Daily Archives

February 18, 2021

ବିଧାନସଭାକୁ ଘାରିଲା ଆତ୍ମାହୁତି ଭୟ । ଚାରିପଟୁ ସିଲ୍ କରି ଯାଂଚ କଡ଼ାକଡ଼ି କଲା ପୁଲିସ । ଟ୍ରାଫିକ୍ ଜାମ୍ ପାଇଁ ଦହଗଂଜ…

କନକ ବ୍ୟୁରୋ: ସକାଳ ପ୍ରାୟ ୯ଟା ସମୟରେ ବ୍ୟସ୍ତବହୁଳ ଏଜି ଛକ ନିକଟସ୍ଥ ଜୟଦେବ ଭବନ ସମ୍ମୁଖରେ ଦେଖିବାକୁ ମିଳିଥିଲା ପ୍ରବଳ ଟ୍ରାଫିକ୍ ଜାମ୍ । ଯେଉଁଥିରେ ନିଜ ନିଜ କାମରେ ବାହାରିଥିବା ଲୋକ ଦହଗଂଜ ହୋଇଥିଲେ । ବ୍ୟାରିକେଡ ଟପି ଗାଡି ଚଳାଇବା ବି କଷ୍ଟକର ହୋଇପଡିଥିଲା । ରାସ୍ତା ଟପି ଆଗକୁ…

ବିଧାନସଭା ବଜେଟ ଅଧିବେଶନର ପ୍ରଥମ ଦିନରେ ଉଠିଲା କୋଟିଆ କଳି । ବିରୋଧୀ କହିଲେ ସୀମା ସୁରକ୍ଷା ପାଇଁ ସଚେତନ ନୁହଁନ୍ତି…

କନକ ବ୍ୟୁରୋ: ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଯେଉଁ ଆକଳନ କରାଯାଉଥିଲା ତାହା ହିଁ ହେଲା । ବଜେଟ୍ ଅଧିବେଶନର ପ୍ରଥମ ଦିନରୁ ହିଁ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀ କଂଗ୍ରେସ ଗୃହରେ ନାରାବାଜି କରିଥିଲା ।କୋଟିଆରେ ଆନ୍ଧ୍ରର ନିର୍ବାଚନ, ପେଟ୍ରୋଲ…

ନୟାଗଡ ପରୀ ମୃତ୍ୟୁ ମାମଲାରେ ବଡ ଖୁଲାସା । ଲାଏ ଡିଟେକ୍ସନ୍ ଟେଷ୍ଟ ପୂର୍ବରୁ ସବୁ କହିଦେଲା ଅଭିଯୁକ୍ତ । ପଢନ୍ତୁ ଏହି…

କନକ ବ୍ୟୁରୋ: ଇଏ ଏମିତି ଏକ ବୀଭତ୍ସ କାହାଣୀ, ଯାହାକୁ ଶୁଣିଲେ ଛାତି ଥରି ଉଠିବ । ଘରେ କେହି ନଥିବା ବେଳେ କିପରି କୁନି ଝିଅ ପରୀକୁ ଘରକୁ ଡାକି ନେଇ ତଂଟି ଚିପି ମାରିଥିଲା, ତା ନିଜ ମୁହଁରେ ବଖାଣିଛି ଅଭିଯୁକ୍ତ । ଲାଇ ଡିଟେକସନ୍ ଟେବୁଲକୁ ଯିବା ପୂର୍ବରୁ ପରୀ ହତ୍ୟା ଅଭିଯୁକ୍ତକୁ ପାଖ…

ମହାରାଷ୍ଟ୍ରକୁ ପୁଣି ଫେରିଲା ଲକଡାଉନ୍ । ଆସନ୍ତା ୨୮ ତାରିଖ ଯାଏଁ ଜବତମାଲ୍ ଜିଲ୍ଲା ତାଲାବନ୍ଦ।

କନକ ବ୍ୟୁରୋ: ମହାରାଷ୍ଟ୍ରରୁ ଆସିଛି ଏଭଳି ଏକ ଖବର ଯାହା, ଭତାଣୁକୁ ନେଇ ପୁଣି ଥରେ ଚିନ୍ତା କରିବାକୁ ବାଧ୍ୟ କରିଦେଇଛି । ମହାରାଷ୍ଟ୍ରର ଜବତମାଲ୍ ଜିଲ୍ଲାରେ ପୁଣି ଥରେ ଲକଡାଉନ୍ ଲାଗୁ କରାଯାଇଛି । ଆସନ୍ତା ୨୮ ତାରିଖ ଯାଏଁ ଜିଲ୍ଲାରେ ଲକଡାଉନ୍ ଜାରି ରହିବ । ଜବତମାଲ୍ ଜିଲ୍ଲାରେ ବଢ଼ୁଥିବା…

ସଂକଟରେ ପୁଡୁଚେରୀର କଂଗ୍ରେସ ସରକାର । ୨୨ ତାରିଖରେ ଫ୍ଲୋର ଟେଷ୍ଟ, ଉପରାଜ୍ୟପାଳ ଜାରିକଲେ ଆଦେଶ

କନକ ବ୍ୟୁରୋ : ପୁଡୁଚେରୀ କଂଗ୍ରେସ ସରକାର ଉପରେ ଏବେ କଳା ବାଦଲ ଛାଇ ଯାଇଛି । ବିଧାୟକ ଜୈନ କୁମାରଙ୍କ ଇସ୍ତଫା ପରେ ଏବେ ଭି. ନରାୟଣସ୍ୱାମୀଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇଛି । ଉପରାଜ୍ୟପାଳ ତାମିଲି ସାଇ ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀଙ୍କୁ ଫେବୃଆରୀ ୨୨ ତାରିଖ ସଂନ୍ଧ୍ୟା ୫ ଟା…

ଟାଇମ୍ ମାଗାଜିନର ଉଦୀୟମାନ ନେତାଙ୍କ ତାଲିକାରେ ଏକମାତ୍ର ଭାରତୀୟଙ୍କ ସହ ୫ ଜଣ ଭାରତୀୟ ବଂଶୋଦ୍ଭବ । ଜାଣନ୍ତୁ କିଏ ଏହି…

କନକ ବ୍ୟୁରୋ : ‘ଟାଇମ୍’ ମାଗାଜିନ୍  ଭବିଷ୍ୟତର ଉଦୀୟମାନ ନେତା ତାଲିକା ସର୍ଭେ ପ୍ରକାଶ କରିଛି । ଏଥିରେ ମୋଟ ୧୦୦ ଜଣ ନେତାଙ୍କ ତାଲିକା ରହିଛି । ଏହି ତାଲିକାରେ ଜଣେ ମାତ୍ର ଭାରତୀୟ ରହିଥିବା ବେଳେ ୫ ଜଣ ଭାରତୀୟ ବଂଶୋଦ୍ଭବଙ୍କ ନାମ ରହିଛି । ଭବିଷ୍ୟତର ଉଦୀୟ ମାନ ନେତାଙ୍କ ତାଲିକାରେ…