Browsing Category

ସ୍ପେଶାଲ୍ ରିପୋର୍ଟ

ବେତନ ୯୦ ହଜାର ଟଙ୍କା : ବାବୁଲାଲ ଶାହ ସାଇକେଲରେ ଯାଆନ୍ତି ଅଫିସ୍

ଆଜିକାଲିକା ଜମାନାରେ ସମସ୍ତେ ଗାଡି ଚଢି ଯିବାକୁ ପସନ୍ଦ କଲେଣି । ଗାଁ ଠାରୁ ସହର ସବୁଠି ଦୁଇ ଚକିଆ ଯାନ ଠାରୁ ଚାରି ଚକିଆର ଭିଡ । କାଁ ଭାଁ ଏବେ ସାଇକେଲ ଚଢିବା ଦେଖିବାକୁ ମିଳୁଛି । ହେଲେ ଅହମ୍ମଦାବାଦର ବାବୁଲାଲ ଶାହ ଏଥିରୁ ବ୍ୟତିକ୍ରମ। ନିତି ସେ ସାଇକେଲ ଚଢି ଅଫିସ ଯାଆନ୍ତି ।…
Read More...

ସଙ୍ଗୀତର ମହାଯୁଦ୍ଧ : ପ୍ରତିଯୋଗିତାରେ ପକ୍ଷୀ

ସଙ୍ଗୀତ ସହିତ ପ୍ରକୃତିର ସମ୍ପର୍କ ରହି ଆସିଛି । ପଶୁ ପକ୍ଷୀଙ୍କ ସ୍ୱରର ଅନୁକରଣରେ ସଙ୍ଗୀତ ଜନ୍ମ ନେଇଛି ବୋଲି କୁହାଯାଏ । ଆଜି ବି ପକ୍ଷୀଙ୍କ ସ୍ୱରରେ ସଙ୍ଗୀତର ଆକର୍ଷଣ ରହିଛି । ପକ୍ଷୀମାନଙ୍କୁ ନେଇ ବାର୍ଷିକ ପକ୍ଷୀ ଗାୟନ ପ୍ରତିଯୋଗିତା ଥାଇଲାଣ୍ଡର ନାରାଥିୱାଟ ରାଜ୍ୟରେ ଅନୁଷ୍ଠିତ…
Read More...

ମହଙ୍ଗା ପଡିଲା ସେଲଫି ନିଶା : ଫଟୋ ଉଠାଇବାବେଳେ କାମୁଡିଲା ଅଜଗର

ମହଙ୍ଗା ପଡିଲା ସେଲଫି ନିଶା । ସାପ ସହ ସେଲଫି ଉଠାଇବା ପ୍ରୟାସ କରି ହଟହଟା ହୋଇଛନ୍ତି ଯୁବକ । ରାଜସ୍ଥାନ ମାଉଂଟଆବୁରେ ଏକ ବିଶାଳ ଅଜଗରକୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ । ତିନି ଚାରି ଜଣ ବ୍ୟକ୍ତି ଅଜଗରକୁ ନେଇ ଆସୁଥିବା ବେଳେ ଜଣେ ଯୁବକଙ୍କୁ ସାପ ସହ ସେଲଫି ଉଠାଇବାର ନିଶା ଘାରିଥିଲା ।…
Read More...

ଆଲୁଅ ପାଇଁ ଆଲୁଅ ଖୋଜୁଛି ଦିବ୍ୟା : ଷ୍ଟେସନ ଲାଇଟରେ ପଢୁଛି ପାଠ

ଭାରତର ପୂର୍ବତନ ରାଷ୍ଟ୍ରପତି ତଥା କ୍ଷେପଣାସ୍ତ୍ର ନାୟକ ସ୍ୱର୍ଗୀୟ ଡକ୍ଟର ଏ.ପି.ଜେ. ଅବଦୁଲ କଲାମଙ୍କ ଭାଷାରେ "ଯଦି ସୂର୍ଯ୍ୟଙ୍କ ଭଳି ଚମକିବାକୁ ଚାହୁଁଛ ଆଗ ନିଜେ ସୂର୍ଯ୍ୟଙ୍କ ଭଳି ଜଳିବାର ସାହାସ ରଖ '। ଏହି ଉକ୍ତିକୁ ସାକାର କରିଛି ଓରାଇ ଉତରପ୍ରଦେଶର ଝିଅ ଦିବ୍ୟା । କିଛି କରିବାର ନିଶା…
Read More...

ଆପଣାପଣରେ ବାନ୍ଧି ହେଲା ଆହତ କୁକୁର ! ଉପେକ୍ଷିତକୁ ମିଳିଲା ନୂଆ ଜୀବନର ପ୍ରତିଶ୍ରୁତି

ଉପଯୁକ୍ତ ଚିକିତ୍ସା ଆଉ ଟିକେ ଭଲ ପାଇବା , ମାତ୍ର ୨ ମାସ ଭିତରେ ସଂପୂର୍ଣ୍ଣ ସୁସ୍ଥ ହୋଇ ଯାଇଛି ସେ । କେବଳ ସେତିକି ନୁହେଁ ତାକୁ ମିଳି ଯାଇଛି ଏ ସୁନ୍ଦର ଜୀବନ ବଂଚିବାର ପ୍ରତିଶ୍ରୁତି । ଏଇ ହେଉଛି ସେହି କୁକୁର , ଯିଏ ଉପେକ୍ଷିତ ହୋଇଥିଲା ସେବାର ସଂକଳ୍ପ ନେଇଥିବା ଡାକ୍ତରଙ୍କ ପାଖରେ ।…
Read More...

ସୁନ୍ଦରୀ ହେବା ପାଇଁ ସାପ ରକ୍ତ ! ଇଣ୍ଡୋନେସିଆରେ ଆଶ୍ଚର୍ଯ୍ୟ

ବିଷଧର ସାପ ଦେଖିଲେ ମନ ଭିତରେ ସୃଷ୍ଟି ହୋଇଥାଏ ଭୟ । ସାପ କାମୁଡ଼ାରେ ପ୍ରତିଦିନ କିଛି କିଛି ଲୋକ ପ୍ରାଣ ହରାଇଥିବାର ନଜିର ମଧ୍ୟ ରହିଛି । ତେଣୁ ମଣିଷ ସାପକୁ ଏକ ମାରାତ୍ମକ ବିଷଧର ଜୀବ ବୋଲି ଭାବିଥାଏ । ମାତ୍ର ସୁନ୍ଦରୀ ହେବା ପାଇଁ ସାପ ରକ୍ତ ପିଇବା କେବେ ଶୁଣିଛନ୍ତି ! ଏଭଳି ଆଶ୍ଚର୍ଯ୍ୟ…
Read More...

ଇ-କମର୍ସରେ ଇତିହାସ ! ୧୦ କୋଟିରେ ପହଂଚିଲା ଫ୍ଲିପକାର୍ଟର ଗ୍ରାହକ ସଂଖ୍ୟା

ଇ-କମର୍ସ କମ୍ପାନୀ ଭାବେ ଇତିହାସ ରଚିଛି ଫ୍ଲିପକାର୍ଟ । କାରଣ ଫ୍ଲିପକାର୍ଟର ଗ୍ରାହକ ସଂଖ୍ୟା ୧୦୦ ମିଲିୟନ ଅର୍ଥାତ ୧୦ କୋଟିରେ ପହଁଚିଛି । ଆଉ ଏହା ସହ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିବାରେ ଫ୍ଲିପକାର୍ଟ ହେଉଛି ଭାରତର ପ୍ରଥମ ଇ-କମର୍ସ ସାଇଟ୍ । ଗତ ଏକ ବର୍ଷ ଭିତରେ ଫ୍ଲିପକାର୍ଟର ଗ୍ରାହକ…
Read More...

ଆଶ୍ଚର୍ଯ୍ୟ ଘଟଣା : ମଣିଷ ଶରୀରରେ ମାଛ !

ଆମର ଦୈନିକ ଜୀବନରେ ଆମ୍ଭେମାନେ ଅନେକ ଆଶ୍ଚର୍ଯ୍ୟକର ଘଟଣା ସବୁ ଘଟିବା ଦେଖୁଛେ । ମଣିଷ ଶରୀରରେ ଧୂଳି, ମାଟି , ପଥର ଓ ଏପରିକି ଛୁରି ଆଦି ଜିନିଷ ପଶି ଥିବାର ଖବର ଶୁଣିଛେ । ହେଲେ ମଣିଷ ଶରୀରରେ ଜୀଅନ୍ତା ମାଛ ରହି ବଢୁଥିବାର ଖବର ଏବେ ଖୁବ୍ ଚର୍ଚ୍ଚାରେ । ଏହାକୁ ଜାଣିବାକୁ ଯେତେ…
Read More...

ବାଲାଜୀ ମନ୍ଦିରରେ ମୁଣ୍ଡନ ଚୁଟି ନିଲାମୀ : ଦୁଇ ମାସରେ ଆମଦାନୀ ୧୭ କୋଟି

ତିରୁପତି ( ଆନ୍ଧ୍ର ପ୍ରଦେଶ ) ସ୍ଥିତ ବାଲାଜୀ ମନ୍ଦିରରେ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ । ଏଠାରେ ଭଗବାନ ଭେଙ୍କଟେଶ୍ୱରଙ୍କୁ ଚୁଟି ମୁଣ୍ଡନ କଲେ ପୁଣ୍ୟ ମିଳିଥାଏ ଓ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ । ଭେଙ୍କଟେଶ୍ୱରଙ୍କ ପ୍ରସିଦ୍ଧ ଏହି ପାହାଡି ମନ୍ଦିରରେ ଶ୍ରଦ୍ଧାଳୁଙ୍କ…
Read More...

ପ୍ରେମ ପାଇଁ ଗଲା ଜୀବନ : ପ୍ରେମକୁ ସ୍ୱୀକୃତି ନମିଳିବାରୁ ଜୀବନ ହାରିଲେ ପ୍ରେମୀ ଯୁଗଳ

କନକ ବ୍ୟୁରୋ : ପ୍ରେମ ପାଇଁ ଗଲା ଜୀବନ । ପ୍ରେମକୁ ସ୍ୱୀକୃତି ନମିଳିବାରୁ ଜୀବନ ହାରିଲେ ପ୍ରେମୀ ଯୁଗଳ । ଭିନ୍ନ ଭିନ୍ନ ଜାତିର ହୋଇଥିବାରୁ ପ୍ରେମକୁ ଗ୍ରହଣ କଲେନି ପରିବାର ଲୋକ । ପରସ୍ପରଠୁ ଅଲଗା ନହେବା ପାଇଁ ନିଷ୍ପତି ନେଇଥିବା ପ୍ରେମୀ ଯୁଗଳ ଶେଷରେ ଆତ୍ମହତ୍ୟା ଭଳି ଚରମ ପଂଥାକୁ…
Read More...