Browsing Category

ସ୍ପେଶାଲ୍ ରିପୋର୍ଟ

ଫୁଲମାଳ ନୁହେଁ ସାପମାଳ ! ଚାଇନା ଦମ୍ପତିଙ୍କ ନିଆରା ବିବାହ

ମୁହୂର୍ତ୍ତ ଥିଲା ମୁଦି ପିନ୍ଧାଇ ପରସ୍ୱରକୁ ଜୀବନସାଥୀ ଭାବରେ ଗ୍ରହଣ କରିବାର । କିନ୍ତୁ ଚାଇନାର ଏକ ଦମ୍ପତି ପରସ୍ପରକୁ ଜୀବନସାଥୀ ଭାବରେ ଗହଣ ତ କଲେ କିନ୍ତୁ ମୁଦି ବଦଳରେ ଥିଲା ଦୁଇଟି ବଡ ଅଜଗର ସାପ । ଆଉ ଏହି ଅଜଗର ଗୁଡିକୁ ସେମାନେ ପରସ୍ପର ବେକରେ ପିନ୍ଧାଇଥିଲେ । ସାପ ଗୁଡିକର ଓଜନ ଥିଲା…
Read More...

ଜାତି ନଥିବା ମଣିଷ ଓ ଧର୍ମ ନଥିବା ସହର ! ପୁଡୁଚେରୀର ‘ସିଟି ଅଫ୍ ଡନ୍’

ଅର୍ଥ, କ୍ଷମତା,ସତ୍ତା ଓ ଧର୍ମ । ଏ ସବୁ ମାୟାରେ ସମସ୍ତେ ବାୟା । କିନ୍ତୁ ଏହି ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ନା ଟଙ୍କାର କୌଣସି ମୂଲ୍ୟ ଅଛି , ନା ଅଛି ଧର୍ମକୁ ନେଇ କୌଣସି ସଂଘର୍ଷ ନା ସତ୍ତା ଓ ସରକାର ପାଇଁ ଟେନସନ୍ । ଏହି ସହରରେ ନା କେହି ଉଚ୍ଚ - ନିଚ୍ଚ ଅଛନ୍ତି , ନାଁ କୌଣସି…
Read More...

ଏକ ରହସ୍ୟମୟ ମନ୍ଦିର ! ଯାହାର ସପ୍ତମ ଦ୍ୱାର ଖୋଲିଲେ ଆସିବ ପ୍ରଳୟ

ଦୁନିଆ ଅନେକ ରହସ୍ୟମୟ କାହଣୀରେ ପରିପୂର୍ଣ୍ଣ । ଯେଉଁ କାହାଣୀ ଆଜି କେବଳ ଚର୍ଚ୍ଚାର ବିଷୟ ହୋଇ ରହିଯାଇଛି । କିନ୍ତୁ ରହସ୍ୟର ଏହି ଗଣ୍ଠିକୁ ଖୋଲିବା ସମ୍ଭବପର ହୋଇପାରିନାହିଁ । ଏମିତି ଏକ ରହସ୍ୟମୟ କାହାଣୀ ହେଉଛି କେରଳର ତିରୁଅନନ୍ତପୁରମରେ ଥିବା ପଦ୍ମନାଭସ୍ୱାମୀ ମନ୍ଦିରର । କେବଳ ଗୋଟିଏ…
Read More...

ଉରିରେ ଆତଙ୍କବାଦୀ ହମଲା : ଭାଇରାଲ ହେଲା ଯବାନଙ୍କ କବିତା ଭିଡିଓ

ଜମ୍ମୁର ଉରି ସେକ୍ଟରରେ ରବିବାର ସକାଳେ ଆତଙ୍କବାଦୀ ହମଲାରେ ୧୮ ଯବାନ ଶହିଦ ହୋଇଗଲେ । ଏହା ପୂରା ଭାରତରେ ହଲଚଲ କରିଦେଇଛି । ଏହି ସମୟରେ ୟୁଟ୍ୟୁବରେ ଏକ ଭିଡିଓ ଖୁବ୍ ଭାଇରାଲ ହୋଇଛି । ଏହି ଭିଡିଓରେ ଏକ ବସରେ କିଛି ଯବାନ ବସିଥିବାର ନଜର ଆସୁଛି । ଯେଉଁଥିରେ ଜଣେ ଯବାନ ଠିଆ ହୋଇ ପଡୋଶୀ…
Read More...

ଏବେ ସବୁଠି ଜିଓର ଜଲୱା : ରିଲାଏନ୍ସ ଡିଜିଟାଲ ଆଗରେ ଲମ୍ବାଧାଡି

କନକ ବ୍ୟୁରୋ : ପୁରା ଦେଶରେ ଏବେ ଜିଓ କ୍ରେଜ । ରିଲାଏନ୍ସ ହାଇସ୍ପିଡ ଜିଓ ସିମ ମାର୍କେଟକୁ ଛାଡିବା ପରେ ଲୋକେ ବି ବେଶ ଖୁସି । ରାଜଧାନୀ ଭୁବନେଶ୍ୱରରେ ଜିଓ ପାଇଁ ଲୋକେ ପାଗଳ । ସକାଳୁ ଲୋକଙ୍କ ଲମ୍ବା ଲାଇନ । ଖରାତରାକୁ ଖାତିର ନକରି ଧାଡି ବାନ୍ଧି ଛିଡା ହେଉଛନ୍ତି ଲୋକେ । ରାଜଧାନୀର…
Read More...

ଅଭାବୀ ଜୀବନର ଦୁର୍ବିସହ କାହାଣୀ : ଦୃଷ୍ଟିହୀନ ବାପାଙ୍କୁ ଧରି ଭିକ ମାଗୁଛନ୍ତି ହାଇସ୍କୁଲ ଛାତ୍ରୀ

ଛୁଟି ପଡିଲେ ସ୍କୁଲ୍ ପିଲାଙ୍କ ମନ କୁଣ୍ଢେମୋଟ ହୋଇଯାଏ । ହେଲେ ଇଏ କିନ୍ତୁ ଛୁଟି ପଡିଲେ ଭିଡ ଭିତରେ ଖୋଜନ୍ତି ଜୀବନକୁ । ଦୃଷ୍ଟିହୀନ ବାପାଙ୍କୁ ସାଥୀରେ ନେଇ ସେ ବୁଲନ୍ତି ଏ ଗାଁରୁ ସେ ଗାଁ । ଏ ସହରରୁ ସେ ସହର । ପେଟରେ ଭୋକ । ଆଖିରେ ଲୁହ । ହାତ ପାତୁଛନ୍ତି ଅଜଣା ମଣିଷଙ୍କ ପାଖରେ । ଆଉ…
Read More...

ନିହାଣ ମୁନର ଯାଦୁଗର : ମହେଶ୍ୱରଙ୍କ ସ୍ପର୍ଶରେ ପଥର ନିଏ ଜୀବନ୍ତ ରୂପ

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ଗାଁର ପଥର ଶିଳ୍ପୀ ମହେଶ୍ୱର ଓଝା । ୪୮ ବର୍ଷୀୟ ମହେଶ୍ୱର ମାତ୍ର ୧୫ବର୍ଷ ବୟସରେ ନିଜ ଜେଜେବାପା ଶିଳ୍ପୀ ବୀର ଓଝାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନିହାଣ ହାତୁଡି ଧରି ଆରମ୍ଭ କରିଥିଲେ ଶିଳ୍ପୀ ଜୀବନ । ରାଜ୍ୟ ହସ୍ତତନ୍ତ ତାଲିମ…
Read More...

ଶିକୁଳିରେ ବନ୍ଧା ପଡିଛି ଜୀବନ : ମାନସିକ ଦିବ୍ୟାଙ୍ଗ ମନୋଜର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କନକ ବ୍ୟୁରୋ : ଏ ହେଉଛି ଜଗତସିଂହପୁର ଜିଲ୍ଲା ରାହାମା ନିକଟସ୍ଥ ବରୁଣ୍ଡି ଗାଁର ମନୋଜ ବୈ÷ଷାଖଙ୍କ କଥା । ଦିନେ କିମ୍ବା ଦୁଇ ଦିନ ନୁହେଁ, ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ ହେବ ଶିକୁଳିରେ ବନ୍ଧା ପଡିଛି ମାନସିକ ବିକାରଗ୍ରସ୍ତ ମନୋଜ ବୈ÷ଷାଖଙ୍କ ଜୀବନ । ପ୍ରଥମେ ମନୋଜଙ୍କ ଅବସ୍ଥା ଏତେ ଖରାପ ନଥିଲା…
Read More...

ରିକସାୱାଲାରୁ ରଙ୍ଗୀନ ଦୁନିଆ : ରିଲ୍ ହିରୋର ରିୟଲ କାହାଣୀ

ଜୁନ୍ ୨୦୧୫ । ରିଜୱାନଉଦ୍ଦିନ ମହମ୍ମଦ ନାମକ ଖଡଗପୁରର ୨୯ ବର୍ଷୀୟ ଯୁବକଙ୍କ ଜୀବନରେ ହୋଇଥିଲା ଏକ ବିରାଟ ପରିବର୍ତନ । ଡ୍ରାଇଭର ଚାକିରୀ ପାଇଁ ଅନ୍ୱେଷଣ କରୁଥିବା ଏହି ଯୁବକ ଜଣଙ୍କ ପହଂଚିଥିଲେ ସମ୍ବରିଶ ମଜୁମଦାର ନାମକ ଜଣେ ଫିଲ୍ମ ନିର୍ମାତାଙ୍କ ଘରେ, ଏବଂ ସେହି ମୂହୁର୍ତରେ ତାଙ୍କ ଜୀବନର…
Read More...

ଅଦ୍ଭୂତ ଆଶ୍ଚର୍ଯ୍ୟ ନାରୀଲତା : ୨୦ ବର୍ଷରେ ଥରେ ମହିଳା ରୂପରେ ଫୁଟେ ଫୁଲ

ପ୍ରକୃତିର କି ଅଦ୍ଭୂତ କରିସ୍ମା । କେବେ ଆପଣ ଦେଖିଛନ୍ତି ଏମିତି ଫୁଲ ଗଛ । ଯେଉଁ ଗଛର ଫୁଲ ଦେଖିବାକୁ ମହିଳା ଶରୀର ଭଳି । ମହିଳାର ଉଲଗ୍ନ ଶରୀରର ଭ୍ରମ ସୃଷ୍ଟିହେବ । ଏ ହେଉଛି ନାରୀଲତା ଫୁଲ । ପ୍ରତି ୨୦ ବର୍ଷ ଅନ୍ତରରେ ଏହା ଥରେ ଫୁଟିଥାଏ । ହିମାଳୟର ପାର୍ବତ୍ୟାଂଚଳରେ ଏହି ଫୁଲକୁ…
Read More...