Browsing Category

ବନ୍ୟା ବିତ୍ପାତ

ମିଶନ ମୋଡରେ ସରକାର ! ଘନଘନ ବର୍ଷା ଭିତରେ ଚାଲିଛି ଅପରେସନ, ଉଦ୍ଧାର ଓ ରିଲିଫ ଉପରେ ଫୋକସ୍

ଦକ୍ଷିଣ ଓଡିଶାର ବନ୍ୟା ସ୍ଥିତି ସରକାରଙ୍କ ନିଦ ହଜାଇଛି । ମିଶନ ମୋଡରେ ଚାଲିଛି ଲୋକଙ୍କ ପାଖକୁ ପହଂଚିବାକୁ ଉଦ୍ୟମ । ଉଦ୍ଧାରକାରୀ ଦଳ ଓ ସ୍ୱାସ୍ଥ୍ୟସେବା ଲୋକଙ୍କ ପାଖକୁ ନିରନ୍ତର ପହଂଚାଇବାକୁ ଚାଲିଛି ଜୋରଦାର ଚେଷ୍ଟା । ଆଉ ଏପଟେ ଭୁବନେଶ୍ୱରରେ ବସି ସବୁକିଛି ଉପରେ ନଜର ରଖିଛନ୍ତି ଅଧିକାରୀ…
Read More...

ରାୟଗଡ଼ା : ବନ୍ୟା ଯୋଗୁଁ କେଉଁଠି ପୋଲ ଭାଙ୍ଗି ଯାଇଛି ତ ଆଉ କେଉଁଠି ପୋଲ ସଂପୂର୍ଣ୍ଣ ଭାସି ଯାଇଛି

କନକ ବ୍ୟୁରୋ : ବନ୍ୟା ଧୋଇ ନେଇଛି ପୋଲ । କେଉଁଠି ପୋଲ ଭାଙ୍ଗି ଯାଇଛି, ତ ଆଉ କେଉଁଠି ପୋଲ ସଂପୂର୍ଣ୍ଣ ଭାସି ଯାଇଛି । କଲ୍ୟାଣୀ ବ୍ରିଜ୍, କୁମାରଗୁଡ଼ା ପୋଲ, ଗୁଣ୍ଡିଗୁଡ଼ା ବ୍ରିଜ୍, ନାଗାବଳୀ ବ୍ରିଜ୍ ଏବଂ ବିନିସପୁର ଝୁଲା ପୋଲ, ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗି ଯାଇଛି । କ୍ରମାଗତ ଭାବରେ ନଦୀରେ…
Read More...

ରାଜ୍ୟରେ ବନ୍ୟା ପରିସ୍ଥିତି ଉପଜୁଥିବାବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବସିଲା…

କନକ ବ୍ୟୁରୋ : ରାଜ୍ୟରେ ବନ୍ୟା ପରିସ୍ଥିତି ଉପଜୁଥିବାବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବନ୍ୟା ପରିସ୍ଥିତି ଦେଖାଦେଇଥିବା ଅଂଚଳ ଗୁଡିକରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଥିବା…
Read More...

ବନ୍ୟା ବିପନ୍ନଙ୍କ ପାଖରେ ହେଲିକପ୍ଟର ଯୋଗେ ପହଂଚିଲା ରିଲିଫ୍ !

କନକ ବ୍ୟୁରୋ : ରାୟଗଡାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ବନ୍ୟା ବିପନ୍ନଙ୍କ ପାଖରେ ରିଲିଫ ସାମଗ୍ରୀ ପହଂଚିବାରେ ବିଭିନ୍ନ ସମସ୍ୟା ଦେଖାଦେଉଛି । ଦୀର୍ଘ ସମୟ ଧରି ଅଟକି ରହିଥିବା ରିଲିଫ ସାମଗ୍ରୀ ପୁଣି କଲ୍ୟାଣସିଂହପୁର ଅଭମୁଖେ ଯାଇଛି । ହେଲିକପ୍ଟର ଯୋଗେ…
Read More...

କଳାହାଣ୍ଡି : ଲୋକଙ୍କ ନିଦ ହଜାଇ ଦେଇଛି ହାତୀ ନଦୀ

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ବି ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କ ନିଦ ହଜାଇ ଦେଇଛି ହାତୀ ନଦୀ । ଜୁନାଗଡରେ ପୋଲ ଉପରେ ଚାଲୁଛି ବନ୍ୟାପାଣି । ଫଳରେ ନଦୀ ନିକଟବର୍ତ୍ତି ୨୦ରୁ ଅଧିକ ଗାଁ ଜଳମଗ୍ନ ହେବା ଆଶଙ୍କା ଉପୁଜିଛି । ୨୪ ଘଂଟାରେ ୪ଶହ ମିଲିମିଟରରୁ…
Read More...

ପ୍ରବଳ ବର୍ଷା ଯୋଗୁଁ ରାୟଗଡାରେ ବନ୍ୟା ବିପନ୍ନଙ୍କ ପାଖରେ ପହଂଚିପାରୁନି ରିଲିଫ ସାମଗ୍ରୀ !

କନକ ବ୍ୟୁରୋ : ରାୟଗଡାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ବନ୍ୟା ବିପନ୍ନଙ୍କ ପାଖରେ ରିଲିଫ ସାମଗ୍ରୀ ମଧ୍ୟ ପହଂଚିପାରୁନାହିଁ । ଲଗାତର ବର୍ଷା ଜାରି ରହିଥିବା ଯୋଗୁଁ କଲ୍ୟାଣସିଂହପୁର ବନ୍ୟା ବିପନ୍ନଙ୍କ ନିକଟରେ ରିଲିଫ ସାମଗ୍ରୀ ପହଂଚିପାରିନାହିଁ । ରିଲିଫ…
Read More...

ରାୟଗଡାରେ ବନ୍ୟା ପରିସ୍ଥିତି ଉପରେ ସରକାରଙ୍କ ସତର୍କ ନଜର! ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ସିଆରପିଏଫ, ଓଡ୍ରାଫ,…

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ରାୟଗଡାରେ ବନ୍ୟା ପରିସ୍ଥିତି । ରାୟଗଡା ଜିଲ୍ଲାର କଲ୍ୟାଣସିଂପୁର ଓ ରାୟଗଡା ବ୍ଲକରେ ବନ୍ୟା ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି ସରକାର । ସଜାଗ ହୋଇଛି ରାଜ୍ୟସ୍ତରୀୟ କମାଣ୍ଡ କଂଟ୍ରୋଲ ସିଷ୍ଟମ । ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ ରଖି ଜୋରଦାର ହୋଇଛି…
Read More...

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ଆଶଙ୍କା !

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଚିନ୍ତା ବଢାଇ ଦେଇଛି ଭାରତୀୟ ପାଣିପାଗ ବିଭାଗର ତାଜା ପୂର୍ବାନୁମାନ । କାରଣ ଆଗାମୀ ୨ଦିନ ଯାଏଁ ଦକ୍ଷିଣ ଓଡିଶାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡିଶାର ୧୦ଟି ଜିଲ୍ଲାରେ ଏବଂ ଉପକୂଳ…
Read More...

ବର୍ଷା ବିତ୍ପାତ ପରେ ବନ୍ୟା ବିଭୀଷିକା ! ରାୟଗଡା ଓ କଳାହାଣ୍ଡି ବେହାଲ, ବହୁ ଅଂଚଳ ଜଳବନ୍ଦୀ

କନକ ବ୍ୟୁରୋ : ଅମାନିଆ ହୋଇ ଉଠିଛି ନାଗାବଳୀ ଏବଂ କଲ୍ୟାଣୀ ନଦୀର ଜଳସ୍ରୋତ । ଗର୍ଜନ କରି ମାଡି ଆସୁଛି ବନ୍ୟାଜଳ । ଲଗାଣ ବର୍ଷାରେ ସୃଷ୍ଟି ହୋଇଛି ଭୟଙ୍କର ପରିସ୍ଥିତି । ଧିରେ ଧିରେ କରାଳ ରୂପ ନେଉଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁରର ବନ୍ୟା ସ୍ଥିତି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ…
Read More...

ସତର୍କ ହେଲେ ସରକାର ! ବନ୍ୟା ପରିସ୍ଥିତିକୁ ମୁକାବିଲା ପାଇଁ ଜିଲ୍ଲାସ୍ତରରେ ସବୁ ଅଫିସରଙ୍କୁ ଉପସ୍ଥିତ ରହିବାକୁ…

କନକ ବ୍ୟୁରୋ : ରାୟଗଡା ଜିଲ୍ଲା କଲ୍ୟାଣସିଂପୁରରେ ବନ୍ୟା ପରିସ୍ଥିତି ମୁକାବିଲା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ହୋଇଛି । ପୁରା ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି ସରକାର । ନାଗାବଳୀ ଓ କଲ୍ୟାଣୀ ନଦୀରେ ବନ୍ୟା ଆସିଥିବାରୁ ଲୋକଙ୍କୁ ସୁରକ୍ଷିତ ଭାବେ ନିରାପଦ…
Read More...