Daily Archives

July 8, 2020

ବଢ଼ୁଥିବା ସଂକ୍ରମଣ ଭିତରେ ଭଲ ଖବର । ରାଜ୍ୟରେ ଆଉ ୩୦୩ କରୋନା ଆକ୍ରାନ୍ତ ସୁସ୍ଥ । ଗଞ୍ଜାମରୁ ସର୍ବାଧିକ ୧୨୦ଜଣ ସୁସ୍ଥ…

କନକ ବ୍ୟୁରୋ : ଆଜି ରାଜ୍ୟରେ ୩୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୩୦୩ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୧୨୦ଜଣ ସୁସ୍ଥ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରୁ ୭୦୦୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା…

କାଠଯୋଡ଼ି ନଦୀଙ୍କୁ ଡ଼େଇଁ ମା’-ଝିଅଙ୍କ ଆତ୍ମହତ୍ୟା ଉଦ୍ୟମ । ଉଭୟଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ

କନକ ବ୍ୟୁରୋ : ମା’ ଝିଅ ସୁରକ୍ଷିତ ଉଦ୍ଧାର  । କଟକ  ତ୍ରିଶୁଳିଆ ନିକଟରେ ସୁବାସ ବୋଷ ସେତୁ ଉପରୁ କାଠଯୋଡ଼ି ନଦୀକୁ ଡ଼େଇଁ କିଛି ସମୟ ତଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମା’-ଝିଅ । ସେତୁ ଉପରେ ସ୍କୁଟି ରଖି କିଛି ସମୟ କଥା ହେବା ପରେ ମା’-ଝିଅ ଏଭଳି ପଦକ୍ଷପ ନେଇଥିଲେ ।  ଘଟଣା ଘଟିବା ପରେ…

କାଠଯୋଡ଼ି ନଦୀକୁ ଡେଇଁଲେ ମା’ ଝିଅ । ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବିଭାଗ

କନକ ବ୍ୟୁରୋ : କାଠଯୋଡ଼ି ନଦୀକୁ ଡେଉଁଲେ ମା’ ଝିଅ । କଟକର ସୁବାଷବୋଷ ସେତୁରୁ କାଠଯୋଡ଼ିକୁ ଡେଇଁ ମା’ଝିଅ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପାଖାପାଖି ୫ଟା ଭିତରେ ମା’ଝିଅ ନଦୀକୁ ଡେଇଁଥିବା କହିଛନ୍ତି କିଛି ପ୍ରତ୍ୟେକ୍ଷ୍ୟଦର୍ଶ । କରୋନା ସଂକ୍ରମଣ ପାଇଁ କଟକ ସହର ସଟଡାଉନ୍ ଥିବାବେଳେ ଅଚାନକ୍…

ଭୁବନେଶ୍ୱରରୁ ୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧ କେନ୍ଦ୍ରରୁ ୨୨ ଜଣ ଥିବା ବେଳେ ସ୍ଥାନୀୟ ଆକ୍ରାନ୍ତ ୨୪ ଜଣ ।…

କନକ ବ୍ୟୁରୋ : ୨୪ ଘଂଟାରେ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୪୬ କରୋନା ଆକ୍ରାନ୍ତ । ବିଏମସି ପକ୍ଷରୁ ଏନେଇ ଟୁଇଟ କରି ସୂଚନା ଦିଆଯାଇଛି । ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୨୨ ଜଣ ଓ ସ୍ଥାନୀୟ ଅଂଚଳରେ ୨୪ ଜଣ ଅଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨୫ରେ…

ସୁନ୍ଦରଗଡର ସୁପର ସ୍ପ୍ରେଡର । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରାଉରକେଲାରୁ ସାମ୍ନାକୁ ଆସିଛି…

କନକ ବ୍ୟୁରୋ : ସୁନ୍ଦରଗଡର ସୁପର ସ୍ପ୍ରେଡର । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ରାଉରକେଲାର ଜଣେ ସୁପର ସ୍ପ୍ରେଡରଙ୍କ ତଥ୍ୟ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଜଣେ ଆକ୍ରାନ୍ତ ପ୍ରାୟ ୯୦ଜଣଙ୍କୁ ସଂକ୍ରମିତ କରିଛନ୍ତି । ଆଜି ଗୋଟିଏ ଦିନରେ ସୁନ୍ଦରଗଡ…

ଜମ୍ମୁ-କାଶ୍ମୀରରେ ଓଡିଆ ଆଇପିଏସ ଅଫିସର ସସପେଣ୍ଡ । ପଦବୀର ଅପବ୍ୟବହାର ଓ ଅଶୋଭନୀୟ ଆଚରଣ ପାଇଁ ଆଇପିଏସ ବସନ୍ତ ରଥ…

କନକ ବ୍ୟୁରୋ: ଆଇପିଏସ ବସନ୍ତ ରଥ ସସପେଣ୍ଡ । ଜମ୍ମୁ-କାଶ୍ମୀରରେ ଅବସ୍ଥାପିତ ଓଡିଆ ଆଇପିଏସ ଅଫିସର ବସନ୍ତ ରଥ ନିଲମ୍ବିତ । ପଦବୀର ଅପବ୍ୟବହାର ଓ ଅଶୋଭନୀୟ ଆଚରଣ ପାଇଁ ସସପେଣ୍ଡ ହେଲେ ଓଡିଆ ଆଇପିଏସ ଅଫିସର । ତେବେ ନିଲମ୍ବିତ ଅବଧିରେ ଜମ୍ମୁ-କାଶ୍ମୀରରେ ରହିବେ ବସନ୍ତ । ଡିଜିପିଙ୍କ ବିନା…