Daily Archives

September 17, 2020

ଆଇପିଏଲକୁ ଆଉ ୨ ଦିନ : ଏଥର ଅରେଞ୍ଜ କ୍ୟାପ ହାସଲ କରିପାରନ୍ତି ଏହି ଖେଳାଳି : ରେସରେ ରହିଛନ୍ତି ବିରାଟ, ରୋହିତ, ରାହୁଲ

କନକ ବ୍ୟୁରୋ : ଆଇପିଏଲକୁ ଆଉ ମାତ୍ର ୨ ଦିନ ରହିଛି । ଏହାର ପ୍ରଥମ ମ୍ୟାଚ ସେପ୍ଟେମ୍ବର ୧୯ ତାରିଖରେ ଆବୁଧାବିରେ ଖେଳାଯିବ । ପ୍ରଥମ ମ୍ୟାଚରେ ଚେନ୍ନାଇ ଓ ମୁମ୍ବାଇ ପରସ୍ପରକୁ ଭେଟିବେ । ତେବେ ଚଳିତ ବର୍ଷ କେଉଁ ଖେଳାଳି ଅରେଞ୍ଜ କ୍ୟାପ ହାସଲ କରିବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରୁଛି । ତେବେ…

ସାବାଡ଼ ହେବେ କୋଭିଡ ନିୟମ ଉଲ୍ଲଂଘନକାରୀ : ଭୁବନେଶ୍ୱର-କଟକରେ ମୁତୟନ ହେବେ ଏନଫୋର୍ସମେଣ୍ଟ ଟିମ: ଡିଜିପି

କନକ ବ୍ୟୁରୋ :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ନିର୍ଦ୍ଦେଶ ମିଳିବା ପରେ କୋଭିଡ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେ ଶକ୍ତ କାର୍ୟ୍ୟାନୁଷ୍ଠାନ ନେବା ଲାଗି ରାଜ୍ୟ ପୁଲିସ ବିଭାଗ ଅଣ୍ଟା ଭିଡିଛି । ପୁଲିସ ମହାନିର୍ଦ୍ଦେଶକ ଅଭୟ ଭୁବନେଶ୍ୱର-କଟକ କମିସନରେଟ ପୁଲିସକୁ…

ଟୁଇଟରରେ #NationalUnemployment ହେଲା ଟ୍ରେଣ୍ଡ । ଜାଣନ୍ତୁ କାହିଁକି ଓ କେଉଁ କାରଣ ପାଇଁ ଏହା ହେଉଛି ଟ୍ରେଣ୍ଡ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ହେଉଛି ୭୦ ତମ ଜନ୍ମଦିନ । ବିଶ୍ୱର ଅନ୍ୟତମ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୦ ବର୍ଷ ବୟସରେ ପାଦ ଥାପିଛନ୍ତି । ଏହି ଅବସରରେ ତାଙ୍କୁ ଦେଶ ବିଦେଶରୁ ଜଣାଶୁଣା ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି । ହେଲେ କିଛି…

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ବୟାନ । କହିଲେ, ୨୦୨୧ ବର୍ଷ ଆରମ୍ଭରୁ ଭାରତରେ ଉପଲବ୍ଧ ହେବ କରୋନା ଟିକା

କନକ ବ୍ୟୁରୋ : ୨୦୨୧ ଆରମ୍ଭ ବେଳକୁ ଭାରତରେ କୋଭିଡ୍‌-୧୯ ଟିକା ଉପଲବ୍ଧ କରାଯିବ ବୋଲି ଗୁରୁବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି। ରାଜ୍ୟସଭାରେ ହର୍ଷ ବର୍ଦ୍ଧନ କହିଛନ୍ତି, ଅନ୍ୟ ଦେଶମାନଙ୍କ ପରି ଭାରତ ମଧ୍ୟ ଚେଷ୍ଟା କରୁଛି। ତିନୋଟି ଟିକା ଭିନ୍ନ ଭିନ୍ନ…

ଚୀନକୁ ଭାରତର କଡା ଜବାବ । ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଲେ, ଚୀନର କଥା ଓ କାମରେ ରହିଛି ବଡ…

କନକ ବ୍ୟୁରୋ : ସୀମାରେ ପାଟ୍ରୋଲିଂ ଜାରି ରଖିବ ଭାରତ । କୌଣସି ବି ଶକ୍ତି ଭାରତକୁ ଏଥିରୁ ବଂଚିତ କରିପାରିବ ନାହିଁ । ଭାରତ ଚୀନ୍ ସୀମା ସ୍ଥିତି ନେଇ ଆଜି ରାଜ୍ୟସଭାରେ ଏଭଳି ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବର୍ତମାନ ଭାରତ ଓ ଚୀନ୍ ମଧ୍ୟରେ ପୂର୍ବ ଲଦାଖରେ ଥିବା…

ଟିଭି ମିଡିଆ ଗାଇଡ୍‌ଲାଇନ୍‌ ପ୍ରସଙ୍ଗରେ ସୁପ୍ରିମ୍ କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର : ଆଗ ଡିଜିଟାଲ୍‌ ମିଡିଆ ପ୍ରତି…

କନକ ବ୍ୟୁରୋ : ବୈଦ୍ୟୁତିକ ଗଣମାଧ୍ୟମ ଲାଗି ଗାଇଡ୍‌ଲାଇନ୍ ଜାରି କରାଯିବା ପୂର୍ବରୁ ସୁପ୍ରିମ୍ କୋର୍ଟ ଡିଜିଟାଲ୍‌ ମିଡିଆ ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଗୁରୁବାର ଦିନ କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି। କାରଣ, ଟିଭି ଠାରୁ ଡିଜିଟାଲ୍‌ ମିଡିଆର ପ୍ରଭାବ ଅଧିକ ଏବଂ ତାହା…