ଦିଲ୍ଲୀ ଅଶୋକ ହୋଟେଲରେ ବସିଲା ଏନଡିଏ ବୈଠକ, ସାମିଲ ହେଲେ ୩୮ରୁ ଅଧିକ ସହଯୋଗୀ ଦଳ

350

କନକ ବ୍ୟୁରୋ : ଗୋଟେ ପଟେ ବେଙ୍ଗାଲୁରୁରେ ବିରୋଧୀ ମେଂଟ ବୈଠକ ଶେଷ ହୋଇଥିବାବେଳେ ଅନ୍ୟପଟେ ଦିଲ୍ଲୀରେ ବସିଛି ଏନଡିଏ ବୈଠକ । ଦିଲ୍ଲୀ ଅଶୋକ ହୋଟେଲରେ ବସିଥିବା ବୈଠକରେ ୩୮ ସହଯୋଗୀ ଦଳ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ବିକାଶକୁ ଆଗେଇ ନେବାକୁ ଏନଡିଏ ପ୍ରତିଶ୍ରୁତିବଦ୍ଧ । ଦେଶର ପ୍ରଗତିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ଏନଡିଏ । ଆଂଚଳିକ ବିକାଶକୁ ଗୁରୁତ୍ୱ ଦେଇ ଦେଶକୁ ବିକାଶ ପଥରେ ଆଗେଇ ନେବାକୁ ଲକ୍ଷ୍ୟ ରଖିଛି ଏନଡିଏ ।