Browsing Category

ଦେଶ ବିଦେଶ

ନୂଆବର୍ଷ ପାଇଁ ଆସିବ ନୂଆ ଗାଇଡଲାଇନ୍ । କରୋନା ସଂକ୍ରମଣ ବଢୁଥିବା ଦେଖି ସଜାଗ ହେଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

କନକ ବ୍ୟୁରୋ: କରୋନା ସଂକ୍ରମଣକୁ ନେଇ ଦେଶରେ ପୁଣିଥରେ ଭୟର ବାତାବରଣ ଖେଳିଥିବାବେଳେ, ପୁଣିଥରେ କଟକଣା ଲଗାଇପାରନ୍ତି କେନ୍ଦ୍ର ସରକାର । ଏନେଇ ଖୁବଶୀଘ୍ର ଆସିପାରେ ନୂଆ ଗାଇଡଲାଇନ୍ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନୂଆ ବର୍ଷ ଓ ଆଗାମୀ ପର୍ବପର୍ବାଣିକୁ ଆଖି ଆଗରେ ରଖି ଖୁବଶୀଘ୍ର ନୂଆ…
Read More...

ଭ୍ଲାଦିମୀର ପୁଟିନଙ୍କ ବୟାନ, ଖୁବଶୀଘ୍ର ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ କହିଲେ ଋଷ ରାଷ୍ଟ୍ରପତି

କନକ ବ୍ୟୁରୋ : ୟ୍ରୁକ୍ରେନ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଚରମସୀମାରେ ପହଂଚିଛି । ଗୋଟିଏ ପଟେ ମହାଶକ୍ତିଶାଳୀ ଋଷକୁ କଡା ଟକ୍କର ଦେଉଛି ୟୁକ୍ରେନ ଓ ଅନ୍ୟପଟେ ୟୁକ୍ରେନର ଶକ୍ତିବୃଦ୍ଧି କରିବାକୁ ଆଗେଇ ଆସିଛି ଆମେରିକା । ଏହାରି ମଧ୍ୟରେ ଗୁରୁବାର ଦିନ ଋଷ ତରଫରୁ ଅଭିଯୋଗ କରାଯାଇଛି କି,…
Read More...

କରୋନା ସଂକ୍ରମଣ ନେଇ ଆଇଆଇଟି କାନପୁରର ବଡ ଦାବି । ୯୮ ପ୍ରତିଶତ ଭାରତୀୟ ଲୋକଙ୍କ ପାଖରେ ରହିଛି ପ୍ରାକୃତିକ ପ୍ରତିରୋଧକ…

କନକ ବ୍ୟୁରୋ: ଚୀନରେ କରୋନା ବିସ୍ଫୋରଣର ଖବର ପରେ ଭାରତୀୟଙ୍କ ମନରେ ପୁଣି ମହାମାରୀ ଭୟ ଫେରିଛି । ଲୋକେ କରୋନା ସଂକ୍ରମଣକୁ ନେଇ ଆଶଙ୍କାରେ ରହିଛନ୍ତି । ଦେଶର ବହୁ ରାଜ୍ୟ ଲୋକଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ଅପିଲ କରିଛନ୍ତି । ଏହାରି ଭିତରେ ଆଇଆଇଟି କାନପୁର…
Read More...

କରୋନା ବିରୋଧୀ ଲଢେଇ ପାଇଁ ଆସୁଛି ବଡ଼ ଅସ୍ତ୍ର । ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନକୁ ବ୍ୟବହାର ପାଇଁ ଅନୁମତି ଦେଲେ…

କନକ ବ୍ୟୁରୋ: କରୋନାର ନୂଆ ପ୍ରଜାତି ବିଏଫ.୭ ସଂକ୍ରମଣ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି । ଭାରତରେ ନୂଆ ଭୁତାଣୁରେ ଆକ୍ରାନ୍ତ ଚିହ୍ନଟ ପରେ ଆକ୍ସନ ମୋଡକୁ ଆସିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ଆଉ…
Read More...

ଋଷର ପୂର୍ବ ଉପ-ପ୍ରଧାନମନ୍ତ୍ରୀଙ୍କ ଉପରେ ୟୁକ୍ରେନର ଆକ୍ରମଣ । ଆକ୍ରାମକ ସ୍ଥିତିରେ ଋଷ

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧକୁ ପାଖାପାଖି ୩୦୦ଦିନ ବିତିଗଲାଣି । କିନ୍ତୁ ଯୁଦ୍ଧ ଥମିବାର ନାଁ ନେଉନି । ବରଂ ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି ଏହି ଯୁଦ୍ଧ । ଆଉ ଏହାରି ମଧ୍ୟରେ ୟୁକ୍ରେନ୍ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଋଷର ପୂର୍ବତ୍ତନ ଉପ-ପ୍ରଧାନମନ୍ତ୍ରୀ ଦିମିତ୍ରୀ…
Read More...

ଆଜି ଆଇପିଏଲ୍ ମିିନି ଅକ୍ସନ । ୪୦୫ ଖେଳାଳିଙ୍କର ହେବ ଭାଗ୍ୟ ପରୀକ୍ଷା । ୮୭ ଜଣ ପ୍ଲେୟାର କିଣିବେ ୧୦ ଟିମ୍

କନକ ବ୍ୟୁରୋ: କିଏ କେଉଁ ଦଳକୁ ଯିବ? କେଉଁ ଆଇପିଏଲ୍ ଟିମ କେଉଁ ପ୍ଲେୟାରକୁ କିଣିବ ? ତାହା ଆଜି ପକ୍କା ହେଇଯିବ । ଆଇପିଏଲ୍ ୨୦୨୩ ପାଇଁ ଆଜି ହେବ ଖେଳାଳିମାନଙ୍କର ମିନି ଅକ୍ସନ । କୋଚିରେ ହେବାକୁ ଥିବା ଏ ଖେଳାଳି ନିଲାମରେ ଭାଗ୍ୟ ପରୀକ୍ଷା କରିବେ ୪୦୫ ଜଣ ବିଦେଶୀ ଓ ଭାରତୀୟ ଖେଳାଳି । ତେବେ…
Read More...

ଭାରତରୁ ଚୀନ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ପରେ ବଢ଼ିଲା ଭୟ । ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

କନକ ବ୍ୟୁରୋ: ଚୀନରେ କରୋନା ସଂକ୍ରମଣ ବଢିବା ପରେ ଭାରତ ସତର୍କ ହୋଇଯାଇଛି । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ପ୍ରାୟ ଦୁଇଘଣ୍ଟା ଧରି ବୈଠକ ଚାଲିଥିଲା ଓ ଏଥିରେ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଓ…
Read More...

ଆଇପିଏଲର ୧୬ତମ ସଂସ୍କରଣ ପାଇଁ କୋଚିରେ କାଲି ହେବ ନିଲାମୀ। ପ୍ରକିୟାରେ ସାମିଲ ହେବେ ୪୦୫ ଖେଳାଳୀ, ନିଲାମ ହେବେ ୮୭…

କନକ ବ୍ୟୁରୋ: ଆଇପିଏଲର ୧୬ଶ ସଂସ୍କରଣ ପାଇଁ କୋଚିରେ ଖେଳାଳିଙ୍କ ମିନି ନିଲାମୀ ହେବ । ସମସ୍ତ ୧୦ଟି ଯାକ ଫ୍ରାଂଚାଇଜି ୪୦୫ ଜଣ ଖେଳାଳିଙ୍କ ପାଇଁ ନିଲାମ ଡାକିବେ । ସେଥିମଧ୍ୟରୁ ୨୭୩ ଜଣ ଭାରତୀୟ ଖେଳାଳି ଏବଂ ୧୨୩ ଜଣ ବିଦେଶୀ ଖେଳାଳି ରହିଛନ୍ତି । ୧୨୩ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ୪ଜଣ…
Read More...

ବିକାନିର ଜମି ଦୁର୍ନୀତି ମାମଲାରେ ବଢିଲା ରବର୍ଟ ଭଦ୍ରାଙ୍କ ଅଡୁଆ। ଭଦ୍ରାଙ୍କ ଆବେଦନକୁ ଖାରଜ କଲେ ରାଜସ୍ଥାନ ହାଇକୋର୍ଟ।

କନକ ବ୍ୟୁରୋ: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ବାଡ୍ରା ଓ ତାଙ୍କ ମା’ ମୌରିନ ବାଡ୍ରାଙ୍କ ବଢ଼ିପାରେ ଅଡ଼ୁଆ । ଜମି କିଣାବିକା ସମ୍ବନ୍ଧିତ ମନି ଲଣ୍ଡ୍ରିଂ ମାମଲାକୁ ରଫାଦଫା କରିବା ଆବେଦନ ଖାରଜ କରିଛନ୍ତି ରାଜସ୍ଥାନ ହାଇକୋର୍ଟ । ଏହାସହ ଦୁଇ ସପ୍ତାହ…
Read More...

ରୁଷ ସହ ଯୁଦ୍ଧ ଭିତରେ ପ୍ରଥମ ଥର ଆମେରିକା ଗସ୍ତରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି। ଜୋ ବାଇଡେନଙ୍କୁ କଲେ ସାକ୍ଷାତ।

କନକ ବ୍ୟୁରୋ: ରୁଷ ସହ ଯୁଦ୍ଧ ଭିତରେ ପ୍ରଥମ ଥର ଆମେରିକା ଗସ୍ତରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ସାକ୍ଷାତ କରିଛନ୍ତି । ଜେଲେନ୍ସ୍କି କହିଛନ୍ତି କେବେବି ଆତ୍ମସମର୍ପଣ କରିବୁନି । ସମର୍ଥନ କରିଥିବାରୁ ସେ ଆମେରିକାକୁ ଧନ୍ୟବାଦ ଜଣାଇଛନ୍ତି ।…
Read More...