Daily Archives

August 8, 2020

ପାହାଡ଼ିଆ ନଦୀ ଆଁ କରିଛି…ଗାଁ ଗିଳିବାକୁ ଜଗି ବସିଛି: ପ୍ରଶାସନର ନଜର ଆଢ଼ୁଆଳରେ ଇନ୍ଦ୍ରଗଡ଼ ଗାଁ; ବର୍ଷା ହେଲେ…

କନକ ବ୍ୟୁରୋ: ଗଂଜାମ ଜିଲ୍ଲାର ସିମାନ୍ତରେ ରହିଛି ଇନ୍ଦ୍ରଗଡ଼ ଗାଁ । ପଂଚାୟତ ହେଡ଼କ୍ୱାଟରେ ହୋଇଥିଲେ ମଧ୍ୟ କନ୍ଧମାଳ ଜିଲ୍ଲା ପ୍ରଶାସନର ନଜର ଆଢ଼ୁଆଳରେ ରହି ଯାଇଛି ଏହି ଗାଁ । ପଂଚାୟତଟି କନ୍ଧମାଳ ଜିଲ୍ଲାରେ ଥିବା ବେଳେ ଏଠାକାର ଲୋକ ସବୁ କାମଧନ୍ଦା ପାଇଁ ଗଂଜାମ ଉପରେ ନିର୍ଭର କରନ୍ତି । …

କରୋନା କଟକଣା: ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ୩ ଦିନ ପାଇଁ ନବରଙ୍ଗପୁର ସଟଡାଉନ; ସେପଟେ ମାଲକାନଗିରିର ୨ଟି ସହରରେ…

କନକ ବ୍ୟୁରୋ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାକୁ ଆଜି ଠାରୁ ୩ଦିନ ପାଇଁ ନବରଙ୍ଗପୁର ଜିଲ୍ଲାରେ ସଟ ଡ଼ାଉନ । ଆଜି ଠାରୁ ସୋମବାର ମଧ୍ୟ ରାତି ଯାଏଁ ରହିବ ବନ୍ଦ ରହିବ ନବରଙ୍ଗପୁର ଜିଲ୍ଲା । ସଟଡ଼ାଉନକୁ କଡ଼ାକଡ଼ି ପାଳନ କରିବା ପାଇଁ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ଜିଲ୍ଲାରେ…

ସୁଶାନ୍ତ ସିଂଙ୍କ ଆକାଉଂଟରୁ ୧୫ କୋଟି କାରବାର ମାମଲାରେ ରିୟାଙ୍କ ପରେ ଭାଇଙ୍କ ପାଳି: ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର…

କନକ ବ୍ୟୁରୋ: ସୁଶାନ୍ତ ସିଂଙ୍କ ଆକାଉଁଟରୁ ୧୫ କୋଟି କାରବାର ମାମଲାରେ ରିୟାଙ୍କ ପରେ ଏବେ ତାଙ୍କ ଭାଇଙ୍କ ପାଳି । ଆଜି ପ୍ରବର୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି ରିୟା ଚକ୍ରବର୍ତୀଙ୍କ ଭାଇ ସୌଭିକ୍ ଚକ୍ରବର୍ତୀ । ପାଟଣାରେ ସୁଶାନ୍ତଙ୍କ ବାପା କେ. କେ ସିଂ କରିଥିବା ଅଭିଯୋଗ ଆଧାରରେ ଇଡି…

କେରଳ ବିମାନ ଦୁର୍ଘଟଣାରେ ଚାଲିଛି ତଦନ୍ତ: ରନୱେ ବିପଦପୂର୍ଣ୍ଣ ବୋଲି ପୂର୍ବରୁ ଚେତାଇଥିଲେ ବିଶେଷଜ୍ଞ; ଏପଟେ…

କନକ ବ୍ୟୁରୋ: କେମିତି ହୋଇଥିଲା ଦୁର୍ଘଟଣା । ଲୋମ ଟାଙ୍କୁରା ଅନୁଭୁତି ବଖାଣିଛନ୍ତି ବିମାନ ଦୁର୍ଘଟଣାରେ ଗୁରୁତ ହୋଇଥିବା ଯାତ୍ରୀ । ଡାକ୍ତରଖାନାରେ ବେଡରୁ କହିଛନ୍ତି ଆକାଶରେ ଘଟିଥିବା ଅଘଟଣର କଥା । ପାଗ ପ୍ରତିକୁଳ ଥିଲା, ବର୍ଷା ସହ ଆକାଶରେ ମେଘ ଥିଲା । କୋଝିକୋଡ ବିମାନ ବନ୍ଦରରେ ବିମାନକୁ…

ଉଦ୍ଧାର ହେଲା ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନର ବ୍ଲାକବକ୍ସ: ପ୍ରତିକୂଳ ପାଗ ଯୋଗୁଁ ଅଘଟଣ ଘଟିଥିବା କହିଲେ…

କନକ ବ୍ୟୁରୋ: କେରଳ କଝିକୋଡ୍ ଦୁର୍ଘଟଣା ଗସ୍ତର ବିମାନ ବ୍ଲାକବକ୍ସ ଉଦ୍ଧାର ହୋଇଛି । ଏହି ବିମାନଟି ଚଳିତ ବର୍ଷ ୨୭ ଥର ଏହି ଏୟାରପୋର୍ଟରେ ସଫଳତାର ସହ ଅବତରଣ କରିଥିଲା । କିନ୍ତୁ ଗତକାଲି ଅବତରଣ ସମୟରେ ପ୍ରତିକୂଳ ପାଗ ଯୋଗୁଁ ଦୁର୍ଘଟଣାର ଶିକାର ହୋଇଥିବା କହିଛନ୍ତି ବେସାମରିକ ବିମାନ ଚଳାଚଳ…

ପଜିଟିଭ ଆସିବା ପରେ ବି କୋଭିଡ ହସପିଟାଲକୁ ନେଉନି ପ୍ରଶାସନ : କାରରେ ସଙ୍ଗରୋଧରେ ରହୁଛନ୍ତି ଭୁବନେଶ୍ୱର ନୟାପଲ୍ଲୀର…

କନକ ବ୍ୟୁରୋ : ରାଜଧାନୀରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ନେଉନାହିଁ କୋଭିଡ ଡାକ୍ତରଖାନାକୁ । ବାଧ୍ୟ ହୋଇ କାରରେ କ୍ୱାରେଟାଂଇନ୍ ହୋଇଛନ୍ତି ଆକ୍ରାନ୍ତ ଜଣକ । ଘରେ ଛୋଟ ପିଲା ଥିବାରୁ ସେ ଏବେ ରହୁଛନ୍ତି ଘର ବାହାରେ କାର୍ ଭିତରେ । ଗତକାଲି ଠାରୁ ଆଜି ଯାଏଁ ଅଖିଆ ଅପିଆ କାରରେ…