Daily Archives

January 2, 2021

ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ । ଓଡ଼ିଶାର ପର୍ଯ୍ୟଟନ ଓ ହସ୍ତକଳାକୁ…

କନକ ବ୍ୟୁରୋ: ଆଂଚଳିକ ବ୍ରାଣ୍ଡକୁ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର ପର୍ଯ୍ୟଟନ ଓ ହସ୍ତକଳାକୁ ବିଶ୍ୱସ୍ତରରେ ପହଂଚାଇବା ଦିଗରେ ସମ୍ବଲପୁର ଆଇଆଇଏମର ଛାତ୍ରଛାତ୍ରୀମାନେ ବ୍ରିଜ୍ ତିଆରି କରିବେ । ଆଜି ସମ୍ବଲପୁର…

ଚିକିତ୍ସା ପରେ ସୁସ୍ଥ ହେଲେ ସୌରଭ ଗାଙ୍ଗୁଲି । ସ୍ୱାସ୍ଥ୍ୟବସ୍ଥା ସ୍ଥିର ନେଇ ସୂଚନା ଦେଲେ ଡାକ୍ତର

କନକ ବ୍ୟୁରୋ : ବିସିସିଆଇର ଅଧ୍ୟକ୍ଷ ତଥା ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କୋଲକାତାର ଉଡ୍‌ଲ୍ୟାଣ୍ଡ୍‌ ଡାକ୍ତରଖାନାରେ ପ୍ରାଥମିକ ଆଞ୍ଜିଓପ୍ଲାଷ୍ଟି ପରେ ଏବେ ସୁସ୍ଥ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି। ସାମ୍ବାଦିକ ବୋରିଆ…

କରୋନା ଟିକାକରଣରେ ଇତିହାସ ରଚିବ ଭାରତ  । ପ୍ରଥମ ପର୍ଯ୍ୟାୟରେ ୩କୋଟି ଲୋକଙ୍କୁ ଦିଆଯିବ ଭ୍ୟାକସିନ, ସୂଚନା ଦେଲେ…

କନକ ବ୍ୟୁରୋ : ଚିକିତ୍ସା ବିଜ୍ଞାନରେ ଏକ ବିରଳ ଇତିହାସ ରଚିବା ପାଇଁ ଆରମ୍ଭ ହୋଇଛି କସରତ୍ । ପ୍ରକୃତ ଟିକା ଦିଆଯାଉନି, ହେଲେ ଟିକାକରଣର ସବୁ ପ୍ରକ୍ରିୟା ସଂପାଦନ କରାଯାଉଛି । କରୋନା ବିରୋଧୀ ଲଢ଼େଇ ଏକ ନିର୍ଣ୍ଣାୟକ ମୋଡରେ ପହଁଚିଥିବା ବେଳେ କୋଟି କୋଟି ଲୋକଙ୍କ ଟିକାକରଣ ପାଇଁ ସାରା ଦେଶରେ…

ସ୍ୱଦେଶୀ ଟିକା କୋଭାକ୍ସିନକୁ ମିଳିଲା ଅନୁମତି । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା ବିଶେଷଜ୍ଞ କମିଟି ।

କନକ ବ୍ୟୁରୋ : କୋଭାକ୍ସିନକୁ ଅନୁମତି ଜରୁରୀକାଳୀନ ବ୍ୟବହାର ପାଇଁ କୋଭାକ୍ସିନକୁ ଏକ୍ସପର୍ଟ କମିଟିର ଅନୁମତି । ଭାରତ ବାୟୋଟେକର କରୋନା ଭ୍ୟାକ୍ସିନ ହେଉଛି କୋଭାକ୍ସିନ୍ । ଗତକାଲି ଭାରତରେ ଟୀକାକରଣ ନେଇ ଅକ୍ସଫୋର୍ଡ ଟୀକା କୋଭିସିଲ୍ଡକୁ ମିଳିଥିଲା ଅନୁମତି ଆଜି ଦ୍ୱିତୀୟ ଟୀକା ଭାବେ…

ସ୍କୁଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ । ସ୍କୁଲ ଯିବା ଆଗରୁ ଜାଣନ୍ତୁ କେଉଁ ସବୁ ଦିଗ ପ୍ରତି ଦିଆଯିବ ଧ୍ୟାନ ?

କନକ ବ୍ୟୁରୋ: ସ୍କୁଲ ଖୋଲିବା ନେଇ ଘୋଷଣା ପରେ ଜାରି ହେଲା ଗାଇଡ ଲାଇନ । ଜାନୁୟାରୀ ୮ରେ ଖୋଲିବ ସ୍କୁଲ । ଏଥିପାଇଁ ଜାରି ହୋଇଛି ଗାଇଡଲାଇନ । କରୋନା ଭିତରେ ମାଟ୍ରିକ ଓ ପ୍ଲସ ୨ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ଥିବାରୁ କୋଭିଡ୍ ନିୟମରେ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ସ୍କୁଲରେ…

ରାଜ୍ୟରେ ଜାନୁଆରୀ ୮ରୁ ଖୋଲିବ ସ୍କୁଲ । ଶନି-ରବି ହେବ ପାଠପଢା । 

କନକ ବ୍ୟୁରୋ : ରାଜ୍ୟରେ ଜାନୁଆରୀ ୮ ତାରିଖରୁ ଖୋଲିବ ସ୍କୁଲ । ଏହାସହ ଶନିବାର ଓ ରବିବାର ମଧ୍ୟ ପାଠପଢା ହେବ । ଏନେଇ ଘୋଷଣା କରିଛି ସ୍କୁଲ ଓ ଗଣ ଶିକ୍ଷା ବିଭାଗ । ବୋର୍ଡ ପରୀକ୍ଷା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପ୍ରସ୍ତୁତି ଓ ସର୍ବଭାରତୀୟ ସ୍ତରରେ ହେଉଥିବା ପ୍ରତିଯୋଗୀତା ପାଇଁ…