ଏନଡିଏର ଆଗୁଆ ବଜେଟ୍ ନିଷ୍ପତିରେ ସୁପ୍ରିମକୋର୍ଟଙ୍କ ମୋହର: ଫେବୃଆରୀ ପହିଲାରେ ଉପସ୍ଥାପିତ ହେବ ସାଧାରଣ ବଜେଟ

23

କନକ ବ୍ୟୁରୋ : ଆଗୁଆ ବଜେଟ ଉପସ୍ଥାପନ ପାଇଁ ମୋଦି ସରକାରଙ୍କ ନିଷ୍ପତିରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟ । ଫେବ୍ରୁଆରୀ ୧ରେ ବଜେଟ ଉପସ୍ଥାପନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ । ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଆଗୁଆ ବଜେଟ ଉପସ୍ଥାପନ ଉପରେ ରୋକ ଲଗାଇବାକୁ ହୋଇଥିଲା ପିଆଇଏଲ ।