UPSC ୨୦୨୩ ରେଜଲ୍ଟ: ଦ୍ୱିତୀୟ ସ୍ଥାନରେ ଓଡିଆ ପୁଅ ଅନିମେଶ । ଜାଣନ୍ତୁ ଉତ୍ତୀର୍ଣ୍ଣ ହୋଇଥିବା ଅନ୍ୟ କୃତି ଓଡିଆ କିଏ…

1,823

କନକ ବ୍ୟୁରୋ: ପ୍ରକାଶ ପାଇଛି ୨୦୨୩ ୟୁପିଏସସି ପରୀକ୍ଷା ରେଜଲ୍ଟ । ଏଥିରେ ଆଦିତ୍ୟ ଶ୍ରୀବାସ୍ତବ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓଡିଆ ପୁଅ ଅନିମେଶ ପ୍ରଧାନ । ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷାରେ ଦ୍ୱିତୀୟ ସ୍ଥାନରେ ରହି ଅନୁଗୁଳ ମାଟିକୁ ଗର୍ବିତ କରିଛନ୍ତି ଅନିମେଶ ।

ୟୁପିଏସିରେ ଉତ୍ତୀର୍ଣ୍ଣ ହୋଇଥିବା ଅନ୍ୟ କୃତି ଓଡିଆ:

ପ୍ରଜ୍ଞାନାନନ୍ଦ ଗିରି-ରାଙ୍କ ୨୪
ଆୟୁଷି ପ୍ରଧାନ- ରାଙ୍କ ୩୬
ଜୟଶ୍ରୀ ପ୍ରଧାନ- ରାଙ୍କ ୫୨
ଅଭିମନ୍ୟୁ ମଲ୍ଲିକ- ରାଙ୍କ ୬୦
ଅମ୍ରିତାଂଶୁ ନାୟକ- ରାଙ୍କ ୧୧୦
ଯଶୋବନ୍ତ ମଲ୍ଲିକ- ରାଙ୍କ ୧୧୫
ପଦ୍ମନାଭ ମିଶ୍ର- ରାଙ୍କ ୧୭୬
ଶୁଭ୍ରା ପଣ୍ଡା- ରାଙ୍କ ୨୦୪

ତାନିଆ ମିଶ୍ର- ରାଙ୍କ ୨୬୯

ଅନନ୍ୟା ରଣା- ରାଙ୍କ ୨୮୦
ତନିଶା ମିଶ୍ର- ରାଙ୍କ ୩୦୩
ରଶ୍ମୀ ପ୍ରଧାନ- ରାଙ୍କ ୩୧୯
ବିଶ୍ୱଜିତ୍ ପଣ୍ଡା- ରାଙ୍କ ୪୪୩

ପ୍ରିୟଙ୍କା ପ୍ରିୟଦର୍ଶିନୀ- ରାଙ୍କ ୩୮୭
ସନ୍ତୋଷ କୁମାର ପାତ୍ର-୪୦୯
ସୌରଭ ଦାସ- ରାଙ୍କ ୪୬୬
ରାକେଶ କୁମାର ସାହୁ- ରାଙ୍କ ୫୭୫
ନୟନ ରଞ୍ଜନ ଦାସ- ରାଙ୍କ ୫୮୧