Browsing Category

ବନ୍ୟା ବିତ୍ପାତ

ରାଜ୍ୟର ବିଭିନ୍ନ ନଦୀରେ ବଢୁଛି ଜଳସ୍ତର ! ଏସଆରସିଙ୍କ ସୂଚନା ଉତ୍ତର ଓଡିଶାରେ ଲଗାଣ ବର୍ଷା,ବିପଦ ସଂକେତ ସାମାନ୍ୟ ଉପରେ…

କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ଜାରି ରହିଛି । ଆଜି ସକାଳୁ ମୟୁରଭଞ୍ଜ, ଦେବଗଡ, ବରଗଡ ଓ କେନ୍ଦୁଝରରେ ଅଧିକ ବର୍ଷା ହୋଇଛି । ଆନନ୍ଦପୁରରେ ବୈତରଣୀର ନଦୀ ଫୁଲୁଛି । ଆଖୁଆପଦାରେ ଜଳସ୍ତର ବିପଦ ସଙ୍କେତର ସାମାନ୍ୟ ଉପରେ ରହିଛି । ଏସଆରସି ଆଜି ଏହି ସୂଚନା…
Read More...

ଉତ୍ତର ଓଡିଶାରେ ଲଗାଣ ବର୍ଷା ! ଫୁଲୁଛି ବୈତରଣୀ, ବ୍ରାହ୍ମଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା

କନକ ବ୍ୟୁରୋ : ଚିନ୍ତା ବଢାଇଲା ଲଗାଣ ବର୍ଷା । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ନଦୀର ବିପଦ ସଂକେତ ୩୭ ଦଶମିକ ୪୫ ଥିବା ବେଳେ ବର୍ତ୍ତମାନ ନଦୀର ଜଳସ୍ତର ୩୭ ଦଶମିକ ୩୭ ଦଶମିକ ୪୭ ରହିଛି । ତେବେ କ୍ରମାଗତ ଭାବେ ନଦୀର ଜଳସ୍ତର ବୃଦ୍ଧି ପାଉଛି । ଫଳରେ ନଦୀକୂଳିଆ ଅଂଚଳରେ ଆତଙ୍କ…
Read More...

ଉତ୍ତର ଓଡିଶାରେ ବନ୍ୟା ସମ୍ଭାବନା ! ୬ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିଠି ଲେଖିଲେ ସରକାର

କନକ ବ୍ୟୁରୋ : ଚିନ୍ତା ବଢାଇଲା ଲଗାଣ ବର୍ଷା । ଫୁଲୁଛି ଉତ୍ତର ଓଡିଶାର ପ୍ରମୁଖ ନଦୀ । ଉତ୍ତର ଓଡିଶାରେ ବନ୍ୟା ସମ୍ଭାବନା । ୬ ଜିଲ୍ଲାପାଳଙ୍କୁ ଏନେଇ ସତର୍କ ରହିବାକୁ ଚିଠି ଲେଖିଲେ ସରକାର । ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖାରେ ଆସିପାରେ ବନ୍ୟା । ବିପଦ ସଙ୍କେତ ଉପରେ…
Read More...

ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ! ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲାସ୍ତରରେ ସବୁ ଅଫିସରଙ୍କୁ…

କନକ ବ୍ୟୁରୋ : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତା ୨୪ ଘଂଟା ଭିତରେ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଘୂର୍ଣ୍ଣିବଳୟ ପ୍ରଭାବରେ ସୁନ୍ଦରଗଡ , କେନ୍ଦୁଝର, ମୟୁରଭଞ୍ଜ ଏବଂ ବାଲେଶ୍ୱରରେ ଆସନ୍ତା ୪୮ ଘଂଟା…
Read More...

ବର୍ଷାରେ ବେହାଲ ଓଡିଶା : ରାଜଧାନୀରେ ଭାଂଗିଲା ରେକର୍ଡ ,ଭୁଶୁଡି ପଡିଲା ବିମାନ ବନ୍ଦର ପାଚେରୀ

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱର ବର୍ଷା ପାଣିରେ ଉବୁଟୁବୁ । ଗତକାଲିର ମୂଷଳ ଧାରା ବର୍ଷା ପରେ ବେହାଲ ହୋଇଛି ସାରା ସହର । ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହି କୃତ୍ରିମ ବନ୍ୟାର ସ୍ଥିତି ସୃଷ୍ଟି କରିଛି । ରାସ୍ତା ଉପରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା । ଭୁବନେଶ୍ୱରରେ…
Read More...

ରାଜ୍ୟରେ ବନ୍ୟା ସ୍ଥିତି ସାମାନ୍ୟ ହୋଇଛି : ସ୍ୱତନ୍ତ୍ର ରିଲିଫ୍ କମିଶନର୍

କନକ ବ୍ୟୁରୋ : ରାଜ୍ୟରେ ବନ୍ୟା ସ୍ଥିତି ସାମାନ୍ୟ ହୋଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍ । ନଦୀ ଗୁଡିକରେ ଜଳସ୍ତର କମିଛି । ତେବେ ନବରଙ୍ଗପୁର ଓ ମାଲକାନଗିରିରେ ସତର୍କ ବଜାୟ ରହିଥିବା ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ନବରଙ୍ଗପୁରର ୩ଟି…
Read More...

ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲା ବେହାଲ ! ବୋରିଗୁମ୍ମା ବ୍ଲକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ

କନକ ବ୍ୟୁରୋ :  ରାଜ୍ୟରେ ବନ୍ୟାସ୍ଥିତିରେ ସୁଧାର ଆସିଛି । କଲ୍ୟାସିଂହପୁର, ରାୟଗଡାରେ ବନ୍ୟାପାଣି କମୁଛି । ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲା ବେହାଲ ହୋଇଛି । ଜିଲ୍ଲାର ସବୁଆଡେ ପାଣି ଭରିଯାଇଥିବାବେଳେ ବୋରିଗୁମ୍ମା ବ୍ଲକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବ୍ଲକର ସିଙ୍ଗାରୀ ନଦୀରେ…
Read More...

ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ସ୍ଥିତି ଖରାପ !

କନକ ବ୍ୟୁରୋ : ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ସ୍ଥିତି ଖରାପ ହୋଇଛି । ଜୁନାଗଡାରେ ୧୧୨ ମିମି , ଜୟପାଟଣାରେ ୧୮୫, ଥୁଆମୁଳ ରାମପୁରରେ ୧୧୭ ଓ କଲମପୁରରେ ୮୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେପଟେ ଉଦଳା କପ୍ତିପଦା ମୁଖ୍ୟ ରାସ୍ତା କଣ୍ଠାଳ ନଦୀର ଅସ୍ଥାୟୀ ପୋଲ ଉପରେ ୨…
Read More...

ବିଚ୍ଛିନ୍ନାଂଚଳକୁ ବିଚ୍ଛିନ୍ନ କଲା ବନ୍ୟା ପାଣି ! ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

କନକ ବ୍ୟୁରୋ: ବିଚ୍ଛିନ୍ନାଂଚଳକୁ ବିଚ୍ଛିନ୍ନ କଲା ବନ୍ୟା ପାଣି । ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଜିଲ୍ଲାର ଅଧିକାଂଶ ନଦୀରେ ବନ୍ୟା ପାଣି ପ୍ରବାହିତ ହେଉଛି । ୩୨୬ ନମ୍ବର ଜାତୀୟ ରାଜପଥରେ ବନ୍ୟା ଜଳ ପ୍ରବାହିତ ହେବାରୁ ଯାତାୟାତ ଠପ୍…
Read More...

ମାଲକାନଗିରି ବିଚ୍ଛିନ୍ନାଂଚଳରେ ବନ୍ୟା ପରିସ୍ଥିତି ! ଏମଭି ୯୦, ଏମଭି ୯୬ ନାଳ ଉପରେ ୫ଫୁଟର ପାଣି

କନକ ବ୍ୟୁରୋ : ବିଚ୍ଛିନ୍ନାଚଂଳ କାଲିମେଳାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦୁଇ ଦିନ ହେବ ବର୍ଷା ଲାଗି ରହିଥିବା ବେଳେ ଏମଭି ୯୦ , ଏମଭି ୯୬ ନାଳ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ କାଲିମେଳାରୁ ମୋଟୁ ଅଂଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
Read More...