କାଠଯୋଡ଼ି ନଦୀକୁ ଡେଇଁଲେ ମା’ ଝିଅ । ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବିଭାଗ

1,780

କନକ ବ୍ୟୁରୋ : କାଠଯୋଡ଼ି ନଦୀକୁ ଡେଉଁଲେ ମା’ ଝିଅ । କଟକର ସୁବାଷବୋଷ ସେତୁରୁ କାଠଯୋଡ଼ିକୁ ଡେଇଁ ମା’ଝିଅ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପାଖାପାଖି ୫ଟା ଭିତରେ ମା’ଝିଅ ନଦୀକୁ ଡେଇଁଥିବା କହିଛନ୍ତି କିଛି ପ୍ରତ୍ୟେକ୍ଷ୍ୟଦର୍ଶ । କରୋନା ସଂକ୍ରମଣ ପାଇଁ କଟକ ସହର ସଟଡାଉନ୍ ଥିବାବେଳେ ଅଚାନକ୍ ନଦୀକୁ ଡେଉଁପଡ଼ିଥିଲେ ମା’ ଆଉ ଏକ କୁନି ଝିଅ । ପାଖାପାଖି ୫ଟା ଭିତରେ ମା’ଝିଅ ନଦୀକୁ ଡେଇଁଥିବା କହିଛନ୍ତି କିଛି ପ୍ରତ୍ୟେକ୍ଷ୍ୟଦର୍ଶ । ତେବେ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ଅଗ୍ନିଶମ ବିଭାଗ । ଅନ୍ୟପଟେ ବ୍ରିଜ ନିକଟରୁ ସ୍କୁଟି ଜବତ କରିଛି ପୋଲିସ୍ ।