Browsing Category

ମନୋରଞ୍ଜନ

ଗୋପନୀୟ ଭାବେ ବିବାହ କଲେ ବଲିଉଡର ବୋଲ୍ଡ ନାୟିକା ରିୟା ସେନ୍ ! କାହିଁକି ଜାଣନ୍ତୁ

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡର ହଟ୍ ନାୟିକା ରିୟା ସେନ୍ । ନିଜ ଦୀର୍ଘଦିନର ବନ୍ଧୁ ଶିଭମ୍ ତିୱାରୀଙ୍କୁ ଗୋପନୀୟ ଭାବେ ବିବାହ କରିଛନ୍ତି ରିୟା । ପ୍ରଥମେ ଖବର ଆସିଥିଲା, ରିୟା କାଳେ ଚଳିତ ମାସ ଶେଷ ସପ୍ତାହବେଳକୁ ବିବାହ କରିପାରନ୍ତି ବୋଲି । ମାତ୍ର ରିୟାଙ୍କ ଏଭଳି ଅଚାନକ ଭାବେ…
Read More...

ବକ୍ସ ଅଫିସରେ ଫିଲ୍ମ ‘ଜବ୍ ହାରି ମେଟ୍ ସିଜେଲ୍’ର ଅସଫଳତା ! ଡିଷ୍ଟ୍ରିବ୍ୟୁଟର୍ସମାନେ ଶାହାରୁଖଙ୍କ ଠାରୁ ମାଗିଲେ ଅର୍ଥ…

କିଛି ମାସ ତଳେ ଯେତେବେଳେ ସଲମାନ ଖାନଙ୍କ ଫିଲ୍ମ ‘ଟ୍ୟୁବଲାଇଟ୍’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରିନଥିଲା , ସେତେବେଳେ ସେ ଡିଷ୍ଟ୍ରିବ୍ୟୁଟର୍ସଙ୍କର କ୍ଷତି ଭରଣା ପାଇଁ ୩୨ କୋଟି ଟଙ୍କା ଫେରସ୍ତ ଦେଇଥିଲେ । ଏବେ ଅନୁରୂପ ଶାହାରୁଖଙ୍କ କ୍ଷେତ୍ରରେ ହେବାକୁ ଯାଉଛି । ଶାହାରୁଖଙ୍କ ଫିଲ୍ମ…
Read More...

ସୈଫଙ୍କ ସିନେମା ‘କାଲାକାଣ୍ଡି’ ଉପରେ ସେନ୍ସରର କଳାଛାଇ ! ଫିଲ୍ମରୁ କଟିଲା ୭୩ଟି ବିବାଦୀୟ ସିନ୍

ସୈଫ୍ ଅଲ୍ଲୀ ଖାନଙ୍କ ସିନେମାର ଲାଗିଛି ସେନ୍ସର କଇଁଚି । ଛୋଟେ ନବାବଙ୍କ ଆଗାମୀ ସିନେମା ‘କାଲାକାଣ୍ଡି’ରେ ପ୍ରାୟ ୭୩ଟି କଟ୍ କରିଛି ସେନ୍ସର ବୋର୍ଡ । ଫଳରେ ତେଣୁ ବିଳମ୍ବ ହୋଇପାରେ ରିଲିଜ୍ । ସୂଚନା ଅନୁସାରେ, ସିବିଏଫସି ‘କାଲାକାଣ୍ଡି’ ଡାଇରେକ୍ଟରଙ୍କୁ ସିନେମାରୁ ୭୩ଟି ବିବାଦୀୟ ସିନ୍…
Read More...

ସ୍ୱାଇନ ଫ୍ଲୁ ପରେ ପ୍ରଥମ ଥର ପାଇଁ ନଜର ଆସିଲେ ଆମୀର ଖାନ୍ ! ପ୍ରଶଂସକଙ୍କ ସହ ନେଲେ ସେଲ୍ଫି

କିଛି ଦିନ ପୂର୍ବରୁ ଖବର ଆସିଥିଲା ବଲିଉଡ଼ର ମିଷ୍ଟର ପରଫେକ୍ସନିଷ୍ଟ ସ୍ୱାଇନ ପ୍ଲୁରେ ପୀଡ଼ିତ ଥିଲେ । ଏବେ ଲାଗଛି ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ନିକଟରେ ଆମୀର ଖାନ୍ ମୁମ୍ବାଇର ଅନ୍ଧେରୀରେ ପ୍ରଶଂସକଙ୍କ ସହ ସେଲ୍ଫି ଉଠାଇଥିବାର ଦେଖାଯାଇଥିଲା । ସୂଚନାଯୋଗ୍ୟ ଏକୁଟିଆ ଆମୀର ଖାନ୍…
Read More...

‘ବେଟି ବଚାଓ’ ନୁହେଁ ‘ବେଟି କୋ ବଚାଓ’! ଦୁଷ୍କର୍ମ ଘଟଣାରେ ମୋଦିଙ୍କୁ ଦିବ୍ୟଙ୍କାଙ୍କ ଟୁଇଟ୍

ଝିଅର ମା’ ହେବାପାଇଁ ଡରୁଛନ୍ତି ଛୋଟ ପରଦାର ବଡ ନାୟିକା ଦିବ୍ୟଙ୍କା ତ୍ରିପାଠୀ । ହେଲେ ତାଙ୍କର ଏହି ଡର ନିଜ କ୍ୟାରିୟର୍ କିମ୍ବା ପୁଅ ମୋହ ପାଇଁ ନୁହେଁ । ବରଂ ଝିଅ ମାନଙ୍କ ପ୍ରତି ଦିନକୁ ଦିନ ବଢୁଥିବା ଅତ୍ୟାଚାର ପାଇଁ । ମହିଳା ମାନଙ୍କ ପ୍ରତି ବଢୁଥିବା ଦୁଷ୍କର୍ମ ଏବଂ ଅତ୍ୟାଚାର ଭଳି…
Read More...

ଶ୍ରଦ୍ଧାଙ୍କ ସହ ରୋମାନ୍ସ କରିବେ ବାହୁବଳୀ ପ୍ରଭାସ ! ଆସୁଛି ସିନେମା ‘ସାହୋ’

ବାହୁବଳୀ ଷ୍ଟାର ପ୍ରଭାସ ଏବେ ବଲିଉଡ଼ର ହଟେଷ୍ଟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ସହ ରୋମାନ୍ସ କରିବେ । କଥାଟା ଟିକିଏ ଅଡୁଆ ଲାଗୁଥିଲେ ମଧ୍ୟ ସତ । ମିଡିଆ ରିପୋର୍ଟ ମୁତାବିକ,ଆକ୍ସନ ଓ ଡ୍ରାମାଭିତ୍ତିକ ଫିଲ୍ମ ‘ସାହୋ’ରେ ଉଭୟ ପ୍ରଭାସ ଓ ଶ୍ରଦ୍ଧା ଲିଡ଼ ରୋଲରେ ନଜରକୁ ଆସିବେ । ଏହି ଫିଲ୍ମଟି…
Read More...

କଣ ଏହି ଯୁବତୀଙ୍କ ପାଇଁ କମେଡ଼ି କିଙ୍ଗ୍ କପିଲ୍ ଓ ସିଦ୍ଧୁପାଜୀ ହୋଇପାରନ୍ତି ଅଲଗା ?

କମେଡ଼ି କିଙ୍ଗ୍ କପିଲ୍ ଶର୍ମା ଏବଂ ପୂର୍ବତମ କ୍ରିକେଟର-ନେତା ନବଜୋତ୍ ସିଂହ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ଯଦି ଉଭୟଙ୍କ ସଂପର୍କକୁ ଦେଖାଯାଏଁ ତେବେ କପିଲ୍ ଏବଂ ସିଦ୍ଧୁଙ୍କ ସଂପର୍କ ଖୁବ୍ ନିବିଡ଼ ଅଟେ । ସିଦ୍ଧୁ ସର୍ବଦା କପିଲଙ୍କ ସାଥୀରେ…
Read More...

‘ଜୁଡ଼ୱା ୨’ସିନେମାର ପୋଷ୍ଟରରେ ବରୁଣ ଧାୱନଙ୍କ ଡ଼ବଲ ଧମାକା ! ଜାଣନ୍ତୁ କେବେ ହେବ ରିଲିଜ୍

ବରୁଣ ଧାୱନଙ୍କ ଆଗାମୀ ସିନେମା ‘ଜୁଡୱା ୨’ର ପୋଷ୍ଟର ରିଲିଜ ହୋଇଯାଇଛି । ସିନେ ନିର୍ମାତା ତଥା ଡେଭିନ ଧାୱନଙ୍କ ୬୫ ଜନ୍ମଦିନ ଅବସରରେ ପୁଅ ବରୁଣ ଏହି ପୋଷ୍ଟରକୁ ଟ୍ୱିିଟର ଜରିଆରେ ଜାରି କରିଛନ୍ତି । ଡେଭିନ ଧାୱନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କମେଡ଼ି ସିନେମାରେ ବରୁଣ ଦୈତ ଭୂମିକାରେ ନଜର…
Read More...

ଦିଲ୍ଲୀରେ ମୋତେ ଖୁବ୍ ଡର ଲାଗେ : ନେହା ଧୁପିଆ

ବଲିଉଡ୍ ଅଭିନେତ୍ରୀ ନେହା ଧୁପିଆ କହିଛନ୍ତି ଆଜି ବି ତାଙ୍କର ପ୍ରଥମ ପସନ୍ଦ ଅଭିନୟ । ନିଜର ଅଡିଓ ଚାଟ୍ ସୋ’ ‘ ନୋ ଫିଲଟର ନେହା ’ ସିଜିନ୍-୨କୁ ପ୍ରମୋଟ୍ କରିବାକୁ ଆସିଥିବା ନେହା ମିଡିଆକୁ କହିଥିଲେ ଅନେକ ମନର କଥା । ନେହା କହିଛନ୍ତି ଯେ , ଦିଲ୍ଲୀକୁ ସେ ଭାରି ଡରନ୍ତି । ସେ ମୁମ୍ବାଇରେ…
Read More...

ଦୀର୍ଘ ସମୟ ଅଟକି ପାରେ ଫିଲ୍ମ ‘ପଦ୍ମାବତୀ’ର ସୁଟିଂ !

ଫେଡରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲାଇଜ୍ ନିଜର ଦାବୀ ନେଇ ଷ୍ଟ୍ରାଇକ୍ କରିବା ପରେ ଅନେକ ସମସ୍ୟା ଦେଖାଦେଇଛି । ଫଳରେ ଅନେକ ଟିଭି ସୋ’ ଓ ଅନେକ ଫିଲ୍ମର ସୁଟିଂରେ ସଂକଟ ଦେଖାଦେଇଛି । ଏବେ ଏହି ନିର୍ମାତା ଡର ଯେ ଏହି ଷ୍ଟ୍ରାଇକ୍ ଦ୍ୱାରା ସେମାନଙ୍କର କାମ କାଳେ ଠପ୍ ହୋଇଯିବ । ଆଉ…
Read More...