Daily Archives

September 21, 2020

ନବୀନଙ୍କ ‘ସରପ୍ରାଇଜ’ ପଲିଟିକ୍ସ । ଦିଲ୍ଲୀ ବୁଝିପାରିଲାନି, ରାଜଧାନୀ ରାଜନୀତି । ଆଗକୁ କଣ?

ଶନିବାର ସନ୍ଧ୍ୟାରେ ବିଜୁ ଜନତା ଦଳ ତରଫରୁ ରାଜ୍ୟସଭା ସାଂସଦଙ୍କ ପାଇଁ ଯେତେବେଳେ ହ୍ୱିପ ଜାରି କରାଯାଉଥିଲା, ସେତେବେଳେ ହୁଏତ ବହୁତ ଖୁବ କମ ରାଜନୈତିକ ବିଶେଷଜ୍ଞ ଆକଳନ ଲଗାଇଥିବେ ଯେ, ସଂସଦର ଉଚ୍ଚ ସଦନରେ ଦଳ ଚାଷୀ ବିଲକୁ ବିରୋଧ କରି ନିଜ ମତ ରଖିବ । ଯଦିଓ ଦିନକ ଆଗରୁ ସିବିଆଇ ରେଡକୁ ନେଇ…

ଦେବଦତ୍ତ ଓ ଡିଭିଲିୟର୍ସଙ୍କ ଧୂଆଁଧାର ବ୍ୟାଟିଂ । ୧୬୩ ରନ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ହାଇଦ୍ରାବାଦ ଆଗରେ…

କନକ ବ୍ୟୁରୋ : ଏବି ଡିଭିଲିର୍ସ ଓ ଦେବଦତ୍ତଙ୍କ ଧୂଆଁ ବ୍ୟାଟିଂ ବଳରେ ୧୬୩ ରନ ସଂଗ୍ରହ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହାସହ ହାଇଦ୍ରାବାଦ ଆଗରେ ୧୬୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ବାଙ୍ଗାଲୋର । ଅନ୍ୟପକ୍ଷରେ ୧୬୪ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇବେ ହାଇଦ୍ରାବାଦ ଦଳର…

ସଂସଦରେ କାଷ୍ଟିଂ କାଉଚ ଝଡ । ବିଜେପି ସାଂସଦ ରବି କିଷନ କହିଲେ, ମାମଲାକୁ ଗମ୍ଭୀରତାର ସହ ନେବାର ରହିଛି ଆବଶ୍ୟକତା ।…

କନକ ବ୍ୟୁରୋ : ସଂସଦରେ କାଷ୍ଟିଂ କାଉଚ ଝଡ । ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପଙ୍କୁ ନେଇ ଅଭିନେତ୍ରୀ ପାୟଲ ଘୋଷ ଆଣିଥିବା ଅଭିଯୋଗକୁ ନେଇ ସଂସଦରେ ଝଡ ଉଠିଛି । ବିଜେପି ସାଂସଦ ରବି କିଷନ କହିଛନ୍ତି, ମାମଲାକୁ ଗମ୍ଭୀରତାର ସହ ନେବାର ଆବଶ୍ୟକତା ରହିଛି । ସେପଟେ ପ୍ଲାକାଡ ଧରି ଅଭିଯୁକ୍ତଙ୍କ…

ଲଞ୍ଚ ହେଲା ୟୁସି ବ୍ରାଉଜରର ଭାରତୀୟ ବିକଳ୍ପ ଆଇସି ବ୍ରାଉଜର : ୪ ଲକ୍ଷ ଲୋକ କଲେ ଡାଉନଲୋଡ

କନକ ବ୍ୟୁରୋ : ଆତ୍ମନିର୍ଭର ଭାରତ ଆଡକୁ ଗୋଟିଏ ପାଦ ଆଗେଇଲା ଭାରତ । ଲଞ୍ଚ ହେଲା ଦେଶର ପ୍ରଥମ ଦେଶୀ ବ୍ରାଉଜର ଆଇସି ବ୍ରାଉଜର । ଏହାକୁ ଲଞ୍ଚ କରିଛନ୍ତି ଟାଟା କମ୍ପାନୀର ଜଣ ପୂର୍ବତନ କର୍ମଚାରୀ । ତେବେ ସବୁଠାର ଆଶ୍ଚ ର୍ଯ୍ୟଜନକ କଥା ହେଲା ଏହି ଆପ୍ ଲଞ୍ଚ ହେବାର କିଛି ଘଣ୍ଟା ମଧ୍ୟରେ ୪…

କରୋନା କାଳରେ ଟ୍ରପିଲ ଆଇଟି ଛାତ୍ରଙ୍କ କମାଲ । ରୋଗୀଙ୍କୁ ଶସ୍ତାରେ ଭେଂଟିଲେଟର ସୁବିଧା ଯୋଗାଇ ଦେବା ପାଇଁ ଆବିଷ୍କାର…

କନକ ବ୍ୟୁରୋ : ଇଏ ହେଉଛି ସେହି ହେଲମେଟ୍ । ଯାହା ଏବେ ଚିକିତ୍ସା ଉପକରଣ ଭାବେ ବ୍ୟବହାର ହୋଇପାରେ । ଏହି ଉପକରଣର ନାଁ ରଖଯାଇଛି ସ୍ୱାସନର୍ ବା ବବଲ୍ ହେଲମେଟ୍ । ଏହା ଠିକ୍ ଭେଂଟିଲେଟରର ବିକଳ୍ପ ଭାବେ କାମ କରିବ ବୋଲି ଦାବି କରିଛନ୍ତି ଏହାକୁ ଆବିଷ୍କାର କରିଥିବା ଟ୍ରିପଲର କିଛି ଇଂଜିନୟରିଂ…

ପାହାଡ଼ ଚଢ଼ିଲେ ହେବ ପାଠପଢ଼ା । ବୌଦ୍ଧ ଜିଲ୍ଲାରୁ ଆସିଲା ଅନଲାଇନ ପାଠର ବିକଳ ଚିତ୍ର : ପାହାଡ଼ ଉପରେ ବସି ଦୁଇଘଂଟା ଲେଖାଏଁ…

କନକ ବ୍ୟୁରୋ : କରୋନା କାଳରେ ଅନଲାଇନରେ ପିଲାଙ୍କ ପାଠପଢା ଚାଲିଥିବା ବେଳେ ଏବେ କେତେକ ସ୍ଥାନରେ ସମସ୍ୟା ହୋଇଛି ମୋବାଇଲ ନେଟୱର୍କ । ପାଠ ପଢିବା ପାଇଁ ପିଲାଙ୍କୁ ପାହାଡ ଚଢିବାକୁ ପଢୁଛି । କାରଣ ଗାଁ ଭିତରେ ନେଟୱର୍କ ଆସୁନି । ଦେଖନ୍ତୁ ଏହି ରିପୋର୍ଟ । ପାହାଡ ଉପରେ, ଗଛ ଉପରେ ଚାଲିଛି…