Browsing Category

ମନୋରଞ୍ଜନ

ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟାଙ୍କୁ ନେଇ ବିବାଦୀୟ କମେଂଟ କରି ଅଡୁଆରେ ଫରାହ ଖାନ୍ !

ଏବେ ବଲିଉଡ ଜଗତରେ ଚାଲିଛି ଷ୍ଟାର କିଡ୍ସଙ୍କ ରାଜୁତି । ସୁହାନା ଖାନଙ୍କଠାରୁ ଆରମ୍ଭ କରି ଅଲୀ ଖାନ ଏବଂ ଜାହ୍ନବୀ କପୂର ପର୍ଯ୍ୟନ୍ତ ଏହି ସମସ୍ତ ଷ୍ଟାର କିଡ୍ସଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଇତି ମଧ୍ୟରେ ଏବେ ପୁଣି ଏକ ନୁଆ ଚେହେରା ସାମ୍ନାକୁ ଆସିଛି,…
Read More...

ପୁଣି ଥରେ ବିବାହ କରିବେ ଇଶା ଦେଓଲ ! ଜାଣନ୍ତୁ, କିଏ ସେହି ବ୍ୟକ୍ତି

ପୁଣି ଥରେ ବିବାହ କରିବେ ବଲିଉଡ଼ ଅଭିନେତ୍ରୀ ଇଶା ଦେଓଲ । ବଲିଉଡ଼୍ ଅଭିନେତ୍ରୀ ଇଶା ଦେଓଲ ଏବେ ମା’ ହେବାକୁ ଯାଉଛନ୍ତି । ଏନେଇ ପ୍ରାୟତଃ ସେ ସୋସିଆଲ ମିଡ଼ିଆରେ ନିଜର ଫଟୋ ଶେୟାର କରନ୍ତି । ବିବାହର ୫ ବର୍ଷ ପରେ ତାଙ୍କ ଜୀବନରେ ଏହି ଖୁସି ଆସିଛି । ଖବରରୁ ଜଣାପଡ଼ିଛି ଇଶା ଦେଓଲ ପୁଣି ଥରେ…
Read More...

ଇଲିୟାନାଙ୍କୁ ପ୍ରଶଂସକଙ୍କ ଅସଦଚାରଣ ! ଟୁଇଟର୍ ଜରିଆରେ ରାଗ ଜାହିର୍ କରି କହିଲେ, ମୋ ଉପରେ କଣ ସମସ୍ତଙ୍କ ଅଧିକାର?

ଚର୍ଚ୍ଚାରେ ବାଦଶାହୋ ନାୟିକା ଇଲିୟାନା ଡିକୁଜ୍ । ହେଲେ ସିନେମା ପାଇଁ ନୁହେଁ ନିଜ ଟୁଇଟର୍ ପୋଷ୍ଟ୍ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବଲିଉଡର ଏହି ନାୟିକା । ସୂଚନା ଅନୁସାରେ, ନିକଟରେ ଜଣେ ପ୍ରଶଂସକ ଇଲିୟାନାଙ୍କୁ ଅସଦଚାରଣ କରିଥିଲେ । ଆଉ ଏହି ରାଗ ଇଲିୟାନା ଟୁଇଟର୍ ଜରିଆରେ…
Read More...

ପ୍ରଥମ ଥର ପାଇଁ ବରୁଣ ଧାୱନଙ୍କ ସହ ରୋମାନ୍ସ କରିବେ ଡିମ୍ପଲ ବ୍ୟୁଟି ଦୀପିକା ପାଦୁକୋନ୍ !

ବରୁଣ ଧାୱନ ଏବେ ନିଜର ଆଗାମୀ ସିନେମା ‘ଜୁଡ଼ୱା ୨’ ପାଇଁ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ସିନେମାର ସୁଟିଂ ଶେଷ ହେବା ପରେ ହିଁ ବରୁଣ ଖୁବ୍ ଶୀଘ୍ର ସୁଜିତ ସରକାରଙ୍କ ଆଉ ଏକ ସିନେମାର ସୁଟିଂ ଆରମ୍ଭ କରିବେ । ତେବେ ସବୁଠାରୁ ଗରୁତ୍ୱପୂର୍ଣ୍ଣ କଥା ହେଲା ଏହି ସିନେମାରେ ପ୍ରଥମ ଥର ପାଇଁ…
Read More...

ଆମେରିକାରେ ଚମକିଲେ ଓଡ଼ିଆ ପୁଅ ଅନୁପମ ! ରିଲିଜ ହେଲା ନୂଆ ମ୍ୟୁଜିକ ଟ୍ରାକ ‘ହଲିଯାଏ ଆମେରିକା’, ଦେଖନ୍ତୁ ଭିଡ଼ିଓ

ଆମେରିକାରେ ଶୁଭିଲା ପୁଣି ଏକ ଓଡ଼ିଆ ଗୀତର ଧୂନ । ପ୍ରଥମେ ଜୁମ୍ବୋ ଫମାର୍ଟରେ ସମ୍ବଲପୁରୀ ଟ୍ରାକ ଜାଇଫୁଲ ଗୀତରେ ବିଦେଶିନୀଙ୍କ ପାଦକୁ ଅଧିର କରିଥିବା ଖ୍ୟାତାନାମା କୋରିଓଗ୍ରାଫର ଅନୁପମ ନାୟକ ପୁଣି ଏକ ନୂଆ ଡ୍ୟାନ୍ସିଂ ଟ୍ରାକରେ ନିଜର ଜଲୱା ଦେଖାଇଛନ୍ତି । କିନ୍ତୁ ଏଥର ଟିକିଏ ନିଆରା ଢଙ୍ଗରେ…
Read More...

ପ୍ରଥମ ଥର ପାଇଁ ସଲମାନଙ୍କ ଘରେ ବିରାଜମାନ ହେବେନି ଗଣପତି ବପ୍ପା ! ହେଲେ କାହିଁକି ?

ଚଳିତ ବର୍ଷ ସଲମାନଙ୍କ ଘରେ ବିରାଜମାନ ହେବେ ନାହିଁ ଗଜାନନ । ଦୀର୍ଘ ୧୪ ବର୍ଷ ହେଲା ସୁପରଷ୍ଟାର ସଲମାନ ଖାନଙ୍କ ଘରେ ତଥା ଗାଲାକ୍ସି ଆପାର୍ଟମେଂଟରେ ବହୁ ଧୂମ୍ ଧାମରେ ଗଣେଶ ଚତୁର୍ଥୀ ପାଳନ କରାଯାଇଥାଏ ଆଉ ଏହି ଉତ୍ସବରେ ବଲିଉଡର ବହୁ ନାମୀଦାମୀ କଳାକାରମାନେ ମଧ୍ୟ ସାମିଲ ହୋଇଥାନ୍ତି ।…
Read More...

୨୯ ବର୍ଷ ପରେ ରିଲିଜ୍ ହେବ ଗୁଲଜାରଙ୍କ ସିନେମା ‘ଲିବାସ୍’ !

ଲୋକପ୍ରିୟ ଲେଖକ ତଥା ଗୀତକାର ଗୁଲଜାରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଦୀର୍ଘ ୨୯ ହେବ ରିଲିଜ୍ ଅପେକ୍ଷାରେ ଥିବା ଗୁଲଜାରଙ୍କ ସିନେମା ‘ଲିବାସ୍’ ଚଳିତ ବର୍ଷ ରିଲିଜ୍ ହେବ । ସିନେମାଟି ନିଜର କିଛି ବିବାଦୀୟ କାରଣ ପାଇଁ ରିଲିଜ୍ ହୋଇପାରିନଥିଲା । ତେବେ ୨୨ ବର୍ଷ ପରେ ଗୋଆରେ ହୋଇଥିବା…
Read More...

ମହାରାଷ୍ଟ୍ର ସରକାରଙ୍କ ବଡ଼ ପଦକ୍ଷେପ ! ଆଉ ଲିକ୍ ହେବନି କୌଣସି ବି ସିନେମା

ଏବେଠାରୁ ଆଉ ଲିକ୍ ହେବ ନାହିଁ କୌଣସି ସିନେମା । ସିନେମା ଲିକ୍ ଯୋଗୁଁ ବଲିଉଡ଼ ଜଗତ ଚିନ୍ତାରେ ଥିବା ବେଳେ ମହାରାଷ୍ଟ୍ର ସରକାର ଏନେଇ ଏକ ବଡ଼ ତଥା ସ୍ୱାଗତଯୋଗ୍ୟ ପଦକ୍ଷେପ ନେବା ପାଇଁ ବିଚାର କରିଛନ୍ତି । ଖୁବ ଶୀଘ୍ର ମୁମ୍ବାଇରେ ପ୍ରଥମ ଥର ପାଇଁ ପିପକୋ ନାମକ ଆଂଟି ପାଇରେସି ସ୍ୱାର୍ଡ଼ ମହଜୁଦ…
Read More...

ଫିଲ୍ମରେ ମହିଳାଙ୍କୁ ନେଇ ହୋଇଥିବା ପରିବର୍ତ୍ତନରେ ମୁଁ ଖୁସି : କରୀନା କପୁର ଖାନ୍

ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାଙ୍କ ପ୍ରତି ବଦଳୁଥିବା ଛବିକୁ ନେଇ ଏବେ ଖୁବ୍ ଖୁସି ଜାହିର୍ କରିଛନ୍ତି କରୀନା କପୁର ଖାନ୍। ସେ କହିଛନ୍ତି ମହିଳାଙ୍କୁ ଏବେ ଫିଲ୍ମରେ ପ୍ରଗତିଶୀଳ ନଜରରେ ଦେଖାଯାଉଛି । ଏଥିପାଇଁ ସେ ବହୁତ ଖୁସି । କରୀନା କହିଛନ୍ତି , ‘ହିନ୍ଦୀ ଫିଲ୍ମରେ ଏବେ ଯେଉଁଭଳି ଭାବେ…
Read More...

‘ଦବଙ୍ଗ-୩’ରେ ସଲମାନଙ୍କ ସହ ରୋମାନ୍ସ କରିପାରନ୍ତି ଲୁଲିଆ ବନ୍ତୁର

ନାୟିକାଙ୍କ ହୃଦୟରେ ଘର କରିଥିବା ତଥା ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କର ଏକ ଅଲଗା ପରିଚୟ ରହିଛି । କେତେବେଳେ ସୁଲତାନ ସାଧାରଣ ଯୁବତୀଙ୍କୁ ନାୟିକା ହେବାର ସୁଯୋଗ ଦେଇଥାନ୍ତି ତ ପୁଣି କେତେବେଳେ କେତେକଙ୍କ ଫ୍ଲପ୍ କ୍ୟାରିଅରକୁ ସଜାଡିବାରେ ସହାୟକ ମଧ୍ୟ କରିଥାନ୍ତି । ଏମାନଙ୍କ ମଧ୍ୟରେ…
Read More...