Browsing Category

ଦେଶ ବିଦେଶ

୫୮ବର୍ଷରେ ପାଦଦେଲେ ସଲମାନ ଖାନ, ସୋମବାର ରାତିରୁ ଆରମ୍ଭ ହୋଇଛି ଜନ୍ମଦିନ ସେଲିବ୍ରେସନ

କନକ ବ୍ୟୁରୋ : ୫୮ ବର୍ଷ ପାଦଦେଲେ ବଲିଉଡ ଭାଇଜାନ୍ ସଲମାନ୍ ଖାନ୍ । ଜନ୍ମଦିନର ସେଲିବ୍ରେସନ ସୋମବାର ରାତିରୁ ଆରମ୍ଭ ହୋଇଯାଇଛି । ଶହ ଶହ ଫ୍ୟାନ୍ସ ଓ ସେଲିବ୍ରେଟିଙ୍କ ଗହଣରେ କେକ୍ କାଟି ଜନ୍ମଦିନ ପାଳିଛନ୍ତି ଦବଙ୍ଗ ଖାନ୍ । ସଲମାନଙ୍କ ବାର୍ଥ ପାର୍ଟି ପ୍ରତିବର୍ଷ ତାଙ୍କ ଫାର୍ମହାଉସରେ ପାଳନ…
Read More...

ଦେଶରେ ବଢୁଛି କରୋନା ଭୟ, ଆଗକୁ କଡ଼ାକଡ଼ି ହେବ କି କଟକଣା

କନକ ବ୍ୟୁରୋ : ଚୀନରେ ପ୍ରଳୟ କରୁଛି କରୋନା । ଏପଟେ ଦେଶରେ ମଧ୍ୟ ଭୟ ବଢୁଛି । ସଂକ୍ରମଣ ରୋକିବାକୁ ସରକାର ସମସ୍ତ ପ୍ରକାର ଯତ୍ନ ପାଇଁ ଅଂଟା ଭିଡିଲେଣି । ଏହାଭିତରେ ଚିନ୍ତା ବଢାଇଛି ବିଦେଶ ଫେରନ୍ତାଙ୍କୁ ନେଇ । ସୋମବାର ଭାରତ ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨୩ଜଣ ସଂକ୍ରମିତ ଥିବା…
Read More...

ମୃତ୍ୟୁର ୩ଦିନ ପରେ ତୁନିଶାଙ୍କ ଅନ୍ତିମ ସଂସ୍କାର ଶେଷ, ଦୁଃଖରେ ମ୍ରିୟମାଣ ନଜର ଆସିଲେ ପୂରା ପରିବାର।

କନକ ବ୍ୟୁରୋ: ଅଲବିଦା ତୁନିଶା ଶର୍ମା । ମୃତ୍ୟୁର ୩ ଦିନ ପରେ ତୁନିଶା ଶର୍ମାଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ଯେଉଁ ବୟସରେ ଲୋକେ ସ୍ୱପ୍ନ ଦେଖିବା ଆରମ୍ଭ କରନ୍ତି ସେହି ବୟସରେ ଆତ୍ମହତ୍ୟାର ନିଷ୍ପତ୍ତି ନେଇଥିଲେ ତୁନିଶା । ଡିସେମ୍ବର ୨୪ରେ ମେକଅପ ରୁମରୁ ତାଙ୍କର ଝୁଲନ୍ତା ମୃତଦେହ…
Read More...

ଅନୀଲ ଦେଶମୁଖଙ୍କ ଜେଲରୁ ବାହାରିବା ରାସ୍ତା ସଫା, ବମ୍ବେ ହାଇକୋର୍ଟ ଖାରଜ କଲେ ସିବିଆଇର ଆବେଦନ।

କନକ ବ୍ୟୁରୋ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି ନେତା ଅନୀଲ ଦେଶମୁଖଙ୍କ ଜେଲରୁ ବାହାରିବାର ରାସ୍ତା ସଫା ହୋଇଛି । ସିବିଆଇ ବମ୍ବେ ହାଇକୋର୍ଟରେ ଦେଶମୁଖଙ୍କ ଆବେଦନକୁ ରଦ୍ଦ କରିବାକୁ ଆବେଦନ କରିଥିଲା । ତେବେ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି । ଏହି ରାୟ ପରେ ଅନୀଲ ଦେଶମୁଖ…
Read More...

ପ୍ରେମ ସାଜୁଛି ପ୍ରହେଳିକା, କଥା ହେବାକୁ ମନା କରିବାରୁ ପ୍ରେମିକାକୁ ପେଚକସରେ ୫୧ ଥରି ଭୂଷି ହତ୍ୟାକଲା ପ୍ରେମିକ

କନକ ବ୍ୟୁରୋ : ଶ୍ରଦ୍ଧାହତ୍ୟା ମାମଲା ମନରୁ ନଲିଭୁଣୁ ଏବେ ପୁଣି ଏକ ଲୋମଟାଙ୍କୁରା ହତ୍ୟା ଘଟଣାର ପଦ୍ଦାଫାସ କରିଛି ଛତିଶଗଡ ପୋଲିସ । ଛତିଶଗଡ ଜିଲ୍ଲାର କୋରବା ଜିଲ୍ଲାରେ ଜଣେ ପ୍ରେମିକ ତାର ୨୦ ବର୍ଷିୟା ପ୍ରେମିକାକୁ ଏକ ପେଚକସ ସହାୟତାରେ ୫୧ ଥର ଭୂଷି ହତ୍ୟା କରିଛି । କୋରବା ଜିଲ୍ଲା ପୋଲିସ…
Read More...

ଆପଣ ନେଇପାରିବେ କି ନାଜାଲ ଭ୍ୟାକସିନ? ବଜାରରେ କେତେ ଟଙ୍କାରେ ମିଳବ ଜାଣନ୍ତୁ…

କନକ ବ୍ୟୁରୋ: ଦେଶରେ ବର୍ତ୍ତମାନ ନାକରେ ଦିଆଯାଉଥିବା ନାଜାଲ ଭ୍ୟାକସିନ ‘ଇନକୋଭେକ’ ଉପଲବ୍ଧ ହେବାକୁ ଯାଉଛି । ଏହି ନାଜାଲ ଭ୍ୟାକସିନ ଘରୋଇ ଡାକ୍ତରଖାନାରେ ୮ ଶହ ଟଙ୍କାରେ ଉପଲବ୍ଧ ହେଉଥିବା ବେଳେ ସରକାରୀ ଡାକ୍ତରଖାନାରେ ୩୨୫ ଟଙ୍କାରେ ଉପଲବ୍ଧ ହେବାକୁ ଯାଉଛି । ଏହା ଭାରତର ପ୍ରଥମ ନାଜାଲ…
Read More...

ପୂର୍ବତନ ରାଷ୍ଟ୍ରପତିଙ୍କ ଆକଳନ, ୨୦୨୩ ରେ ଆମେରିକାରେ ହେବ ଗୃହଯୁଦ୍ଧ

କନକ ବ୍ୟୁରୋ : ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଘନିଷ୍ଠ କୁହାଯାଉଥିବା ଦିମିତ୍ରୀ ମେଦବେଦେବ ୨୦୨୩କୁ ନେଇ କିଛି ଭବିଷ୍ୟବାଣୀ କରିଛନ୍ତି । ସେ ଆକଳନ କରିଛନ୍ତି କି ୨୦୨୩ ରେ ଆମେରିକାରେ ଗୃହଯୁଦ୍ଧ ଦେଖାଦେବ । ଏହି କ୍ରମରେ ଏଲନ୍ ମସ୍କ…
Read More...

ରାହୁଲ ଗାନ୍ଧୀଙ୍କୁ ରାମଙ୍କ ଅବତାର କହି ଅଡୁଆରେ କଂଗ୍ରେସ ନେତା ସଲମାନ ଖୁର୍ସିଦ, ଜାଣନ୍ତୁ କଣ ପ୍ରତିକ୍ରିୟା ରଖିଲା…

କନକ ବ୍ୟୁରୋ : ଭାରତ ଯୋଡ ଯାତ୍ରାଠାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବେଶ୍ ଚର୍ଚ୍ଚାରେ ଅଛନ୍ତି । ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଥିବା ଭାରତ ଯୋଡ ଯାତ୍ରାରେ ହଜାର ହଜାର ସମର୍ଥକ ଯୋଡି ହେଉଥିବା ବେଳେ ଅଭିନେତା, ଲେଖକ ଓ ସାମାଜିକ କର୍ମୀମାନଙ୍କୁ ମଧ୍ୟ ଏହି ଯାତ୍ରାରେ ଦେଖିବାକୁ ମିଳିଛି ।…
Read More...

ଦିଲ୍ଲୀ ଏମସିଡି ନିର୍ବାଚନ ଲଢିବା ନେଇ ମତ ବଦଳାଇଲା ବିଜେପି, ଲଢିବ ମେୟର ଓ ଡେପୁଟି ମେୟର ନିର୍ବାଚନ

କନକ ବ୍ୟୁରୋ : ଜାନୁଆରୀ ୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଦିଲ୍ଲୀ ଏମସିଡି ନିର୍ବାଚନ । ଏହି ନିର୍ବାଚନରେ ଭାଗ ନେବାକୁ ପ୍ରଥମେ ବିଜେପି ମନା କରିଥିବା ବେଳେ ଏବେ ମତ ପରିବର୍ତ୍ତନ କରିଛି । କେବଳ ମତ ପରିବର୍ତ୍ତନ କରିନାହିଁ ମେୟର ପାଇଁ ଦାବିଦାର ଥିବା ଆମ୍ ଆଦମୀ ପାର୍ଟି ପ୍ରଥମରୁ…
Read More...

ଆଇସିଆଇସିଆଇ ବ୍ୟାଙ୍କ ଋଣ ଠକେଇ ମାମଲା : ବେଣୁ ଗୋପାଳ ଧୁତ୍ ଗିରଫ; କେମିତି ହୋଇଥିଲା ଋଣ ଠକେଇର ଷଡଯନ୍ତ୍ର ?

କନକ ବ୍ୟୁରୋ : ଆଇସିଆଇସିଆଇ ବ୍ୟାଙ୍କ ଋଣ ଠକେଇ ମାମଲାରେ ଆଉ ଏକ ହାଇପ୍ରୋଫାଇଲ ଗିରଫଦାରୀ । ମୁମ୍ବାଇରୁ ଭିଡିଓକନ୍ ଗ୍ରୁପର ମୁଖ୍ୟ ବେଣୁ ଗୋପାଳ ଧୁତ୍ ଗିରଫ । ପୂର୍ବରୁ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମଡି ଓ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ସିବିଆଇ ଗିରଫ କରିଥିଲା…
Read More...