Browsing Category

ଦେଶ ବିଦେଶ

ଉଭୟ ବିରୋଧୀ ଓ ଶାସକଙ୍କ ହୋ ହାଲ୍ଲା ଯୋଗୁଁ ସଂସଦରେ ହୋଇପାରୁ ନାହିଁ ଆଲୋଚନା, ଜାଣନ୍ତୁ କେବେ ପର୍ଯ୍ୟନ୍ତ ବନ୍ଦ ରହିଲା…

କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନରେ ଉଭୟ ଶାସକ ଓ ବିରୋଧୀଙ୍କ ହୋ ହାଲ୍ଲା କାରଣରୁ ଉଭୟ ସଦନର କାର୍ଯ୍ୟଦିବସକୁ ସ୍ଥଗିତ ରଖାଯାଇଛି । ସୋମବାର ପର୍ଯ୍ୟନ୍ତ ଉଭୟ ସଦନରୁ ସ୍ଥଗିତ ରଖାଯାଇଛି । କହିରଖୁ କି ପ୍ରଥମେ ବିରୋଧୀଦଳମାନେ ଦରବୃଦ୍ଧି ଭଳି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି…
Read More...

କୁଆଡେ ଗଲା ଅର୍ପିତାଙ୍କ ୪ କାର୍ ? କାରରେ ବିପୁଳ ଟଙ୍କା ଥିବା ନେଇ ଇଡିର ସୂଚନା

କନକ ବ୍ୟୁରୋ: ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଅଡୁଆ ବଢିବାରେ ଲାଗିଛି ।  କୋଲକାତାର ଡାଇମଣ୍ଡ ସିଟି ଫ୍ଲାଟ୍ ୪ଟି ଦାମୀ କାର ଗାଏବ ହୋଇଯିବା ପରେ ଅର୍ପିତାଙ୍କ ଅଡୁଆ ବଢିଛି । ଇଡି ଅଧିକାରୀଙ୍କ କହିବା ମୁତାବକ, ଏସବୁ କାରମାନଙ୍କରେ ଟଙ୍କା ଭର୍ତ୍ତି…
Read More...

ମିଗ୍-୨୧ ଦୁର୍ଘଟଣା : କେତେ ପାଇଲଟଙ୍କୁ ହରାଇଲାଣି ବାୟୁସେନା? କାହିଁକି ମିଗ୍-୨୧କୁ ବାୟୁସେନାରୁ ଦିଆଯାଉନି ଅବସର?

କନକ ବ୍ୟୁରୋ : ବାଡମେରରେ ମିଗ୍-୨୧ ବିମାନ ଦୁର୍ଘଟଣାର ଶିକାର ହୋଇଛି । ରାଜସ୍ଥାନରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ୨ ଜଣ ପାଇଲଟଙ୍କ ଜୀବନ ଯାଇଛି । ତେବେ ଏହା ପ୍ରଥମ ଦୁର୍ଘଟଣା ନୁହେଁ । ଏହା ପୂର୍ବରୁ ଅନେକ ଦୁର୍ଘଟଣା ସାମ୍ନାକୁ ଆସିଛି ଆଉ ଅନେକ ପାଇଲଟଙ୍କୁ…
Read More...

ଅର୍ପିତାଙ୍କ କୁବେର ସମ୍ପତି : ଜବତ ହୋଇ ସାରିଲାଣି ୫୦ କୋଟିରୁ ଅଧିକ ଟଙ୍କା

କନକ ବ୍ୟୁରୋ : ଶିକ୍ଷକ ଦୁର୍ନୀତିକୁ ମାମଲାକୁ ନେଇ ଉଠୁଛି ପଡୁଛି ପଶ୍ଚିମବଙ୍ଗ ରାଜନୀତି । ପାର୍ଥ ମୁଖାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଆଉ ଏକ ଘରେ ରେଡ୍ କରୁଛି ଇଡି । ବର୍ତ୍ତମାନ ସୁଦ୍ଧା ୪ଟି ଫ୍ଲାଟରେ ଇଡ୍ ରେଡ୍ କଲାଣି । ପଚରାଉଚରା ପାଇଁ ଟିଏମସି ବିଧାୟକ…
Read More...

ଆମାଜନ ଜଙ୍ଗଲ ମଧ୍ୟରେ ରାଜପଥ ନିର୍ମାଣ କରିବେ ବ୍ରାଜିଲ ସରକାର । ଲକ୍ଷ ଲକ୍ଷ ଗଛ କଟାଯିବା ନେଇ ଆଶଂକା

କନକ ବ୍ୟୁରୋ : ବ୍ରାଜିଲ ସରକାର ବିଶ୍ୱର ସବୁଠାରୁ ବଡ ଘନ ଜଙ୍ଗଲ ଆମାଜନ ଜଙ୍ଗଲ ମଧ୍ୟରେ ରାଜପଥ ନିର୍ମାଣ କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ହେଲେ ବିଶ୍ୱରେ ଜଙ୍ଗଲ କ୍ଷୟ ଘଟୁଥିବା ବେଳେ ଏଭଳି ରାଜପଥ ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଗଛ କାଟିବା ପରିବେଶ ପାଇଁ ଘାତକ ହୋଇପାରେ ବୋଲି…
Read More...

ରନୱେରେ କାଦୁଅରେ ଫସିଲା ବିମାନ । ଯାତ୍ରୀଙ୍କ ମଧ୍ୟରେ ହଇଚଇ ।

କନକ ବ୍ୟୁରୋ: ଆସାମରୁ କୋଲକାତା ଅଭିମୁଖେ ବାହାରିଥିବା ଇଣ୍ଡିଗୋ ବିମାନ ରନୱେରେ କାଦୁଅରେ ଫଶିଗଲା । ଫଳରେ ଯାତ୍ରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ହେଲେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଇଣ୍ଡିଗୋ ବିମାନ ରନୱେରୁ ଖସି ଯାଇ କାଦୁଅରେ ଅଟକି ଯିବାର ଏକ ଘଟଣା ସାମ୍ନାକୁ ଆସିଛି।…
Read More...

ଅଶାନ୍ତ କର୍ଣ୍ଣାଟକ । ବିଜେପି ନେତାଙ୍କୁ ହତ୍ୟା ପରେ ଏବେ ସଂଖ୍ୟାଲଘୁ ଯୁବକଙ୍କୁ ହତ୍ୟା । ଅଞ୍ଚଳରେ ୧୪୪ ଧାରା ଜାରି ।

କନକ ବ୍ୟୁରୋ: କର୍ଣ୍ଣାଟକରେ ବିଜେପି ଯୁବ ମୋର୍ଚ୍ଚାର ନେତାଙ୍କୁ ହତ୍ୟା କରାଯିବା ପରେ ଏବେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଏହି ଘଟଣା ପରେ ମେଙ୍ଗାଲୁରୁରେ ଜଣେ ସଂଖ୍ୟାଲଘୁ ଯୁବକକୁ ନିର୍ମମ ହତ୍ୟା କରାଯାଇଛି । ମେଙ୍ଗାଲୁରୁ ଉପକଣ୍ଠ ସୁରାତକଲ ଠାରେ ଥିବା ଏକ ଟେକ୍ସଟାଇଲ ଦୋକାନ ବାହାରେ…
Read More...

ଯାହାକୁ ଖୋଜିବାକୁ ଭାରତୀୟ ନୌସେନା ଖର୍ଚ୍ଚ କରିଦେଲା ୧ କୋଟି ଟଙ୍କା , ଶେଷରେ ବୟଫ୍ରେଣ୍ଡ ସହ ମିଳିଲେ ନିଖୋଜ ଯୁବତୀ

କନକ ବ୍ୟୁରୋ : ଆନ୍ଧ୍ର ପ୍ରଦେଶର ବିଶାଖାପାଟନମରୁ ଦୁଇଦିନ ତଳେ ନିଖୋଜ ହୋଇଥିବା ଜଣେ ଯୁବତୀଙ୍କୁ ପୋଲିସ ଏବେ ସଂପୃକ୍ତ ଯୁବତୀ ଜଣଙ୍କ ତାଙ୍କ ବୟଫ୍ରେଣ୍ଡ ନିକଟରୁ ଉଦ୍ଧାର ହୋଇଛି । ହେଲେ ଯୁବତୀଙ୍କ ପରିବାର ପକ୍ଷରୁ ଅଭିଯୋଗ ପାଇବା ପରେ ଭାରତୀୟ ନୌସେନା ବିଭାଗ ଓ ତଟରକ୍ଷୀ ବାହୀନି ପକ୍ଷରୁ…
Read More...

ସେକ୍ସ ରାକେଟ ଅଭିଯୁକ୍ତ ମେଘାଳୟ ବିଜେପି ନେତାଙ୍କ ଫାର୍ମ ହାଉସରୁ ମିଳିଲା ବିସ୍ଫୋଟକ । ଜିଲୋଟିନର ୩୫ ଛଡ ଜବତ

କନକ ବ୍ୟୁରୋ : ମେଘାଳୟ ବିଜେପି ନେତା ବାର୍ନାଡ ଏନ ମାରକଙ୍କ ନାମରେ ପୁଣି ଏକ ସାଂଘାତିକ ଅଭିଯୋଗ ଆସିଛି । ପ୍ରଥମେ ସେ ତାଙ୍କ ଫାର୍ମ ହାଉସରେ ସେକ୍ସ ରାକେଟ ଚଳାଉଥିବା ନେଇ ପୋଲିସ ଖୋଲାସା କରିଥିଲା । ଏନେଇ ପୋଲିସ ମାରକଙ୍କ ଫାର୍ମ ହାଉସରୁ ୬ ଜଣ ନାବାଳିକାଙ୍କୁ ଉଦ୍ଧାର କରିବା ସହ ୭୩…
Read More...

ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ ସାବଧାନ । ଅପମାନଜନକ ଟିପ୍ପଣୀ ମଧ୍ୟ ଏସସି, ଏସଟି ଧାରା ଆଧାରରେ ଏକ ଅପରାଧ ।

କନକ ବ୍ୟୁରୋ: ଯଦି ଆପଣ ସୋସିଆଲ ମିଡିଆରେ କିଛି ବି ପୋଷ୍ଟ କରୁଛନ୍ତି, ତାହାଲେ ସାବଧାନ ହୋଇଯାନ୍ତୁ । କାରଣ କେରଳ ହାଇକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ, ଯଦି ସୋସିଆଲ ମିଡିଆରେ କିଛି ଅପମାନଜନକ ପୋଷ୍ଟ କରାଯାଉଛି ତେବେ ତାହାକୁ ଏସସି ଏସଟି ଧାରା ଅଧିନରେ ଏକ ଅପରାଧ ବୋଲି…
Read More...