Browsing Category

ଦେଶ ବିଦେଶ

ବିହାରରେ ଭାଙ୍ଗିପାରେ ବିଜେପି-ଜେଡିୟୁ ମେଣ୍ଟ । ନୀତିଶ କୁମାର ନୀତି ଆୟୋଗ ବୈଠକରେ ଯୋଗ ନ ଦେବା ପରେ ବଢୁଛି ଚର୍ଚ୍ଚା

କନକ ବ୍ୟୁରୋ : ଭାଙ୍ଗିପାରେ ବିଜେପି –ଜେଡିୟୁ ମେଣ୍ଟ । ରବିବାର ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତା ହୋଇଥିବା ନୀତି ଆୟୋଗ ବୈଠକରେ ଯୋଗ ଦେଇନଥିଲେ । ଏହାକୁ ମିଶାଇ ଜୁଲାଇ ୧୭ ତାରିଖରୁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ…
Read More...

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ, ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ଦୁଷ୍କର୍ମ ଉପରେ ଦେଇଥିବା ବୟାନକୁ ନେଇ ଏବେ ରାଜନୀତି ଜୋର ଧରିଛ ିା ସେ କହିଥିଲେ କି ଯେବେଠାରୁ ଦୁଷ୍କର୍ମ ଅଭିଯୁକ୍ତଙ୍କ ପାଇଁ ଫାଶୀ ଦଣ୍ଡାଦେଶ ଆସିଲା ତା ପରେ ଦୁଷ୍କର୍ମ ଓ ଯୌନ ଉତ୍ପୀଡନ ମାମଲାରେ ହତ୍ୟା…
Read More...

ସ୍ୱାଧୀନତାର ୭୫ ବର୍ଷ ପରେ ପ୍ରଥମଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ ହେଲେ ଜଣେ ମହିଳା , ଜାଣନ୍ତୁ କେଉଁ…

କନକ ବ୍ୟୁରୋ : ଦେଶର ବରିଷ୍ଠ ବୈଜ୍ଞାନିକ ନଲ୍ଲାଥମ୍ବୀ କଲାଇସେଲବୀଙ୍କ ବୈଜ୍ଞାନିକ ଏବଂ ଉଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର) ର ପ୍ରଥମ ମହିଳା ମହାନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି । ସୂଚନା ଥାଉକି ସିଏସଆଇଆର ହେଉଛି ସାରା ଦେଶରେ ୩୮ ଟି ଅନୁସନ୍ଧାନ ସଂସ୍ଥାର ଏକ ସଂଘ ।…
Read More...

୯ ବର୍ଷ ତଳେ ହଜିଥିବା ଝିଅକୁ ଫେରିପାଇଲା ମା’: କାନ୍ଦି କାନ୍ଦି କହିଲା, ମୋ ପୂଜା ମିଳିଗଲା

କନକ ବ୍ୟୁରୋ: ୯ ବର୍ଷ ତଳେ ହଜିଥିବା ଜଣେ ଝିଅକୁ ଖୋଜିବାରେ ସଫଳ ହୋଇଛି ମୁମ୍ବାଇ ପୋଲିସ । ୨୦୧୩ ମସିହାରେ ଯେବେ ଝିଅ ଜଣକ ହଜିଯାଇଥିଲା ସେବେ ତା ବୟସ ହୋଇଥିଲା ୭ ବର୍ଷ । ଏବେ ସେହି ଝିଅଟି ୧୬ ବର୍ଷର ହୋଇଯାଇଛି । ନାବାଳିକାକୁ ଜଣେ ଦମ୍ପତ୍ତି ଅପହରଣ କରିନେଇଥିଲେ । କାରଣ ତାଙ୍କର କୌଣସି…
Read More...

ଅଗଷ୍ଟ ୧୫ ସୁଦ୍ଧା ହୋଇପାରେ ମହାରାଷ୍ଟ୍ରରେ କ୍ୟାବିନେଟ୍ ଗଠନ । ଫଡନାଭିସଙ୍କୁ ମିଳିପାରେ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ସିନ୍ଦେ ସରକାରର ଗଠନକୁ ୩୯ ଦିନ ହୋଇସାରିଥିଲେ ବି, କ୍ୟାବିନେଟ୍ ଗଠନ ହୋଇପାରିନି । ଯାହାକୁ ନେଇ ବିରୋଧୀମାନେ ବି ମହାରାଷ୍ଟ୍ର ସରକାରକୁ ଟାର୍ଗେଟ କରିବାରେ ଲାଗିଛନ୍ତି । କୁହାଯାଉଛି ଏକନାଥ ସିନ୍ଦେ ଗୋଷ୍ଠୀ ଓ ବିଜେପି ନେତାଙ୍କ ଭିତରେ ମନ୍ତ୍ରୀମଣ୍ଡଳ ଗଠନ…
Read More...

ସୁପରସଣ୍ଡେରେ ସ୍ୱର୍ଣ୍ଣ ବର୍ଷା: କମନୱେଲଥ ଗେମରେ କମାଲ କରୁଛି ଭାରତ

କନକ ବ୍ୟୁରୋ: ଆଜି କମନୱେଲଥ ଗେମରେ କମାଲ କରିଛି ଭାରତ । ଆଜି ବକ୍ସିରେ ଭାରତ ପାଇଁ ୩ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ନିତୁ ଘନଘାସ ଓ ଅମିତ ପଂଘଲ । ଅମିତ ଇଂଲଣ୍ଡର ପ୍ରତିଦ୍ୱନ୍ଦୀକୁ ପରାସ୍ତ କରିଥିବାବେଳେ ନିତୁ ମଧ୍ୟ ଇଂଲଣ୍ଡର ବକ୍ସରଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ଟ୍ରିପଲ ଜମ୍ପରେ…
Read More...

ଭାରତ ପାଇଁ ପଦକ ବର୍ଷା: ଅନୁ ରାଣୀ, ସନ୍ଦିପ କୁମାର ଜିତିଲେ ବ୍ରୋଞ୍ଜ ।

କନକ ବ୍ୟୁରୋ: ସୁପର ସନଡେରେ ଭାରତ ପାଇଁ ପଦକ ବର୍ଷା ଜାରି ରହିଛି । ଭାରତ ଖାତାରେ ଗୋଟିଏ ପରେ ଗୋଟିଏ ପଦକ ବଢିଚାଲିଛି । ମହିଳା ଜାଭଲେନ ଥ୍ରୋରେ ବ୍ରୋଞ୍ଜ ପଦକ ହାତେଇଛନ୍ତି ଅନୁରାଣୀ । ସେହିଭଳି ୧୦ ହଜାର କିମି ଚାଲିରେ ସନ୍ଦିପ କୁମାର ବ୍ରୋଞ୍ଜ ହାତେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତ ୧୬…
Read More...

ଟ୍ରିପଲ ଜମ୍ପରେ ଭାରତକୁ ଡବଲ ପଦକ: ସ୍ୱର୍ଣ୍ଣ ଜିତିଲେ ଏଲଡୋସ ପୌଲ, ରୌପ୍ୟ ଜିତିଲେ ଅବଦୁଲ୍ଲା ଆବୁବାକର

କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଜାରି ରହିଛି ଭାରତ ଉପରେ ପଦକ ବର୍ଷା । ଟ୍ରିପଲ ଜମ୍ପରେ ଭାରତ ହାସଲ କରିଛି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ । ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଲେ ଏଲଡୋସ ପୌଲ । ସେହିପରି ଅବଦୁଲ୍ଲା ଆବୁବାକର ଜିତିଲେ ରୌପ୍ୟ ପଦକ । ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ…
Read More...

ମା’ ମତେ କ୍ଷମା କରିଦେବ । ମୁଁ ସୁନା ଜିତିପାରିଲିନି । ଦେଶ ପାଇଁ ସ୍ୱର୍ଣ୍ଣପଦକ ଆଣିପାରିଲିନି । ମୋତେ କ୍ଷମା କରିଦେବ…

କନକ ବ୍ୟୁରୋ: ଆଖିରେ ଧାର ଧାର ଲୁହ ଆଉ ବସି ଯାଇଥିବା କଣ୍ଠରେ ଏମିତି କିଛି ଭାବବିହ୍ୱଳ କଥା ସେଦିନ ରାତି ଅଧରେ ଜଣେ ମା’କୁ ବ୍ୟସ୍ତ ବିବ୍ରତ କରିପକାଇଥିଲା । ଆଉ ଫୋନ୍ ସେପଟେ ଯେଉଁ ଝିଅ ଏହି କଥା କହୁଥିଲା ସେ ଆଉ କିଏ ନୁହଁ ବରଂ ବର୍ମିଙ୍ଘମରେ ରୌପ୍ୟପଦକ ଜିତିଥିବା ଭାରତର ଝିଅ ତୁଳିକା ମାନ୍…
Read More...

ସାଂସଦ ହତ୍ୟା ମାମଲାରେ ଆଜୀବନ ଜେଲ କାଟୁଛନ୍ତି ଏହି ମାଓବାଦୀ, ଏବେ ହାସଲ କଲେ ତୃତୀୟ ମାଷ୍ଟର ଡିଗ୍ରୀ

କନକ ବ୍ୟୁରୋ : ଦିନେ ଦେଶର ତଳସ୍ତରରେ ରହୁଥିବା ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ । ବାଶ୍ ସେତେବେଳୁ ସେ ବୁଝିଥିଲେ କି ଶିକ୍ଷା ହିଁ ମଣିଷ ପାଇଁ ମୁକ୍ତିର ପଥ । ଶିକ୍ଷା ମଣିଷକୁ ଅନ୍ଧକାରରୁ ଆଲୋକକୁ ଆଣିପାରେ । ଏସବୁ ଭାବନା ଥିଲା…
Read More...