ଉନ୍ନତିକରଣ ନେଇ ଲୋକଙ୍କ ମତାମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ: ଭିଡିଓ କଲରେ ଅଞ୍ଚଳର ବିକାଶ ସମ୍ପର୍କରେ ପଚାରି ବୁଝିଲେ

106

କନକ ବ୍ୟୁରୋ: ଉନ୍ନତିକରଣ କାର୍ଯ୍ୟ ନେଇ ସାଧାରଣ ଜନତାଙ୍କ ମତାମତ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଭଏସ କଲ କରି ମତାମତ ଲୋଡୁଥିଲେ । ଏବେ ଭିଡିଓ କଲ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସହ କଥା ହେବା ସହ ଅଂଚଳର ବିକାଶ କଥା ମଧ୍ୟ ପଚାରି ବୁଝିଛନ୍ତି ।