ବାପା ସାଜିଲା ସଇତାନ ! ରାଇରଙ୍ଗପୁରରେ ଦେଢ ବର୍ଷର ଶିଶୁର ତଂଟି ଚିପି ମାରିଦେଲା ବାପା

32

କନକ ବ୍ୟୁରୋ : ମୟୁରଭଂଜ ରାଇରଙ୍ଗପୁର ଯୋଡାପୋଖରୀ ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ପୁଅକୁ ହତ୍ୟା କଲା ବାପା । ଦେଢ ବର୍ଷ ପୁଅର ତଂଟି ଚିପି ବାପା ହତ୍ୟା କରିଛି । ଅଭିଯୁକ୍ତକୁ ଅଟକ ରଖି ପୁଲିସ ତଦନ୍ତ ଜାରି ରହିଛି ।