବ୍ୟୁରୋ: ଓଡ଼ିଶା ଇତିହାସର ସବୁଠାରୁ କଳଙ୍କିତ ଅପରାଧ କାହାଣୀ ପୁଣି ଥରେ ଦୃଶ୍ୟପଟ୍ଟକୁ ଫେରି ଆସିଛି । ଯେତେବେଳେ ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିଛି କମିଶନରେଟ୍ ପୁଲିସ୍ । ଦୀର୍ଘ ୨୨ ବର୍ଷ ପରେ ପୁରୁଣା ଫାଇଲକୁ ଏଭଳି ଢ଼ଙ୍ଗରେ ଓଲଟାଇ…

ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ । ଓଡିଶାରେ ସଂକ୍ରମଣ ଆଶଙ୍କା ବଢିଲା । ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ,…

କନକ ବ୍ୟୁରୋ: ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ହେଲେ, ୫ ଦିନ ପରେ ପୁଣି ଥରେ ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଛି । ରବିବାର ଥିଲେ ମଧ୍ୟ ଶେଷ ୨୪ ଘଂଟାରେ ରାଜ୍ୟରେ ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଭୟ ବଢ଼ାଇ ଦେଇଛି ।…

ରାଜ୍ୟ ଅର୍ଥନୀତିରେ ସଞ୍ଜିବନୀ ଭରିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ । ୧ ଲକ୍ଷ ୭୦ ହଜାର କୋଟିର ବଜେଟ୍ ଆଗତ । ସ୍ୱାସ୍ଥ୍ୟ…

କନକ ବ୍ୟୁରୋ: କରୋନା ମାଡ଼ରେ ବେହାଲ ହୋଇଥିବା ଓଡ଼ିଶାର ଅର୍ଥନୀତିକୁ ପୁଣି ଥରେ ସଜାଡିବା ପାଇଁ ଜୀବିକା, ଅର୍ଥନୈତିକ ଅଭିବୃଦ୍ଧି ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଜୋର ଦେଇଛନ୍ତି ସରକାର । ସରକାର ବିଶ୍ୱାସ କରୁଛନ୍ତି, ଶିଳ୍ପ ଏବଂ ଭିତିଭୂମି କ୍ଷେତ୍ରରେ ବିନିଯୋଗ ବଢ଼ିଲେ, ନିଯୁକ୍ତି ସୁଯୋଗ ସୃଷ୍ଟି…

ବିଧାନସଭାରେ ଆଗତ ହେଲା ବଜେଟ୍ । ଜାଣନ୍ତୁ, କାହାକୁ ମିଳିଲା କେତେ?

କନକ ବ୍ୟୁରୋ: ଓଡିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି । ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟକୁ ବିଧାନସଭାରେ ଉପସ୍ଥାପିତ କରାଯାଇଛି । ତେବେ ନଜର ପକାନ୍ତୁ ରାଜ୍ୟ ବଜେଟର ପ୍ରମୁଖ ଦିଗଗୁଡିକ ଉପରେ... ରାଜ୍ୟ ବଜେଟ୍…