Browsing Category

ମନୋରଞ୍ଜନ

ଲାଲ ବାଗର ରାଜାଙ୍କ ଆଶୀର୍ବାଦ ଲୋଡିଲେ ବିଗ୍ ବି ଅମିତାଭ

ଲାଲ ବାଗ୍ କା ରାଜାଙ୍କ ଆଶୀର୍ବାଦ ଲୋଡିଲେ ବିଗ୍ ବି ଅମିତାଭ । ମୁମ୍ବାଇର ପ୍ରସିଦ୍ଧ ଗଣେଶ ପୂଜା ସ୍ଥଳ ଲାଲ୍ ବାଗର ରାଜାଙ୍କ ଦର୍ଶନ ପାଇଁ ପହଁଚିଥିଲେ ଅମିତାଭ ବଚ୍ଚନ । ତାଙ୍କ ସହ ଥିଲେ ପୁଅ ଅଭିଷେକ ବଚ୍ଚନ । ତେବେ ଭିଡ଼ ଭିତରେ ବିଗ୍ ବି ଗଣପତି ବପ୍ପାଙ୍କ ଦର୍ଶନ କରିଛନ୍ତି । ବପ୍ପାଙ୍କ ଚରଣ…
Read More...

ଚର୍ଚ୍ଚାରେ ବରୁଣଙ୍କ ‘ଜୁଡୱା-୨’ର ‘ଟନ୍ ଟନା ଟନ୍’ ଗୀତ ! ୨୪ଘଂଟାରେ ୧କୋଟିରୁ ଉର୍ଦ୍ଧ୍ୱ ଭ୍ୟୁଜ୍

ବଲିଉଡ ଅଭିନେତା ବରୁଣ ଧାୱନଙ୍କର ଡବଲ ରୋଲର ଫିଲ୍ମ ‘ଜୁଡୱା-୨’ର ନୂଆ ଗୀତ ‘ଟନ୍ ଟନା ଟନ୍’ ଲୋକଙ୍କୁ ବହୁତ ଛୁଇଁପାରିଛି । ଏହି ଗୀତ ଫିଲ୍ମ ‘ଜୁଡୱା’ରେ ମଧ୍ୟ ଥିଲା । ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ୨୪ ଘଣ୍ଟା ଭିତରେ ଏହି ଗୀତ କୁ ୧କୋଟିରୁ ଅଧିକ ଭ୍ୟୁଜ୍ ମିଳିଛି । ଏହି ଗୀତକୁ…
Read More...

ଟ୍ୱିଟରରେ ଅଶାଳୀନ ଭିଡିଓ ସେୟାର୍ କରି ଫସିଲେ ଋଷି କପୁର୍ ! ପର୍ଣ୍ଣୋଗ୍ରାଫିକ୍ ଭିଡିଓ ଅପଲୋଡ୍ ଅଭିଯୋଗରେ ମାମଲା ରୁଜୁ

ବଲିଉଡର ଖ୍ୟାତାନାମା ଅଭିନେତା ଋଷି କପୁର୍ ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ । କିନ୍ତୁ ଗୋଟିଏ ଟୁଇଟ୍ ଏବେ ଋଷିଙ୍କୁ ଅଡୁଆରେ ପକାଇଛି । ଜଣେ ନାବାଳକର ଅଶାଳୀନ ତଥା ଅଶ୍ଳୀଳ ଭିଡିଓ ଟୁଇଟରରେ ସେୟାର୍ କରି ଫସିଯାଇଛନ୍ତି ଋଷି । ନିଜ ଟୁଇଟର ଆକାଉଂଟରେ ଏହି ପର୍ଣ୍ଣୋଗ୍ରାଫିକ୍ ଭିଡିଓ ସେୟାର୍…
Read More...

କାହିଁକି ବେବୋଙ୍କ ସହ କାମ କରିବାକୁ ମନା କରିଦେଲେ କିଙ୍ଗଖାନ୍ ! ଜାଣନ୍ତୁ କଣ ଘଟିଥିଲା ‘ରାୱନ’ର ସୁଟିଂ ସମୟରେ

ଦୀର୍ଘଦିନ ହେଲା ଏକାଠି ଦେଖିବାକୁ ମିଳୁନାହିଁ ବଲିଉଡ କିଙ୍ଗଖାନ୍ ଓ ବେବୋଙ୍କ ଯୋଡି । ଆପଣ କେବେ ଚିନ୍ତା କରିଛନ୍ତି କି, ଏହି ପପୁଲାର ଯୋଡି କାହିଁକି ଏକାଠି ନଜର ଆସୁନାହାଁନ୍ତି ? ଉଭୟଙ୍କ ମଧ୍ୟରେ ସେଭଳି କଣ ଘଟିଥିଲା କି ଯେଉଁଥିପାଇଁ ସେମାନେ ପରସ୍ପରଙ୍କ ସହ କଥାବାର୍ତ୍ତା ସଂପୂର୍ଣ୍ଣ…
Read More...

ଭାରତରେ ଏକ ଘଣ୍ଟା ଧରି ବନ୍ଦ ରହିଲା ଫେସବୁକ! ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେଙ୍କ ଆକାଉଣ୍ଟ ହ୍ୟାକ୍

ଶନିବାର ଭାରତରେ ଫେସବୁକ୍ ସେବା ପ୍ରାୟ ଘଣ୍ଟା ପର୍ଯ୍ୟନ୍ତ ଠପ୍ ହୋଇଯାଇଥିଲା । କମ୍ପୁଟର ଓ ମୋବାଇଲରେ ଫେସବୁକ୍ ସେବା ପୂରା ଧିମା ହୋଇଯାଇଥିଲା । କେବଳ ଭାରତ ନୁହେଁ ବିଶ୍ୱର ଅନେକ ସ୍ଥାନରେ ଗତକାଲି ଫେସବୁକ ସେବା ଏକରକମ ବେହାଲ ହୋଇଯାଇଥିଲା । ଫେସବୁକ୍ ଲଗଇନ୍ କରିବା ପରେ ସାଇଟ ପୂରା ଧିମା…
Read More...

ଖୁସି ଖବର: ଖୁବ୍ ଶୀଘ୍ର କପିଲ ଶର୍ମାଙ୍କ ସୋ’କୁ ଫେରି ପାରନ୍ତି ସୁନୀଲ ଗ୍ରୋବର

କିଛିଦିନ ହେଲା ଟିଭି ପରଦାରୁ ଅଦୃଶ୍ୟ ହୋଇଯାଇଥିବା ସୁନୀଲ ଗ୍ରୋବର ଏବେ କିନ୍ତୁ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ସୂଚନା ମୁତାବକ, ସୁନୀଲ ନିଜ ଟୁଇଟର ଆକାଉଂଟରେ ତାଙ୍କର ଜଣେ ଫ୍ୟାନଙ୍କୁ କପିଲ ଶର୍ମାଙ୍କ ସହ ଜଡିତ ଏକ ପ୍ରଶ୍ନର ଉତ୍ତରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ସୁନୀଲ…
Read More...

ଅନୀଲ୍ କପୁରଙ୍କୁ ସହି ପାରୁନଥିଲେ ସନ୍ନି ଦେଓଲ୍ : ସୁଟିଂ ସମୟରେ ତଣ୍ଟି ଚିପିବାକୁ କରିଥିଲେ ଚେଷ୍ଟା !

ସନ୍ନି ଦେଓଲଙ୍କ ନାଁ ଶୁଣିବା ମାତ୍ରେ ହିଁ ଦର୍ଶକଙ୍କ ମନରେ ଆପେ ଆପେ ଅନେକ ପ୍ରକାର ଛବି ତିଆରି ହୋଇଯାଇଥାଏ । ଏହି ସବୁ ଛବି ହେଉଛି ସିନେମାରେ ତାଙ୍କଦ୍ୱାରା ଅଭିନୟ କରାଯାଇଥିବା ଭୂମିକା । ଘାୟଲ୍ ,ଘାତକ, ଦାମିନୀ, ଗଦର ଏବଂ ଇଣ୍ଡିଆନ୍ ଭଳି ଅନେକ ସିନେମାରେ ସନ୍ନିଙ୍କ ଦମଦାର ଡାଇଲଗ୍ ଆଜି…
Read More...

ଆମେରିକା ଧାରାବାହିକରେ ନଜର ଆସିବେ ପୂଜା ବତ୍ରା !

ବଲିଉଡ ଅଭିନେତ୍ରୀ ପୂଜା ବତ୍ରା ନଜର ଆସିବେ ଆମେରିକା ଧାରାବାହିକରେ । ଆମେରିକା ଟେଲିଭିଜନ ଧାରାବାହିକ ‘ଲିଥଲ ୱେପନ’ରେ ସେ କରିବେ ଅଭିନୟ । ଏହାର ସୁଟିଂ ଏବେ ଆରମ୍ଭ ହୋଇଯାଇଛି । ପୂଜା ଶୁକ୍ରବାର ଦିନ ଟ୍ୱିଟରରେ ହଲିଉଡ ଅଭିନେତା ଡେମନ ୱାୟନ୍ସ ଓ କ୍ଲେୟନ କ୍ରାଫର୍ଡଙ୍କ ସହ ନିଜର ଏକ ଫଟୋ…
Read More...

ରିଲାଏନ୍ସ ମାଲିକଙ୍କ ଘରେ ଗଣେଶ ପୂଜା ଧୁମ ! ସାମିଲ ହେଲେ ବଲିଉଡ ଅଭିନେତା, ରାଜନେତା ଓ କ୍ରିକେଟର

ସାରା ଦେଶରେ ପାଳିତ ହୋଇ ଯାଇଛି ବିଘ୍ନରାଜଙ୍କ ପୂଜାର୍ଚ୍ଚନା । ଦେଶର ବାଣିଜ୍ୟ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ମଧ୍ୟ ବଡ ଧୁମଧାମରେ ପାଳିତ ହୋଇଛି ବିଘ୍ନରାଜଙ୍କ ପୁଜାର୍ଚ୍ଚନା । ପ୍ରତିବର୍ଷ ଭଳି ଏଥର ଗଣେଶ ଚର୍ତୁଥୀକୁ ବେଶ ଧୁମଧାମରେ ପାଳିଛନ୍ତି ଅମ୍ବାନୀ ପରିବାର । ରିଲାଏନ୍ସ…
Read More...

ଦୀର୍ଘ ୭ ବର୍ଷ ପରେ ଏକାଠି ପରଦାରେ ନଜର ଆସିବେ ବଲିଉଡ ଜଗତର ପାୱାର କପୁଲ୍ ଅଜୟ-କାଜଲ୍

୭ ବର୍ଷ ପରେ ପୁଣିଥରେ ଏକାଠି ପରଦାରେ ନଜର ଆସିବେ ଅଜୟ ଦେବଗନ ଓ କାଜଲ । ଉଭୟଙ୍କୁ ପ୍ରଦୀପ ସରକାରଙ୍କ ନିର୍ଦ୍ଦେଶିତ ଏକ ସିନେମାରେ ଦେଖିବାକୁ ମିଳିବ । ଶେଷଥର ପାଇଁ ଉଭୟ ଅଜୟ ଓ କାଜଲଙ୍କୁ ସିନେମା ‘ଟୁନପୁର କା ସୁପର ହିରୋ’ରେ ଦେଖିବାକୁ ପାଇଥିଲେ ଦର୍ଶକେ । ସିନେମାଟି କିନ୍ତୁ ବକ୍ସ ଅଫିସରେ…
Read More...