Daily Archives

September 19, 2020

ମୁମ୍ବାଇକୁ ଅଟକାଇଲା ଚେନ୍ନାଇ ଏକ୍ସପ୍ରେସ : ଧୋନୀ ବାହିନୀର ଧୁଆଁଧାର ବୋଲିଂ ଆଗରେ ଫିକା ପଡିଲା ମୁମ୍ବାଇର ବ୍ୟାଟିଂ :…

କନକ ବ୍ୟୁରୋ : ଆଜି ଆରମ୍ଭ ହୋଇଯାଇଛି ଆଇପିଏଲର ଉଦଘାଟନୀ ମ୍ୟାଚ । ଏଥିରେ ଚେନ୍ନାଇ ସୁପର କିଙ୍ଗସ୍ ଦଳ ଚମତ୍କାର ବୋଲିଂ କରିବାର ନଜର ଆସିଛି । ଫଳରେ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ୧୬୨ ରନ୍ ରେ ସୀମିତ ରଖିଛି । ଏହାସହ ଚେନ୍ନାଇ ଆଗରେ ବର୍ତ୍ତମାନ ୧୬୩ ରନର ଟାର୍ଗେଟ ରହିଛି । ଚେନ୍ନାଇ…

୪୩୬ ଦିନ ପରେ ମୈଦାନକୁ ଓହ୍ଲାଇଲେ ଧୋନୀ : ଖେଳିଲେ ଆଇପିଏଲ ୨୦୨୦ର ଉଦଘାଟନୀ ମ୍ୟାଚ 

କନକ ବ୍ୟୁରୋ : ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରାୟ ୪୩୬ ଦିନ ପରେ ମୈଦାନକୁ ଓହ୍ଲାଇଛନ୍ତି । ଆଇପିଏଲ ୨୦୨୦ର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ତାଙ୍କୁ ଅଧିନାୟକତ୍ୱ କରୁଥିବାର ଦେଖିବାକୁ ମିଳିଛି । ତେବେ ସେ ୨୦୧୯ରେ ବିଶ୍ୱକପ ସେମି ଫାଇନାଲ ପରେ କୌଣସି ବି…

ଶେଷଯାତ୍ରାରେ ନୌସେନାର ଗ୍ରାଣ୍ଡ ଓଲ୍ଡ ଲେଡି: ୩୦ ବର୍ଷ ପରେ ବିଦାୟ ନେଲା ଆଇଏନଏସ ବିରାଟ; ଗୁଜରାଟର ଡକୟାର୍ଡରେ ନଷ୍ଟ…

କନକ ବ୍ୟୁରୋ: ବିଦାୟ ନେଲା ବିରାଟ । ଭାରତୀୟ ନୌସେନାରେ ଦୀର୍ଘ ୩୦ ବର୍ଷ ଲଗାତର ସେବା ଯୋଗାଇବା ପରେ ଶେଷଯାତ୍ରାରେ ବାହାରିଛି ସମୁଦ୍ରର ଏହି ବୀର । ଯୁଦ୍ଧ ଜାହାଜ ଆଇଏନ୍ଏସ୍ ବିରାଟ , ଦେଶ ସେବାରୁ ମୁକ୍ତ ହେବା ପରେ ଏବେ ଭଂଗା ହେବା ପାଇଁ ପ୍ରସ୍ତୁତ । ମୁମ୍ବାଇରୁ ବାହାରିଛି ଗୁଜୁରାଟର ଅଲଂଗ…

ହ୍ୱାଟସ ଆପ୍ ଚାଟ୍ ପରେ ଭିଡିଓ: ସାମ୍ନାକୁ ଆସିଲା ରିୟା ଚକ୍ରବର୍ତ୍ତୀ ଓ ମହେଶ ଭଟ୍ଟଙ୍କ ନୂଆ ଭିଡିଓ; ସାମ୍ନାସାମ୍ନି…

କନକ ବ୍ୟୁରୋ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡର ଡ୍ରଗ୍ସ ଲିଙ୍କରେ ଏନସିବି ଦ୍ୱାରା ଗିରଫ ରିୟା ଚକ୍ରବର୍ତୀଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ସହ ନଜର ଆସିଛନ୍ତି ରିଆ । ପୂର୍ବରୁ ରିଆଙ୍କ ସହ ମହେଶ ଭଟ୍ଟଙ୍କ କିଛି ଅନ୍ତରଙ୍ଗ…

ରାଜଧାନୀରେ ମାଆକୁ ପିଟିପିଟି ମାରିଦେବା ଘଟଣା: ପିଲାଙ୍କ ଅପରାଧ ମାନସିକତା ପାଇଁ ପୁରୀ ଜେଲର କାରାମଙ୍ଗଳ ଅଧିକାରୀଙ୍କୁ…

କନକ ବ୍ୟୁରୋ: ରାଜଧାନୀରେ ଦୁଇ ନାବାଳକ ମାଆକୁ ପିଟି ପିଟି ହତ୍ୟା କରିଥିବା ଘଟଣା ସମସ୍ତଙ୍କ ଆଶ୍ଚର୍ଯ୍ୟ ଚକିତ କରିଛି । କେମିତି ଦୁଇ ନାବାଳକ ଏମିତି ନିଷ୍ଠୁର ହୋଇପାରିଲେ, ତାହା ସମସ୍ତଙ୍କୁ ସନ୍ଦେହରେ ପକାଇଛି । ବାପା ଜେଲରେ ଓ ଘରେ ଥିବା ମାଆଙ୍କ ଦୁର୍ବ୍ୟବହାର ଯୋଗୁଁ ପିଲାମାନେ ମାନସିକ…

ପାର୍ବଣର ମାହୌଲ ଉପରେ କୋଭିଡ କଟକଣା । ବିବାଦରେ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା । ଦ୍ୱନ୍ଦ୍ୱରେ ଟ୍ୱିନସିଟିର ପୂଜା…

କନକ ବ୍ୟୁରୋ: ପାର୍ବଣର ମାହୌଲ ଉପରେ କୋଭିଡ କଟକଣା । ମୂର୍ତିର ଉଚ୍ଚତାକୁ ନେଇ ଚାଲିଥିବା ବିବାଦର  ଅନ୍ତ ହେଉ ନାହିଁ । ସରକାରଙ୍କ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟ ଯାଇଥିଲେ ପୂଜା କମିଟି । ହେଲେ ଖଣ୍ଡପୀଠ ଆବେଦନର ଶୁଣାଣି କରି ସରକାରଙ୍କ ନିର୍ଦ୍ଦେଶ ମାନିବାକୁ ପୂଜା କମିଟିକୁ ପରାମର୍ଶ…