Daily Archives

February 18, 2021

କଟକ ଯୋବ୍ରା ନିକଟରେ ମହାନଦୀକୁ ଡେଇଁଲେ ମହିଳା । ନଦୀ ଭିତରୁ ମହିଳାଙ୍କୁ ଉଦ୍ଧାର କଲା ଓଡ୍ରାଫ ଦଳ ।

କନକ ବ୍ୟୁରୋ: ମହାନଦୀଙ୍କୁ ଡେଇଁଲେ ମହିଳା । ଗୁରୁବାର କଟକ ଯୋବ୍ରା ନିକଟରେ ମହାନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ହେଲେ ନଦୀ ଭିତରୁ ମହିଳାଙ୍କୁ ଓଡ୍ରାଫ୍ ଦଳ ଉଦ୍ଧାର କରିବା ସହିତ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଆଜି ହଠାତ୍ ଜଣେ ମହିଳା ଯୋବ୍ରା ବ୍ରିଜ୍ ନିକଟରେ…

ମା’ କୁ ଫାଶିଦଣ୍ଡରୁ ମୁକ୍ତି ଦେବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କଲା ୧୨ ବର୍ଷର ପୁଅ ।…

କନକ ବ୍ୟୁରୋ : ମା’ ସେ ଦିବ୍ୟାଙ୍ଗ ହେଉକି ଦିବ୍ୟଶକ୍ତି, ସେ ଅମଣିଷ ହେଉ କି ମଣିଷ ହତ୍ୟାକାରୀ । ସେ କେବଳ ମା’ ଏକଥା କେହି ବୁଝୁ ବା ନବୁଝୁ , ଏକଥାକୁ ହୃଦୟଙ୍ଗମ କରିଛନ୍ତି ୧୨ ବର୍ଷର ବାଳକ ତାଜ୍ । ନିଜ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ସବନମଙ୍କ ଜେଲରେ ଜନ୍ମ ହୋଇଥିବା ବାର ବର୍ଷ…

ଆଇପିଏଲ୍ ପାଇଁ ଚାଲିଛି ଖେଳାଳି ନିଲାମ । ଏବେ ସୁଦ୍ଧା କ୍ରିସ୍ ମୋରିସ୍ ସବୁଠୁ ଦାମୀ ଖେଳାଳି । ୧୬.୨୫ କୋଟିରେ କିଣିଲା…

କନକ ବ୍ୟୁରୋ: ଆରମ୍ଭ ହେଲା ଫଟାଫଟ୍ କ୍ରିକେଟର ମହାକୁମ୍ଭ ପାଇଁ ଖେଳାଳି ନିଲାମି । ୨୦୨୧ ଆଇପିଏଲ ପାଇଁ ପ୍ଲେୟାର ଅକ୍ସନ ଆଜି ଆରମ୍ଭ ହୋଇଛି । ପ୍ରଥମ ଦିନରେ ରେକର୍ଡ ଦାମରେ ବିକ୍ରି ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲରାଉଣ୍ଡର କ୍ରିସ୍ ମୋରିସ । ଏଥର ଆଇପିଏଲ୍ ଇତିହାସରେ ସବୁଠାରୁ ଅଧିକ…

ପଶ୍ଚିମବଙ୍ଗକୁ ‘ସୋନାର ବଙ୍ଗଳା’ କରିବାକୁ ପ୍ରତିଶ୍ରୁତି ଦେଲେ ଅମିତ ଶାହା । ମହିଳାଙ୍କୁ ସଂରକ୍ଷଣ ଓ ସପ୍ତମ ବେତନ…

କନକ ବ୍ୟୁରୋ: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି (ଗୁରୁବାର) ପଶ୍ଚିମବଙ୍ଗରେ ପରିବର୍ତ୍ତନ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ଆରମ୍ଭ କରଛନ୍ତି। ଏହି ଅବସରରେ ଦକ୍ଷିଣ ୨୪…

ନିଲାମ ହୋଇପାରିଲେନି ଭଜି । ଚଳିତ ଆଇପିଏଲ ଅକ୍ସନରେ ହରଭଜନ ସିଂହଙ୍କୁ କିଣିଲେନି କୌଣସି ବି ଦଳ । 

କନକ ବ୍ୟୁରୋ : ଆଇପିଏଲ୍ ଅକ୍ସନରେ ଅଲୋଡା ପଡିଗଲେ ହରଭଜନ ସିଂହ । ଚଳିତ ଆଇପିଏଲ୍ ଅକ୍ସନରେ ନିଲାମ ହୋଇପାରିନାହାନ୍ତି ଭଜି । ହରଭଜନଙ୍କୁ କିଣିନାହାନ୍ତି କୌଣସି ବି ଦଳ । ଦିନେ ନିଜ ବୋଲିଂରେ ଜଲୱା ଦେଖାଉଥିବା ହରଭଜନ ଚଳିତ ଆଇପିଏଲ୍ ଅକ୍ସନରେ କିନ୍ତୁ ଫିକା ପଡିଛନ୍ତି । ହରଭଜନ ସିଂହଙ୍କ…

ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗ: ସତ୍ୟପାଠ ଦାଖଲ କରି ଜବାବ ଦେଲା ଆନ୍ଧ୍ର । ଆସନ୍ତାକାଲି ରହିଛି ଶୁଣାଣି ।

କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଜବାବ ଦିଆଯାଇଛି । ଓଡିଶା ପକ୍ଷରୁ ଦାଏର ହୋଇଥିବା ଆବେଦନର ଜବାବ ଦାଖଲ କରିବାକୁ ଯାଇ ଆନ୍ଧ୍ର ତଥ୍ୟ ରଖିଛି ଯେ, ୨୦୦୬ ଏବଂ ୨୦୧୩ରେ ଆନ୍ଧ୍ର ପ୍ରଦେଶର ପଂଚାୟତ ନିର୍ବାଚନର ଭୋଟ୍ ହୋଇଥିଲା । ଆଉ…