Daily Archives

July 3, 2020

ଓଡିଶାରେ କରୋନାରେ ଆଉ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ । ମୋଟ୍ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି । ମୃତକ ଦୁଇ ଜଣ ଗଞ୍ଜାମ…

କନକ ବ୍ୟୁରୋ : ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ମୃତ । ଗୋଟିଏ ଦିନରେ ସର୍ବାଧିକ  ୫୬୧ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଉ ଦୁଇ ଜଣ ଭାଇରସ୍ ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତକ ଦୁଇ ଜଣ ଗଞ୍ଜାମ ଜିଲ୍ଲାର ବୋଲି  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ସହରର ମଧ୍ୟଭାଗରେ ଥିବା ରାଜା ଏବଂ ତାଙ୍କ ସାରଥୀ ଅଶ୍ୱର ଏହି ପ୍ରତିମା କ’ଣ ସନ୍ଦେଶ ଦିଏ? କେତେ ଭଙ୍ଗୀରେ ଦଣ୍ଡାୟମାନ…

ଭାରତର ଇତିହାସ ପୃଷ୍ଠା ଖୋଲିଲେ ଅନେକ ପରାକ୍ରମୀ ରାଜା,ମହାରାଜାଙ୍କର ବୀରଗାଥାର ପ୍ରମାଣ ଦେଖିବାକୁ ମିଳେ । ରଣଭୂମିରେ ଜଣେ ରାଜା ଖଡ଼ଗ, ଢାଲ ଧରି ଶତ୍ରୁ ସଙ୍ଗେ ଲଢେଇ କରିବା ପୂର୍ବରୁ ସୈନ୍ୟଙ୍କ ସୁରକ୍ଷା କଥା ଆଗ ଚିନ୍ତା କରୁଥିଲେ । ତେବେ ଖାଲି ସୈନ୍ୟ ନୁହଁ ଯୁଦ୍ଧରେ ସାରଥି ସାଜିଥିବା…

ରାଜ୍ୟରେ ରେକର୍ଡ଼ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ରାଜ୍ୟରେ ସର୍ବାଧିକ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ ,…

କନକ ବ୍ୟୁରୋ : ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ଼ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୫୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬କୁ ବୃଦ୍ଧି ପାଇଛି । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟାରେ ପଜିଟିଭ୍ ମାମଲା…

ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୮ ହଜାର ୨୧୩ ରେ ପହଂଚିଲା : ଗତ ୨୪ ଘଂଟାରେ ୩୭୯ ମୃତ, ୨୦ ହଜାର ୯୦୩ ନୂଆ ମାମଲା ଚିହ୍ନଟ…

କନକ ବ୍ୟୁରୋ : ଚିନ୍ତା ବଢାଉଛି କରୋନା । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗି । ୨୪ ଘଂଟାରେ ୩୭୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୮ ହଜାର ୨୧୩ରେ ପହଚିଂଛି । ସେହିପରି ନୁଆ ୨୦ ହଜାର ୯୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତମାନ ସୁଦ୍ଧା…

ଅବହେଳାରୁ ବାଇକ ଦୁର୍ଘଟଣା । ଅକାଳରେ ଚାଲିଗଲା ୪ ନାବାଳକଙ୍କ ଜୀବନ । କୋରାପୁଟ ପାଡୁଆ ଥାନା ନିକଟରେ ଭାରସାମ୍ୟ ହରାଇ…

କନକ ବ୍ୟୁରୋ : ବାଇକ ଦୁର୍ଘଟଣାରେ ଚାଲିଗଲା ୪ ନାବାଳକଙ୍କ ଜୀବନ । କୋରାପୁଟରୁ ଆସିଛି ଏଭଳି ଦୁଃଖଦ ଖବର । ପାଡୁଆ ଥାନା ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ବାଇକ ଖସିପଡିଥିଲା ।ଫଳରେ ଘଟଣା ସ୍ଥଳରେ ସମସ୍ତଙ୍କ ମୃତ୍ୟୁ ହୋଇଥିଲା । ସେମାନେ ଏକ ବାଇକରେ ପାଡୁଆ ଗାଁକୁ ଫେରୁଥିବା ବେଳେ…

ଭାରତ ବାୟୋଟେକ୍ କମ୍ପାନୀ ବନାଉଛି କରୋନା ପାଇଁ ଭ୍ୟାକ୍ସିନ୍ । ୭ଜୁଲାଇଠୁ ଆରମ୍ଭ ହେବ ହ୍ୟୁମ୍ୟାନ ଟ୍ରାଏଲ

କନକ ବ୍ୟୁରୋ: ଦେଶରେ ମହାମାରୀ ଦ୍ରୁତଗତିରେ ବ୍ୟାପୁଥିବା ବେଳେ ଏକ ଭଲ ଖବର ସାମ୍ନାକୁ ଆସିଛି । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଲଞ୍ଚ ହୋଇପାରେ କରୋନା ଭ୍ୟାକ୍ସିନ୍ ‘କୋଭାକ୍ସିନ୍’ । ଏହି ଭ୍ୟାକ୍ସିନ୍ ଭାରତ ବାୟୋଟିକ୍ କମ୍ପାନୀ ତିଆରି କରୁଛି । ତେବେ କୋଭାକ୍ସିନକୁ ମାନବ ଶରୀରରେ ପରୀକ୍ଷଣ…