Daily Archives

January 10, 2021

ନବୀନ ଶୁଝିଲେ ୨୦୧୫ରେ ଆଣିଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ୧୫ଲକ୍ଷ ଟଙ୍କାର ଋଣ । ଜାଣନ୍ତୁ ମୁଖ୍ୟମନ୍ତ୍ରୀ ସମ୍ପତ୍ତି…

କନକ ବ୍ୟୁରୋ : ଉଭଣୀ ଗୀତା ମେହଟାଙ୍କ ଋଣ ସୁଝିଲେ ନବୀନ । ୨୦୧୫ରେ ଭଉଣୀଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଋଣ କରିଥିଲେ ନବୀନ । ତେବେ ଏଥର ମୁଖ୍ୟମନ୍ତ୍ରୀ ତାଙ୍କ ସମ୍ପତି ତାଲିକାରେ ଏହି ଋଣ କଥା ଦର୍ଶାଇ ନାହାନ୍ତି । ନିଜ ସମ୍ପତି ତାଲିକା ସାର୍ବଜନୀନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କର ମୋଟ୍…

ଶ୍ରୀଜିଉଙ୍କ ପାଇଁ ସୁନାର ସୂର୍ଯ୍ୟ-ଚନ୍ଦ୍ର । ମହାପ୍ରଭୁଙ୍କ ପାଇଁ ୩ ହଳ ସୂର୍ଯ୍ୟ-ଚନ୍ଦ୍ର ଦାନ କଲେ ଭୁବନେଶ୍ୱରର ଭକ୍ତ…

କନକ ବ୍ୟୁରୋ: ଶ୍ରୀଜିଉଙ୍କ ପାଇଁ ସୁନାର ସୂର୍ଯ୍ୟ-ଚନ୍ଦ୍ର । ମହାପ୍ରଭୁଙ୍କ ପାଇଁ ସୁନାର ସୂର୍ଯ୍ୟ-ଚନ୍ଦ୍ର ଦାନ କଲେ ଭକ୍ତ । ଭୁବନେଶ୍ୱରର ପଦ୍ମ ଚରଣ ପାତ୍ର ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏହି ଦାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ  ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଏହି…

କାଳିଆ ଦର୍ଶନ ପାଇଁ ହଟିଲା କଟକଣା । ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ୨୧ତାରିଖରୁ ଦରକାର ନାହିଁ କରୋନା ରିପୋର୍ଟ, ସକାଳ ୭…

କନକ ବ୍ୟୁରୋ : ଭକ୍ତ ଓ ଭଗବାନଙ୍କ ଭିତରେ ବାଧକ ହେବନି କୋଭିଡ୍ ରିପୋର୍ଟ । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ନଜରରେ ରଖି ଆଜି ବଡ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତା ୨୧ ତାରିଖରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଆବଶ୍ୟକ ହେବ ନାହିଁ କରୋନା ନେଗେଟିଭ୍ ରିପୋର୍ଟ ।…

ନବରଙ୍ଗପୁରରେ ଭୁଶୁଡିଲା ନିର୍ମାଣଧୀନ ପୋଲ । ଜଣେ ମୃତ, ୩ ଗୁରୁତର । କାମ ସାରି ଫେରିବା ବେଳେ ଅଘଟଣ ।

କନକ ବ୍ୟୁରୋ: ବଡ ଖବର । ନବରଙ୍ଗପୁରରେ ଭୁଶୁଡିଲା ପୋଲ । ନିର୍ମାଣଧୀନ ଅବସ୍ଥାରେ ପୋଲ ଭୁଶୁଡିଲା । ଦୁର୍ଘଟଣାରେ ୧ ମୃତ, ୩ ଗୁରୁତର । ମୃତକଙ୍କ ପରିଚୟ ମିଳିନି । ଶ୍ରମିକମାନେ ପୁରୀ ଅଞ୍ଚଳର ସୂଚନା । ସମସ୍ତେ କାମ ସାରି ଘରକୁ ଫେରୁଥିଲେ । ତେବେ ନବରଙ୍ଗପୁରରେ ତାଲାପଦର ନିକଟରେ…

କାଳ ହେଲା ବଣଭୋଜି । କୋଏଲ ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ ୨ ଯୁବକ । ଜଣେ ମୃତ, ଜଣେ ଗୁରୁତର ।

କନକ ବ୍ୟୁରୋ : କାଳ ହେଲା ବଣଭୋଜି । ପିକନିକରେ ଯାଇ ନଈରେ ଗାଧୋଇବା ବେଳେ ପାଣିରେ ବୁଡିଗଲେ ୨ ସାଙ୍ଗ । ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ କୋଏଲ ନଦୀରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେଟରକେଲା ଘାଟରେ ପିକ୍‌ନିକ କରୁଥିବା ବେଳେ ୨ ଜଣ ସାଙ୍ଗ ପାଣିରେ ବୁଡ଼ି ଯାଇଛନ୍ତି । ସେମାନଙ୍କ…

ହ୍ୱାଟସଆପର ବିକଳ୍ପ ଭାବେ ସାମ୍ନାକୁ ଆସିଲା ସିଗନାଲ ଆପ୍ । ବ୍ୟବହାର କରିବାକୁ ଅପିଲ କଲେ ବିଶ୍ୱର ନମ୍ବର ୱାନ ଧନୀ ।

କନକ ବ୍ୟୁରୋ : ହ୍ୱାଟସଆପ ହାତ ଛାଡିଲେ ୟୁଜର୍ସଙ୍କୁ ସମ୍ଭାଳିବ ସିଗନାଲ । ମେସେଜିଙ୍ଗ ଆପ୍ ହ୍ୱାଟସଆପ ନିଜର ପ୍ରାଇଭେସୀ ଟର୍ମ ଓ ପଲିସି ବଦଳାଇବାକୁ ଯାଉଛି । ଆସନ୍ତାମାସ ୮ ତାରିଖରୁ ଏହି ନୂଆ ପଲିସି ଲାଗୁ କରିବାକୁ ଯାଉଛି ହ୍ୱାଟସଆପ । ଏହାଦ୍ୱାରା ହ୍ୱାଟ୍ସଆପ ନିଜ ୟୁଜର୍ସଙ୍କ ଗୋପନୀୟ ତଥ୍ୟ…