ଚାଇନା ଆପ୍ ଟିକଟିକ୍ ବ୍ୟାନ ପରେ ଚାଲିଛି ବିକଳ୍ପ ଖୋଜା : ଭାରତୀୟ ଆପ୍ ଚିଙ୍ଗାରି, ମିତ୍ରୋନ୍ ଓ ରୋପୋସୋ ଉପରେ ରହିଛି…
କନକ ବ୍ୟୁରୋ : ଟିକଟକ ସମେତ ଚୀନର ଅଧିକାଂଶ ଆପକୁ ନିଷିଦ୍ଧ କରାଯାଇଛି । ଏବେ ଆସନ୍ତୁ ଦେଖିବା ଏହାର ବିକଳ୍ପ କଣ ହୋଇପାରେ । ଟିକଟକର ବିକଳ୍ପ ଚିଙ୍ଗାରି, ମିତ୍ରୋନ, ରୋପୋସୋ ହୋଇପାରେ । ସେହିଭଳି ଆଉ ଏକ ଆପ ୟୁସିବ୍ରାଉସରର ବିକଳ୍ପ ବି ଖୋଜା ଚାଲିଛି । ୟୁସି ବ୍ରାଉଜର ବିକଳ୍ପ ହୋଇପାରେ…