ପାଟଣାଗଡରେ ଅଭାବନୀୟ ଘଟଣା ! ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ପରେ ଆତ୍ମହତ୍ୟା କଲା ସ୍ୱାମୀ

28

କନକ ବ୍ୟୁରୋ: ପାଟଣାଗଡରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ପରେ ଆତ୍ମହତ୍ୟା କଲା ସ୍ୱାମୀ । ଲରମ୍ବା ଥାନା ଚଙ୍ଗରିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମାନସିକ ବିକୃତି ଥିବା ଯୋଗୁଁ ଏଭଳି ଘଟିଥିବା ପାଟଣାଗଡ ଏସଡିପିଓ କହିଛନ୍ତି ।