Daily Archives

February 21, 2021

ଇ-କର୍ମସ ବଜାରରେ ଏଟ୍ରିଂ ମାରିବ ଟାଟା ଗ୍ରୁପ୍ । ଲଂଚ କରିବ ସୁପର ଆପ୍ ।

କନକ ବ୍ୟୁରୋ: ଭାରତର ଲୋକପ୍ରିୟ ଟାଟା ଗ୍ରୁପ ଏବେ ଇ-କର୍ମସ ବଜାରରେ ପ୍ରବେଶ କରିବା ସହିତ ସୁପର ଆପ ନାମରେ ଏକ ଆପ୍ ଲଂଚ କରିବାକୁ ଯାଉଛି । ଯେଉଁଥିରେ ଲୋକମାନେ ଲୁଣଠୁ ଆରମ୍ଭ କରି ବିମାନ ଟିକେଟ୍ ପର୍ଯ୍ୟନ୍ତ ସବୁକିଛି ପାଇପାରିବେ । କୋଟି କୋଟି ଗ୍ରାହକ ଏହି ଆପ ଜରିଆରେ ଅତି ସହଜରେ ନିଜ ମନ…

ଆସନ୍ତାକାଲି ଆନ୍ଦୋଳନ କରିବେ ଯାତ୍ରା କଳାକାର । ଲୋୟର ପିଏମଜିରେ ଅନଶନ ଓ ଧାରଣାରେ ବସିବେ କଳାକାର ।

କନକ ବ୍ୟୁରୋ : ଆସନ୍ତାକାଲି ଆନ୍ଦୋଳନ କରିବେ ଯାତ୍ରା କଳାକାର । ଲୋୟର ପିଏମଜିରେ ଅନଶନ ଓ ଧାରଣାରେ ବସିବେ କଳାକାର । ଯାତ୍ରା କଳାକାର ଓ କର୍ମଚାରୀ ସଂଘ ପକ୍ଷରୁ ସୂଚନା । ସେପଟେ ବେଗୁନିଆରେ ଗୋଟିଏ ଦିନ ଚାଲିବା ପରେ ବନ୍ଦ ହେଲା ଯାତ୍ରା । କୋରୋନା ମହାମାରୀ ଭିତରେ ଦୀର୍ଘ ୧୧ମାସ ବନ୍ଦ…

ଠକର ସୌଦାଗର ନଟବରଲାଲ । ଯିଏ ବିଦେଶୀ ଲୋକଙ୍କୁ ଭୂଆଁ ବୁଲାଇ ବିକ୍ରି କରିଦେଇଥିଲା ତାଜମହଲ, ଲାଲକିଲ୍ଲା ଏବଂ ସଂସଦ ।

କନକ ବ୍ୟୁରୋ: ଠକାମିର ବାଦଶାହ,ଠକର ସୌଦାଗର ନଟବରଲାଲ । ଇଏ ସେଇ ନଟବରଲାଲ ଯିଏ ବିଦେଶୀ ହାତରେ ବିକ୍ରି କରିଦେଇଥିଲା ତାଜମହଲ ଆଉ ଲାଲକିଲ୍ଲା । ଥରେ କି ଦୁଇ ଥର ନୁହେଁ ବିଦେଶୀ ଲୋକଙ୍କୁ ଭୂଆଁ ବୁଲେଇ ତିନି ତିନି ଥର ଏହି ଠକ ତାଜମହଲ ଆଉ ଲାଲକିଲ୍ଲାକୁ ବିକ୍ରି କରିଦେଇଥିଲା । ଖାଲି ସେତିକି…

ଚାଷୀ ଆନ୍ଦୋଳନ ସମର୍ଥନରେ ଅଭିନବ ପ୍ରତିବାଦ, ୫ ଏକର ଫସଲ ନଷ୍ଟ କଲେ ୟୁପିର ଜଣେ ଚାଷୀ । ଭିଡିଓ ହେଉଛି ଭାଇରାଲ

କନକ ବ୍ୟୁରୋ : କୃଷି କାନୁନକୁ ବିରୋଧ କରିବା ପାଇଁ ଉତ୍ତରପ୍ରଦେଶର ଜଣେ ଚାଷୀ ଅଭିନବ ଉପାୟ ଆପଣାଇଛନ୍ତି । କୃଷି କାନୁନକୁ ବିରୋଧ କରି କୃଷକ ଜଣଙ୍କ ନିଜ ଜମିରେ ଥିବା ଫସଲକୁ ନଷ୍ଟ କରିଦେଇଛନ୍ତି । ବିଜନୋରର ଚାନ୍ଦପୁର ଅଞ୍ଚଳରେ ଜଣେ ଚାଷୀ ନିଜର ୫ ଏକର ଗହମ କ୍ଷେତରେ ଟ୍ରାକ୍ଟର ଚଳାଇ ତାକୁ…

କରୋନା କଟକଣା ନେଇ ଏସଆରସିଙ୍କ ଚିଠି । ବାହାର ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଓଡିଶାରେ କଡାକଡି ହେବ କୋଭିଡ ନିୟମ ।…

କନକ ବ୍ୟୁରୋ: କରୋନା ନିୟମ କଡ଼ାକଡ଼ି ପାଇଁ ଚିଠି ଲେଖିଲେ ଏସଆରସି । ସମସ୍ତ ଜିଲ୍ଲାପାଳ, ମୁନିସପାଲ କମିଶନର ଓ ଏସପିଙ୍କୁ ଚିଠି ଲେଖିଲେ ଏସଆରସି । କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନିୟମ କଡ଼ାକଡ଼ି ପାଇଁ ନିର୍ଦ୍ଦେଶ ରହିଛି । ମାସ୍କ ବ୍ୟବହାର, ସାନିଟାଇଜର ବ୍ୟବହାର ଓ…

ଜଲେଶପଟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଅଭିଯୋଗ ଘଟଣା : ଅଭିଯୁକ୍ତକୁ ଗିରଫ, କନ୍ଧମାଳ ଏସପିଙ୍କ ସୂଚନା

କନକ ବ୍ୟୁରୋ : କନ୍ଧମାଳର ଜିଲ୍ଲା ତୁମୁଡିବନ୍ଧ ଜଳେଶପଟା ଓ ଚକାପାଦ ଆଶ୍ରମର ମୁଖ୍ୟକୁ ହତ୍ୟା ଧମକ ଘଟଣା ରାୟଗଡା ବିଷମକଟକ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ । ଏନେଇ କନ୍ଧମାଳ ଏସପି ସୂଚନା ଦେଇଛନ୍ତି । ସୂଚନାନୁସାରେ, ଜଲେଶପଟା ଆଶ୍ରମ ମୁଖ୍ୟଙ୍କୁ ଆଜି ଦ୍ୱିତୀୟ ଥର ପାଇଁ…