Browsing Category

ଦେଶ ବିଦେଶ

ବୃତ୍ତି ନୁହେଁ ନିଶା ! ୩୦ ବର୍ଷ ହେବ ବିଶାଳ ପନିପରିବା ଚାଷ କରି ସୃଷ୍ଟି କରିଛନ୍ତି ୱର୍ଲ୍ଡ ରେକର୍ଡ

କନକ ବ୍ୟୁରୋ : ବିଶ୍ୱରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଭିନ୍ନ ଓ ନିଆରା କାମ କରିବାକୁ ପସନ୍ଦ କରନ୍ତି । ସେମିତି ଜଣେ ନିଆରା ବକ୍ତି ହେଉଛନ୍ତି ୟୁକେର ଏକ ଛୋଟିଆ ଗାଁ ଲାନହାରିର ବାସିନ୍ଦା ଫିଲିପ୍ସ ଭାୱେଲ୍ । ଫିଲିପ୍ସ, ୩୦ ବର୍ଷ ହେବ ବିଶାଳ ପନିପରିବା ଚାଷ କରି ସୃଷ୍ଟି କରିଛନ୍ତି…
Read More...

ଆସାମରେ ବନ୍ୟା ବିଭୀଷିକା ! ପାଣି ସୁଅରେ ଭାସିଗଲା ପୋଲ ଏବଂ ଭାସିଗଲେ ଗାଈଗୋରୁ

କନକ ବ୍ୟୁରୋ : ବନ୍ୟା ପାଣି ଭସାଇ ନେଇଛି ପୋଲ । ତା’ ସାଙ୍ଗରେ ଭସାଇ ନେଲା ଗୋରୁ ଗାଈଙ୍କୁ । କ୍ୟାମେରାରେ କଏଦ୍ ହୋଇଛି ବନ୍ୟା ବିଭୀଷିକାର ଏପରି କରାଳ ଦୃଶ୍ୟ । ଘଟଣାଟି ହେଉଛି ଆସାମ ନାଗାଓଁର । ଭିଡିଓରେ ଦେଖିବାକୁ ମିଳିଛି ବନ୍ୟା ପାଣିର ପ୍ରବଳ ସ୍ରୋତରେ ଟଳ ମଳ ହେଉଛି ପୋଲଟି । ଆଉ ଶେଷରେ…
Read More...

ନୀତିଶ କୁମାର ହେବେ ଏନଡିଏର ଆବାହକ, ମୋଦୀ ସରକାରରେ ଜେଡିୟୁର ୨ଜଣ ମନ୍ତ୍ରୀ !

କନକ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ(ଜେଡିୟୁ) ସୁପ୍ରିମୋ ନୀତିଶ କୁମାର ଦେଶର ରାଜନୀତିରେ ଏକ ବିଶାଳ ପରିବର୍ତ୍ତ ନ ଆଣିପାରନ୍ତି । ଖବର ଅନୁସାରେ ବିହାର ରାଜଧାନୀ ପାଟଣାରେ ଅଗଷ୍ଟ ୧୯ରେ ଜେଡିୟୁର ପ୍ରସ୍ତାବିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ…
Read More...

ଗୋରଖପୁର ଶିଶୁମୃତ୍ୟୁ ଘଟଣା ! ଯୋଗୀ କହିଲେ, ଦୋଷୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ, ସେପଟେ ନିଲମ୍ବିତ…

କନକ ବ୍ୟୁରୋ: ଶିଶୁଙ୍କ ପାଇଁ ଯମାଳୟ ପାଲଟିଥିବା ଗୋରଖପୁର ସରକାରୀ ମେଡିକାଲ କଲେଜରେ ୪୮ ଘଣ୍ଟା ମଧ୍ୟରେ ୩୩ ଶିଶୁଙ୍କ ମୃତ୍ୟୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ ହୋଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ ଟିମ୍ ଶିଶୁ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ…
Read More...

ବିସ୍ଫୋରଣରେ ଥରିଲା ପାକିସ୍ତାନ ! କ୍ୱେଟାରେ ବଡ଼ ଧରଣର ବିସ୍ଫୋରଣ, ୧୭ମୃତ

କନକ ବ୍ୟୁରୋ: ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ । ବେଲୁଚିସ୍ତାନ ପ୍ରଦେଷ ରାଜଧାନୀ କ୍ୱେଟା ସହରରେ ଗତକାଲି ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୮ ଜଣ ପାକ୍ ସେନାର ଯବାନ ଅଛନ୍ତି । ଏହି…
Read More...

ଜମ୍ମୁ-କାଶ୍ମୀରର ସୋପିଆଁ ଜିଲ୍ଲାରେ ଆତଙ୍କବାଦୀ-ଯବାନ ମୁହାଁମୁହିଁ ! ୨ ଯବାନ ସହିଦ

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରର ସୋପିଆଁ ଜିଲ୍ଲାରେ ଆତଙ୍କବାଦୀ ଓ ଯବାନ ମୁହାଁମୁହିଁ ହୋଇଛନ୍ତି । ଯବାନମାନେ ଆତଙ୍କବାଦୀଙ୍କୁ ଚାରିପଟୁ ଘେରି ତଲାସୀ ଅଭିଯାନ ଜାରି ରଖିଛନ୍ତି । ଏଥିରେ କିନ୍ତୁ ୨ ଜଣ ଯବାନ ଜମ୍ମୁ-କାଶ୍ମୀରର ସୋପିଆଁ ଜିଲ୍ଲାରେ ଆତଙ୍କବାଦୀ-ଯବାନ ମୁହାଁମୁହିଁ ! ଆତଙ୍କୀଙ୍କ…
Read More...

ଉତ୍ତର କୋରିଆ-ଆମେରିକା ଉତ୍ତେଜନା ଜାରି : ଟାର୍ଗେଟରେ ଗୁଆମ୍‌ ଦ୍ୱୀପ

କନକ ବ୍ୟୁରୋ: ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚି ଥିବାରୁ ଯେ କୌଣସି ମୁହୂର୍ତ୍ତରେ ପରମାଣୁ ଯୁଦ୍ଧ ସମ୍ଭାବନା ଦେଖାଦେଇଛି । ଆମେରିକାର ଗୁଆମ୍ ଦ୍ୱୀପକୁ ଉଡ଼ାଇ ଦେବାକୁ ଉତ୍ତର କୋରିଆ ପରମାଣୁ କ୍ଷେପଣାସ୍ତ୍ର ତୟାର ରଖିଛି । ଏଭଳି ସ୍ଥିତିତେର ଦୁଇ ରାଷ୍ଟ୍ର…
Read More...

ସବୁ ଜଳବିବାଦର ସମାଧାନ ଲାଗି ଗୋଟିଏ ଟ୍ରିବ୍ୟୁନାଲ ଗଠନ ହେବ

କନକ ବ୍ୟୁରୋ:  ନିରପେକ୍ଷତା ପାଇଁ ଯାଞ୍ଚ ତଥ୍ୟ ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମ ଜରିଆରେ ଲୋକଙ୍କ ନଜରକୁ ଅଣାଯାଉ । ଆବଶ୍ୟକସ୍ଥଳେ ବିଲରେ ନୂଆ ଅନୁଚ୍ଛେଦକୁ ଯୋଡ଼ାଯାଇପାରିବ ବୋଲି ଷ୍ଟାଣ୍ଡିଂ କମିଟି କହିଛି । ପ୍ରସ୍ତାବିତ ବିଲରେ କମିଟି ବିବାଦ ସମାଧାନର ପ୍ରଥମ ସୋପାନ ହୋଇଥିବାରୁ କମିଟି…
Read More...

ଆତଙ୍କବାଦୀଙ୍କ ମୁକାବିଲା କରିବ ରୋବୋଟ

କନକ ବ୍ୟୁରୋ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଏବଂ ପଥର ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ୫୪୪ଟି ସ୍ୱଦେଶୀ ରୋବୋଟ ମୁତୟନ କରାଯିବ । ରୋବୋଟିକ୍ ଅସ୍ତ୍ର ମଇଦାନରେ ଅବତୀର୍ଣ୍ଣ କରାଇବାକୁ ପ୍ରତିରକ୍ଷା ମନ୍ତ୍ରାଳୟର ନିଷ୍ପତ୍ତିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।…
Read More...

ଜିଓକୁ ମାତ୍ ଦେବାକୁ ଏୟାରସେଲର ଧମାକାଦାର ଅଫର୍ ! ପ୍ରତିଦିନ ୨ଜିବି ଡାଟା ସହ ମିଳିବ ଅସୀମିତ ଭଏସ୍ କଲ୍

କନକ ବ୍ୟୁରୋ : ଟକ୍କର ପାଇଁ ଅଫର୍ । ରିଲାଏନ୍ସ କିଓର ପତ୍ତା କାଟିବାକୁ ଏୟାରସେଲ୍ ଆଣିଲା ଦମଦାର୍ ପ୍ଲାନ୍ । ଜିଓର ୩୯୯ ପ୍ଲାନକୁ ଜବରଦସ୍ତ ଟକ୍କର ଦେବ ଏୟାରସେଲର ଏହି ମନଲୋଭା ଅଫର୍ । ଏୟାରସେଲର ଏହି ନୂଆ ପ୍ଲାନ୍ ଅନୁଯାୟୀ ଗ୍ରାହକ ୮୪ ଦିନ ବୈଧତା ସହ ପ୍ରତିଦିନ ପାଇପାରିବେ ୨ ଜିବି ଡାଟା …
Read More...