Browsing Category

ମନୋରଞ୍ଜନ

ବଲିଉଡ଼ରେ ଅର୍ଜୁନ-କୀର୍ତ୍ତି ଯୋଡ଼ିକୁ ନେଇ ଚର୍ଚ୍ଚା !

ସମୟ ସହ ତାଳ ଦେଇ ଏବେ ଦର୍ଶକଙ୍କ ରୁଚି ମଧ୍ୟ ବଦଳିବାରେ ଲାଗିଛି । ନୂଆ ନୂଆ କଳାକାର ମଧ୍ୟ ବଲିଉଡରେ ପ୍ରବେଶ କରୁଛନ୍ତି । ଏହି ଅନୁସାରେ ଏବେ ନୂଆ ନୂଆ ଯୋଡିଙ୍କ ଯୁଗ ଆରମ୍ଭ ହୋଇଯାଇଛି । ଦର୍ଶକ ବି ଏହି ନୂଆ ଯୋଡିଙ୍କୁ ଦେଖିବାକୁ ପସନ୍ଦ କରୁଛନ୍ତି । ଏବେ ଖୁବ୍ ଶୀଘ୍ର ଦର୍ଶକ ଆଉ ଏକ ନୂଆ…
Read More...

ଆସନ୍ତା କାଲି ଝିଅର ପ୍ରଥମ ଜନ୍ମଦିନ ! ଏହା ପୂର୍ବରୁ ଶାହିଦ୍ ଶେୟାର କଲେ ନିଜର ଫ୍ୟାମିଲି ଫଟୋ

ବଲିଉଡ ଅଭିନେତା ଶାହିଦ କପୁର ନିଜର ବିବାହକୁ ନେଇ ଯେମିତି ଚର୍ଚ୍ଚାରେ ଥିଲେ । ସେମିତି ଏବେ ନିଜର ଝିଅର ଜନ୍ମଦିନକୁ ନେଇ ଚର୍ଚ୍ଚାରେ । ଶାହିଦ୍ କପୁର ନିଜର ପତ୍ନୀ ମୀରା ରାଜପୁତ ଓ ଝିଅ ମିଶା ସହ ଏକ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହି ଫଟୋ ସହ ସେ ଏକ ଛୋଟ କ୍ୟାପସନ ଲେଖିଛନ୍ତି ,…
Read More...

ଫ୍ରାଇଡେ ରିଲିଜ୍ ! ଜେଂଟଲମ୍ୟାନ୍ ସିଦ୍ଧାର୍ଥଙ୍କୁ ଟକ୍କର ଦେବେ ବନ୍ଦୁକବାଜ୍ ନୱାଜୁଦ୍ଦିନ୍

ଫ୍ରାଇଡେ ରିଲିଜରେ ଆଜି ପରଦାକୁ ଆସିଛି ‘ଏ ଜେଂଟଲମ୍ୟାନ’ । ସିନେମାରେ ରହିଛି ସିଦ୍ଧାର୍ଥ ମଲହୋତ୍ରାଙ୍କ ଦୈତ ଭୂମିକା । ତାଙ୍କ ବିପକ୍ଷରେ ଅଛନ୍ତି ସିଂହଳି ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ । ଦମଦାର ଆକ୍ସନ ସାଙ୍ଗକୁ ରୋମାନ୍ସ ଏବଂ କମେଡି ରହିଛି ସିନେମାରେ । ଜ୍ୟାକଲିନଙ୍କୁ ଦର୍ଶକ ଆକ୍ସନ…
Read More...

ଫୋର୍ବସର ସବୁଠାରୁ ଆୟକାରୀ ସେଲିବ୍ରିଟି ! ଶ୍ରେଷ୍ଠ ୧୦ରେ ଶାହାରୁଖ , ସଲମାନ ଓ ଅକ୍ଷୟ

ଫୋର୍ବସ ଦ୍ୱାରା ଜାରି ବିଶ୍ୱର ସବୁଠୁ ଆୟକାରୀ ଅଭିନେତାଙ୍କ ତାଲିକା ପ୍ରକାଶ ପାଇଛି ବଲିଉଡ ପ୍ରଶଂସକଙ୍କ ପାଇଁ ଏହା ଏକ ବଡ ଖୁସି ଖବର ମନେହୋଇଛି । କାରଣ ବଲିଉଡର ସୁପରଷ୍ଟାର ଶାହାରୁଖ , ସଲମାନ ଖାନ୍ ଓ ଅକ୍ଷୟ କୁମାର ଏହି ତାଲିକାର ଶ୍ରେଷ୍ଠ ୧୦ ଭିତରେ ସ୍ଥାନ ପାଇଛନ୍ତି । ତାଲିକାର ଶୀର୍ଷରେ…
Read More...

ଗଣେଶ ପୂଜା ଅବସରରେ ଆରତୀ ଶୁଣାଇବେ ସଞ୍ଜୟ ଦତ୍ତ!

ଦେଶ ସାରା ଗଶେଶ ପୂଜା ପାଇଁ ପ୍ରସ୍ତୁତି ଚାଲିଛି । ସମେସ୍ତ ଏଥିପାଇଁ ଧୁମଧାମରେ ପ୍ରସ୍ତୁତି ପର୍ବ ଆରମ୍ଭ କରିଛନ୍ତି । ଏଥି ମଧ୍ୟରେ ବଲିଉଡ଼ ତାରକା ମଧ୍ୟ ଗଣେଶଙ୍କ ଭକ୍ତିରେ ଲୀନ ନଜର ଆସୁଛନ୍ତି । ଅଭିନେତା ସଞ୍ଜୟ ଦତ୍ତତ୍ତ ନିଜର ଆଗାମୀ ସିନେମା ‘ଭୂମି’ ପାଇଁ ଗଣେଷଶ ଆରତୀ ରେକର୍ଡ଼ କରିଛନ୍ତି…
Read More...

ରଣବୀରଙ୍କ ଖୁଲାସା ! କହିଲେ, କେବେ ଆଉ କେମିତି ହୋଇଥିଲା ଦୀପିକାଙ୍କ ସହିତ ପ୍ରେମ

ଦିନ ଥିଲା ବଲିଉଡ ଅଭିନେତା ରଣବୀର କପୂର ଏବଂ ନାୟିକା ଦୀପିକା ପାଦୁକୋନଙ୍କ ପ୍ରେମ ସଂପର୍କକୁ ନେଇ ବିଭିନ୍ନ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଥିଲା । ମାତ୍ର ଉଭୟଙ୍କ ବିଚ୍ଛେଦ ଖବର ସତେ ଯେମିତି ତାଙ୍କ ସହ ତାଙ୍କ ଫ୍ୟାନ୍ସଙ୍କୁ ମଧ୍ୟ ଚକିତ କରିଦେଇଥିଲା । ତେବେ ରଣବୀର -ଦୀପିକାଙ୍କ…
Read More...

୧୮ ଅଗଷ୍ଟରେ ନୂଆ ରୂପରେ ଆସିବ କେବିସି-୯ ! ଏଥର ଡିଜିଟାଲ ମୋଡରେ ମିଳିବ ପେମେଣ୍ଟ

ଷ୍ଟେଜ ପ୍ରସ୍ତୁତ । ପ୍ରତିଯୋଗୀ ବି ପ୍ରସ୍ତୁତ । ଅପେକ୍ଷା ୨୮ ଅଗଷ୍ଟକୁ । ଲୋକପ୍ରିୟ ପ୍ରତିଯୋଗିତା ମୂଳକ ଗେମ ଶୋ ‘କୋନ ବନେଗା କୋରଡପତି-୯’ ସିଜିନର ବିଗୁଲ ବାଜିବାକୁ ଆଉ ମାତ୍ର କିଛି ଦିନ ବାକି ଅଛି । ଏଥର ଏକ ନୂଆ ରଙ୍ଗ ଓ ନୂଆ ରୂପରେ ଦର୍ଶକଙ୍କ ସାମ୍ନାକୁ ଆସିବ କେବିସି । ଆଉ ଏହାକୁ…
Read More...

ମେହମ୍ମୁଦଙ୍କୁ ନିଜ ବାପା ପରି ମାନୁଥିଲେ ବିଗ୍ ବି ! ତଥାପି ଦେଇଥିଲେ ଏମିତି ଆଘାତ ସାରାଜୀବନ ଭୁଲିପାରିନଥିଲେ ଏହି…

ବଲିଉଡର ଲୋକପ୍ରିୟ ହାସ୍ୟଅଭିନେତା ମେହମ୍ମୁଦ୍ ସର୍ବଦା ନିଜ ବିନ୍ଦାସ୍ ଅନ୍ଦାଜ୍ ପାଇଁ ଜଣାଶୁଣା । କୁହାଯାଏ ମେହମ୍ମୁଦଙ୍କ ଜଲୱା ବିଟାଉନରେ ନାୟକ ମାନଙ୍କଠାରୁ ଅଧିକ ଥିଲା । ତେଣୁ ହିରୋମାନଙ୍କଠାରୁ ମେହମ୍ମୁଦ ଅଧିକ ପାରିଶ୍ରମିକ ନେଉଥିଲେ । ବର୍ତ୍ତମାନ ସମୟରେ ହାସ୍ୟଅଭିନେତାମାନେ ସିନେମାରେ…
Read More...

‘ପଦ୍ମାବତୀ’ ସିନେମା ପାଇଁ ଅଧିକ ପାରିଶ୍ରମିକ ନେଲେ ରଣବୀର ସିଂ ! ଶାହିଦଙ୍କୁ ଲାଗିଲା ଝଟକା

ବଲିଉଡ଼ର ଦୁଇ ଲୋକପ୍ରିୟ ଅଭିନେତା ରଣବୀର ସିଂ ଓ ଶାହିଦ କପୁର ମଧ୍ୟରେ ବିବାଦ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଏବେ ପୁଣି ଥରେ ଉଭୟଙ୍କ ମଧ୍ୟରେ ବିବାଦକୁ ନେଇ ବଲିଉଡ଼ରେ ହଲଚଲ ସୃଷ୍ଟି ହୋଇଛି । ଏଥର ମମାଲା ଉଭୟଙ୍କ ଭୂମିକାକୁ ନେଇ ନୁହଁ ବରଂ ପାରିଶ୍ରମିକ ପାଇଁ ଦୁଇ ଜଣଙ୍କ ମଧ୍ୟରେ ଝଡ଼…
Read More...

ମୀନା କୁମାରୀଙ୍କ ଜୀବନରେ ବି ଝଡ଼ ସୃଷ୍ଟି କରିଥିଲା ତିନି ତଲାକ୍

ତିନି ତଲାକ୍ ଭଳି ଘୃଣ୍ୟ ସାମାଜିକ ପ୍ରଥାକୁ ଦେଶରୁ ସଂପୂର୍ଣ୍ଣ ରୂପେ ବନ୍ଦ ହେବା ନେଇ ଗତକାଲି ସୁପ୍ରିମକୋର୍ଟ ଐତିହାସିକ ରାୟ ପ୍ରକାଶ କରିଥିଲେ । ତେବେ ଏହି ପ୍ରଥା କିଭଳି ସମାଜରେ ଏକ ନକରାତ୍ମକ ପ୍ରଭାବ ସୃଷ୍ଟି କରିଥିଲା ତାହା ପ୍ରତିଫଳିତ ହୋଇଥାଏ ବଲିଉଡ ଜଗତର ଖ୍ୟାତନାମା ଅଭିନେତ୍ରୀ…
Read More...