Browsing Category

ବନ୍ୟା ବିତ୍ପାତ

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ନେଲା ଡିପ୍ରେସନର ରୂପ ! ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଟାପ ଘନୀଭୂତ ହୋଇ ଡିପ୍ରେସନର ରୂପ ନେଇଛି । ଏହା ଦକ୍ଷିଣପୂର୍ବ ଦିଗରେ ପୁରୀଠାରୁ ୫୦ କିମି ଦୂରରେ ଅଛି । ଆଜି ରାତିରେ ଏହି ଅବପାତ ପୁରୀ-ଗୋପାଳପୁର ଅତିକ୍ରମ କରିବ । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି…
Read More...

ରାୟଗଡା ଓ କଳାହାଣ୍ଡି ପରେ ନବରଙ୍ଗପୁରରେ ବନ୍ୟା ପରିସ୍ଥିତି ! ଫୁଲୁଛି ପେଟଫୁଲା ନଦୀ

କନକ ବ୍ୟୁରୋ : ରାୟଗଡାର କଲ୍ୟାଣସିଂହପୁର ଓ କଳାହଣ୍ଡି ପରେ ନବରଙ୍ଗପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନବରଙ୍ଗପୁରରେ ପେଟଫୁଲା ନଦୀ ଫୁଲୁଛି । ଫଳରେ ବିଭିନ୍ନ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏବେ ବି ବର୍ଷା ଲାଗି ରହିଥିବା ବେଳେ ବନ୍ୟାକୁ ନେଇ ଆଶଙ୍କାରେ ସମୟ କାଟୁଛନ୍ତି…
Read More...

ବନ୍ୟାସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ! ୭ ଦିନ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳଙ୍କୁ…

କନକ ବ୍ୟୁରୋ: ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ବନ୍ୟା କ୍ଷୟକ୍ଷତିର ଆକଳନ କରି ୭ଦିନ ଭିତରେ ରିପୋର୍ଟ ଦେବେ ଜିଲ୍ଲାପାଳ । ରାଜ୍ୟ ସଚିବାଳୟରୁ ଭିଡିଓ କନଫରେନସିଂ ଜରିଆରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।…
Read More...

କମିଛି ବନ୍ୟାପାଣି ! କଳାହାଣ୍ଡି ଓ ରାୟଗଡ଼ାରେ ରିଲିଫ୍ କାମ ତ୍ୱରାନ୍ୱିତ

କନକ ବ୍ୟୁରୋ: ନାଗାବଳୀ ଏବଂ କଲ୍ୟାଣୀ ନଦୀର ଜଳସ୍ରୋତ କମି କମି ଆସୁଛି । ଜନବସତି ଭିତରୁ ଦୂରକୁ ଚାଲି ଯାଇଛି ବନ୍ୟାଜଳ । ହେଲେ ବଢୁଛି ଲୋକଙ୍କ ସମସ୍ୟା । ବନ୍ୟା ବିଗାଡି ଦେଇଥିବା ଘରକୁ ସଜାଡିବାରେ ଲାଗିଛନ୍ତି କଲ୍ୟାଣସିଂହପୁରର ବନ୍ୟା ପ୍ରପୀଡ଼ିତ । ଆକାଶମାର୍ଗରୁ ଲୋକଙ୍କ ପାଖରେ ପହଂଚିଛି…
Read More...

ମହାନଦୀରେ ନାହିଁ ବନ୍ୟା ଆଶଙ୍କା !

କନକ ବ୍ୟୁରୋ : ସେପଟେ ମହାନଦୀରେ ଏବେ ବନ୍ୟା ଆଶଙ୍କା ନାହିଁ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ଷା ଫଳରେ ରାୟଗଡା ଜିଲାର ନାଗାବଳୀ ଓ କଲ୍ୟାଣୀ ନଦୀରେ ଆସିଛି ଭୟଙ୍କର ବନ୍ୟା । ଦକ୍ଷିଣ ଓଡିଶାର ପ୍ରମୁଖ ନଦୀଗୁଡିକର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ…
Read More...

କଟକ ହେଉଛି କଲବଲ ! ବର୍ଷାରେ ଭାସିଲା ସର୍ବ ପୁରାତନ ସହର

କନକ ବ୍ୟୁରୋ : ବନ୍ୟା, ଦକ୍ଷିଣ ଓଡିଶାର ଦୁଃଖ ବଢାଇଥିବା ବେଳେ ଉପକୂଳରେ ଉବୁଟୁବୁ ହେଉଛି କଟକ ସହର । ଗତକାଲିଠାରୁ ଆରମ୍ଭ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ କଟକ ସହରର ବିଭିନ୍ନ ସାହିରେ ବର୍ଷା ପାଣି ଜମି ରହିଛି । ଜଳନିଷ୍କାସନ ବ୍ୟବସ୍ଥା ଠିକ ଭାବରେ କାର୍ଯ୍ୟକାରୀ ହେଉନଥିବାରୁ ଘରେ ଘରେ ଲହଡି…
Read More...

ଆସୁଛି ବର୍ଷା ବିପତ୍ତି ! ବନ୍ୟା ସମୟରେ ଆଶଙ୍କା ବଢ଼ାଇଲା ପାଣିପାଗ ବିଭାଗର ପୂର୍ବାନୁମାନ

କନକ ବ୍ୟୁରୋ : ବର୍ଷା, ବନ୍ୟା ଓ ବିପତ୍ତି ଭିତରେ ଆଶଙ୍କା ବଢ଼ାଇ ଦେଇଛି ପାଣିପାଗ ବିଭାଗର ପୂର୍ବାନୁମାନ । ଘନିଭୂତ ହୋଇଛି ଲଘୁଚାପ, ଯାହା ୨୪ ଘଂଟା ମଧ୍ୟରେ ଡିପ୍ରେସନର ରୂପ ନେବାର ସଂଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ରହିଛି ।…
Read More...

ହେଲିକପ୍ଟଟରରେ ରିଲିଫ୍ ! ରାୟଗଡ଼ା ଓ କଳାହାଣ୍ଡିରେ ଆକାଶମାର୍ଗରୁ ଲୋକଙ୍କ ପାଖରେ ପହଂଚିଲା ଖାଦ୍ୟ ପୁଡ଼ିଆ

କନକ ବ୍ୟୁରୋ : ପାଣି କମିଛି, ହେଲେ ସମସ୍ୟା ବଢ଼ିଛି । ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ବନ୍ୟା ସ୍ଥିତିର ମୁକାବିଲା ପାଇଁ ଜୋରଦାର ପ୍ରୟାସ ଚାଲିଛି । ଆକାଶମାର୍ଗରୁ ଲୋକଙ୍କ ପାଖରେ ପହଂଚୁଛି ଖାଦ୍ୟ ପୁଡ଼ିଆ । ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ପାଣି ଘେରରେ ଫଶି ରହିଥିବା ଲୋକଙ୍କୁ…
Read More...

ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣପୁଦ ସେଠୀଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ !

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ରାୟଗଡାରେ ବନ୍ୟା ପରିସ୍ଥିତି । ରାୟଗଡା ଜିଲ୍ଲାର କଲ୍ୟାଣସିଂପୁର ଓ ରାୟଗଡା ବ୍ଲକରେ ବନ୍ୟା ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି ସରକାର । ବନ୍ୟା ସ୍ଥିତିକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣପୁଦ ସେଠୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ବନ୍ୟା…
Read More...

ରାଜ୍ୟରେ ବନ୍ୟା ପରିସ୍ଥିତିରେ ଆସିଛି ସୁଧାର ! ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଉଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ…

କନକ ବ୍ୟୁରୋ : ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବନ୍ୟା ପ୍ରଭାବିତ ଅଂଚଳରେ ରନ୍ଧା ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଇଛି । ପାଣିଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଆକାଶ ମାର୍ଗରୁ ମଧ୍ୟ ରିଲିଫ୍…
Read More...