Monthly Archives

September 2020

ବଢିଲା ଅନୁରାଗ କଶପ୍ୟଙ୍କ ପାଇଁ ଅଡୁଆ : ପାୟଲ ଘୋଷଙ୍କ ଅଭିଯୋଗ ପରେ କାଲି ପଚରା ଉଚରା କରିବାକୁ ଅନୁରାଗଙ୍କୁ ଡାକିଲା…

କନକ ବ୍ୟୁରୋ : ଯୌନ ଉତ୍ପିଡନ ମାମଲାରେ ବଲିଉଡ ପ୍ରସିଦ୍ଧ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଅଭିନେତ୍ରୀ ପାୟଲ ଘୋଷ ଅନୁରାଗଙ୍କ ବିରୋଧରେ ଆଣିଥିବା ଯୌନ ଉତ୍ପୀଡନ ମମଲାରେ ମୁମ୍ବାଇ ପୋଲିସ ସମନ ପଠାଇଛି । ଯେଉଁଥିରେ ଆସନ୍ତାକାଲି ହାଜର ହେବା ପାଇଁ ନିର୍ଦ୍ଦେଶ…

କେମିତି ହେଉଛି କରୋନା ମୁକାବିଲା? ବିଧାନସଭାରେ ବିରୋଧୀ କହିଲେ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା, କୋମାରେ ସରକାର ।…

କନକ ବ୍ୟୁରୋ : ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କରୋନାକୁ ନେଇ ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ  ବିଜେପି ବିଧାୟକ ଜୟନାରାୟଣ ମିଶ୍ର ରାଜ୍ୟର…

କୋଭିଡ୍ ପରିଚାଳନା ନେଇ ଓଡିଶାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରଶଂସା : ମହାମାରୀ ସମୟରେ କୋଭିଡକୁ ସଠିକ୍ ଭାବେ…

କନକ ବ୍ୟୁରୋ : ଭଲ କୋଭିଡ ପରିଚାଳନା ପାଇଁ ଓଡିଶାକୁ ପ୍ରଂଶସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।  ସଙ୍ଗଠନ ପକ୍ଷରୁୁ କୁହାଯାଇଛି, ମହାମାରୀ ସମୟରେ କୋଭିଡକୁ ଠିକ୍ ଭାବେ ପରିଚାଳନା କରିପାରିଛି ଓଡିଶା । ଠିକ ପରିଚାଳନା ଯୋଗୁଁ ରାଜ୍ୟରେ  ମୃତ୍ୟୁହାର କମ ଓ ସୁସ୍ଥହାର ଅଧିକ ରହିଛି ।  କରୋନା…

ନିଆଳିରେ ଚାଷ ପାଇଁ ପାଣି କିଣୁଛି ଚାଷୀ : ଆଶ୍ୱିନ ମାସରେ ଧାନ ଜମି ଶୁଖିଲା, ମାଟି ଫାଟି ଆଁ କଲାଣି; ଏପଟେ କେନାଲରେ…

କନକ ବ୍ୟୁରୋ : ନିଆଳିରେ ବିକଳ ଚିତ୍ର । ପଇସା ଦେଇ ଧାନ ବିଲକୁ ପାଣି କିଣୁଛି ଚାଷୀ । ଆଶ୍ୱୀନରେ ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ କରିଛି । ଯେଉଁ ସମୟରେ ଚାଷୀ ହସିବା କଥା ସେ ସମୟରେ ଏମିତି ପାଣି ଅଭାବକୁ ନେଇ ଚାଷୀ ମୁଣ୍ଡରେ ଚଡକ ପଡିଛି । ମରୁଡି ଆଶଙ୍କାରେ ଚାଷୀ ଭାଙ୍ଗି ପଡିଛି । ବିଲରେ…

ବାଲେଶ୍ୱରର ଚାନ୍ଦିପୁର ଲଂଚପ୍ୟାଡରୁ ସୁପରକ୍ରୁଜ ମିସାଇଲ ବ୍ରହ୍ମୋସର ପରୀକ୍ଷଣ : ଭୁପୃଷ୍ଠରୁ ଆକାଶକୁ କରିପାରିବ…

କନକ ବ୍ୟୁରୋ : ଚାନ୍ଦିପୁରରେ ଥିବା ଅନ୍ତରୀଣ ପରୀକ୍ଷଣ ଘାଟିରୁ ବୁଧବାର ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ବ୍ରହ୍ମୋସ୍‌ର ବ୍ୟାବହାରିକ ପରୀକ୍ଷଣ ହୋଇଯାଇଛି। ସକାଳ ୧୦ଟା ୨୭ରେ ଏହି ପରୀକ୍ଷଣ କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚ୍‌ ପ୍ୟାଡ୍‌ରୁ ଡିଆରଡିଓ ପକ୍ଷରୁ ହୋଇଥିବା ସୂଚନା…

ବାବ୍ରୀ ମସଜିଦ ଭଙ୍ଗାର ବଡ ରାୟ : ବାବ୍ରୀ ମସଜିଦ ଭଙ୍ଗା ମାମଲାର ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ ; ରାୟ ଶୁଣାଇଲେ ଲକ୍ଷ୍ନୌ…

କନକ ବ୍ୟୁରୋ : ଦୀର୍ଘ ୨୮ବର୍ଷ ଅପେକ୍ଷାର ଅନ୍ତ ଘଟିଲା । ଆସିଲା ବହୁ ପ୍ରତୀକ୍ଷିତ ବାବ୍ରୀ ମସଜିଦ୍ ଭଙ୍ଗାର ରାୟ ।  ମାମଲାରେ ଅଭିଯୁକ୍ତ ଥିବା ଲାଲକୃଷ୍ଣ ଆଡଭାନୀ, ମୁରଲି ମନୋହର ଯୋଶୀ, ଉମାଭାରତୀ, କଲ୍ୟାଣସିଂଙ୍କ ସମେତ ୩୨ ଜଣଙ୍କୁ ଦୋଷ ମୁକ୍ତ କରିଛନ୍ତି କୋର୍ଟ । ଆଜି ଏହି ମାମଲାର ରାୟ…