ରାମ ଜନ୍ମଭୂମି ଟ୍ରଷ୍ଟରୁ ଲକ୍ଷାଧିକ ଟଙ୍କା ଗାଏବ: ଲକ୍ଷ୍ନୌର ବ୍ୟାଙ୍କରୁ ଜାଲ୍ ଚେକରେ ଟଙ୍କା ଉଠାଯାଇଥିବା ଅଭିଯୋଗ;…
କନକ ବ୍ୟୁରୋ: ରାମ ଜନ୍ମଭୂମି ଟ୍ରଷ୍ଟରୁ ଲକ୍ଷାଧିକ ଟଙ୍କା ଗାଏବ । ପୂର୍ବରୁ ରାମ ନ୍ଦିର ନିର୍ମାଣ ନାଁରେ ଅନେକ ଜାଲ ଚାନ୍ଦା ମାଗୁଥିବା ବେଳେ ପ୍ରଥମ ଥର ପାଇଁ ରାମ ଜନ୍ମ ଭୂମି ଟ୍ରଷ୍ଟରୁ ଟଙ୍କା ଗାଏବ ହୋଇଛି । ତାହା ପୁଣି ଲକ୍ଷେ୍ନøର ଦୁଇଟି ବ୍ୟାଙ୍କରୁ ଜାଲ୍ ଚେକରେ ଟଙ୍କା ଉଠାଯାଇଥିବା…