Browsing Category

ସ୍ପେଶାଲ୍ ରିପୋର୍ଟ

ସିନ୍ଧୁରେ ବୋହିବନି ରକ୍ତର ସୁଅ ! ସିନ୍ଧୁ ସମୀକ୍ଷାରେ ମୋଦିଙ୍କ କଡା ଆଭିମୁଖ୍ୟ

କନକ ବ୍ୟୁରୋ : ଉରୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ବଢୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିନ୍ଧୁ ଚୁକ୍ତି ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କହିଛନ୍ତି, ରକ୍ତ ଓ ପାଣି ଏକା ସାଙ୍ଗରେ ବୋହିପାରିବ ନାହିଁ । ଭାରତରୁ ପାକିସ୍ତାନ ଆଡକୁ ପ୍ରବାହିତ ହେଉଥିବା…
Read More...

ଯୁବତୀଙ୍କ ମାଡରେ ଘାଇଲା ହେଲେ ଲୁଟେରା : ରାଜଧାନୀର ରାତି ଦେଖିଲା ଆତ୍ମବିଶ୍ୱାସୀ ଝିଅର ସାହାସ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଏ ହେଉଛି ରାଜଧାନୀରୁ ଏମିତି ଏକ ଖବର, ଯାହା ଆପଣଙ୍କୁ ବିଚଳିତ କରିବ। ତାସାଙ୍ଗକୁ ଆତ୍ମବିଶ୍ୱାସ ବି ବଢାଇଦେବ। ଜଣେ ଯୁବତୀ ରାସ୍ତା ଉପରେ ତିନି ଲୁଟେରାଙ୍କୁ ସାବାଡ କରିଛନ୍ତି । ଯୁବତୀ ଜଣକ ହେଉଛନ୍ତି ଚିନ୍ମୟୀ ଭୂୟାଁ । ଉତ୍କଳ କରାଟେ ସ୍କୁଲ୍ ନିକଟ…
Read More...

ଝିଅ ହେବତ ଏମିତି : ଯିଏ ବାପାଙ୍କ ପାଇଁ ଛାଡିପାରନ୍ତି ଶାଶୁଘର

ଚାରି ଝିଅକୁ ନେଇ ସେ ଦିନେ ଜୀବନ ସହ ସଂଗ୍ରାମ କରୁଥିଲେ । ହେଲେ ଆଜି କିନ୍ତୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ପାଖରେ ଅଛନ୍ତି ସ୍ତ୍ରୀ , ସାନ ଓ ମଝିଆ ଝିଅ । ଧନୀ ରାଜଧାନୀର ଏ ଏକ ଗରିବ ପରିବାରର ଚିତ୍ର । ଦୁଇ ଦୁଇଟି କିଡନୀ ଦୁର୍ବଳ ହୋଇଯିବା ପରେ ଘରର ମୁରବୀ ଭାଗିରଥୀ ଦାସ ଏକ ପ୍ରକାର…
Read More...

ଦ୍ୱିତୀୟ ବିବାହ କରିବାକୁ ଚାହୁଁଛନ୍ତି କି : ବାଟ ବତାଇବ ୱେବସାଇଟ୍

ଦୁନିଆଁ ଏବେ ଖୁବ୍ ବଦଳିବାରେ ଲାଗିଛି ଇଂଟରନେଟ ମଣିଷକୁ କରିଦେଇଛି ଡିଜିଟାଲ ମ୍ୟାନ୍ । ମଣିଷ ନିଜର ଇଚ୍ଛା ମୁତାବକ ସବୁକିଛି ନିଜ ହାତ ପାହାନ୍ତାରେ ପାଇପାରୁଛି । ବିବାହ ମେଳକ ଆଦି କାର୍ଯ୍ୟ ପାଇଁ ବିଶ୍ୱରେ ଅନେକ ମାଟ୍ରିମୋନିଆଲ ସାଇଟ ସବୁ କାମ କରୁଛି । ସହଜରେ ମନମୁତାବକ ଜୀବନସାଥୀ…
Read More...

ଅଦ୍ଭୂତ କଳାକୃତି ! ହେଟା ବାଘର ଭ୍ରମ ପଛରେ ଉଲଗ୍ନ ନାରୀ

ଗତ କିଛି ଦିନ ହେବ ଇଣ୍ଟରନେଟରେ ଭାଇରାଲ୍ ହୋଇଛି ଏକ ରଙ୍ଗ ବେରଙ୍ଗର ହେଟା ବାଘର ଫଟୋ । ହୁଏତ ପ୍ରଥମ ଝଲକରେ ଆପଣଙ୍କୁ ଲାଗିବ ଏଥିରେ ଭାଇରାଲ୍ ହେବା ପରି କିଛି ନାହିଁ । କିନ୍ତୁ ଥରେ ଏହି ଫଟୋ ପଛର ରହସ୍ୟ ଜାଣିବା ପରେ ଆପଣ ବାରମ୍ବାର ଦେଖିବାକୁ ନିଜକୁ ଅଟକାଇ ପାରିବେ ନାହିଁ । ପ୍ରକୃତରେ…
Read More...

ପ୍ରଥା ନାଁରେ ଏଠି ଚାଲେ କୁକର୍ମ : ସ୍ୱାମୀ ଖୋଜେ ପତ୍ନୀ ପାଇଁ ଗ୍ରାହକ

ପେଟ ଚାଖଣ୍ଡ ପାଇଁ କିଏ କେତେ କଣ କାମଧନ୍ଦା କରିଥାନ୍ତି । ଜୀବନ ନିର୍ବାହର ତରିକା ଲୋକଙ୍କର ଭିନ୍ନଭିନ୍ନ ଧରଣର ହୋଇଥାଏ । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ନିଜର ପରିବାର ଚଳେଇବା ପାଇଁ ଦେହ ବେପାର ଭଳି ନିଚ୍ଚ କାମ ପ୍ରତିଦିନର କର୍ମ ପାଲଟିଯାଇଛି ଏକ ସଂପ୍ରଦାୟ ଲୋକଙ୍କର । ରାଜଧାନୀ ଦିଲ୍ଲୀର…
Read More...

ଡ୍ୟାନ୍ସ ଓବାମା ଡ୍ୟାନ୍ସ ! ଭାଇରାଲ୍ ହେଲା ଆମେରିକା ପ୍ରେସିଡେଣ୍ଟଙ୍କ ଭିଡିଓ

ନିଜର ନିଆରା ଶାସନ ଶୈଳୀ ପାଇଁ ବିଶ୍ୱ ଦରବାରରେ ଖୁବ୍ ଚର୍ଚ୍ଚିତ ଆମେରିକା ପ୍ରେସିଡେଣ୍ଟ୍ ବାରାକ୍ ଓବାମା । କେବଳ ସେତିକି ନୁହେଁ ଜଣେ କୃଷ୍ଣକାୟ ବ୍ୟକ୍ତି ହୋଇ ମଧ୍ୟ ନିଜର ଅସାଧାରଣ ବ୍ୟକ୍ତିତ୍ୱ ପାଇଁ ସେ ଆମେରିକା ଭଳି ଦେଶରେ ନିଜର କାୟା ବିସ୍ତାର କରି ପାରିଛନ୍ତି । ଏହା ସହ ସମଗ୍ର…
Read More...

ଦୀପାବଳିରେ ଦିଲ୍ଲୀରେ ଫୁଟିବନି ଚୀନ ଫୋଟକା : ଦିଲ୍ଲୀ ସରକାର କଲେ ବ୍ୟାନ୍

ଦିଲ୍ଲୀରେ ଦୀପାବଳିରେ ଆଉ ଫୁଟିବନି ଚୀନ ଫୋଟକା । ଶୁକ୍ରବାର ଦିନ ଦିଲ୍ଲୀର ପରିବେଶ ମନ୍ତ୍ରୀ କପିଲ ମିଶ୍ରା ଫୋଟକା ଉପରେ ବ୍ୟାନ ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀର ପରିବେଶ ସଚିବଙ୍କୁ ଚିଠି ଲେଖିଛନ୍ତି । ମିଶ୍ରା କହିଛନ୍ତି ଚୀନର ଫୋଟକା ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ବଡ ବିପଦ । ଏହା…
Read More...

ଫେରାଇଆଣ ଓମରାନକୁ : ଓବାମାଙ୍କୁ ଚିଠି ଲେଖିଲେ ୬ ବର୍ଷର ଶିଶୁ ଏଲେକ୍ସ

ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା ପାଇଛନ୍ତି ଏକ ସ୍ୱତନ୍ତ୍ର ଚିଠି । ହ୍ୱାଇଟ ହାଉସରେ ପହଁଚିଛି ଏକ ୬ ବର୍ଷର କୋମଳ ପିଲାର କରୁଣ ଚିଠି । ଏହି ଚିଠିକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଓବାମାଙ୍କୁ ଚିଠି ଲେଖିଥିବା ଏହି ୬ ବର୍ଷର ପିଲାଟି ହେଉଛି ନ୍ୟୁର୍କର ଏଲେକ୍ସ । ଚିଠିରେ ଓବାମାଙ୍କୁ…
Read More...

ଭିଡିଓ ହେଲା ଭାଇରାଲ : ଗର୍ଭବତୀ ନର୍ସଙ୍କୁ ମାଡ ମାରିଲେ ଅକାଳୀ ଦଳ ନେତା

ଏମିତି ଏକ ଘଟଣା ଘଟିଛି ପଂଜାବର ଭଘପୁରାନା ସହରରେ ଏକ ପ୍ରାଇଭେଟ ହସ୍ପିଟାଲରେ । ଜଣେ ଗର୍ଭବତୀ ଥିବା ନର୍ସଙ୍କୁ ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ମାଡ ମାରିଲା ଘଟଣା ଏବେ ଖୁବ୍ ଚର୍ଚ୍ଚାରେ । ସୂଚନାନୁସାରେ ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଅକାଳୀ ଦଳର ନେତା । ଆଲମୱାଲା ସରପଂଚ ପରମଜିତ୍ ସିଂ ଓ…
Read More...