Browsing Category

ଦେଶ ବିଦେଶ

ସାଂସଦ ହତ୍ୟା ମାମଲାରେ ଆଜୀବନ ଜେଲ କାଟୁଛନ୍ତି ଏହି ମାଓବାଦୀ, ଏବେ ହାସଲ କଲେ ତୃତୀୟ ମାଷ୍ଟର ଡିଗ୍ରୀ

କନକ ବ୍ୟୁରୋ : ଦିନେ ଦେଶର ତଳସ୍ତରରେ ରହୁଥିବା ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ । ବାଶ୍ ସେତେବେଳୁ ସେ ବୁଝିଥିଲେ କି ଶିକ୍ଷା ହିଁ ମଣିଷ ପାଇଁ ମୁକ୍ତିର ପଥ । ଶିକ୍ଷା ମଣିଷକୁ ଅନ୍ଧକାରରୁ ଆଲୋକକୁ ଆଣିପାରେ । ଏସବୁ ଭାବନା ଥିଲା…
Read More...

ବକ୍ସିଂରେ ଭାରତ ଜିତିଲା ଆଉ ଏକ ସ୍ୱର୍ଣ୍ଣ: ୪୮ କେଜି ବର୍ଗ ପୁରୁଷ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଅମିତ ଫଙ୍ଗଲ

କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଉପରେ ପଦକ ବର୍ଷା ଜାରି ରହିଛି । ବକ୍ସିଂରେ ଭାରତ ଜିତିଲା ଆଉ ଏକ ସ୍ୱର୍ଣ୍ଣ । ୪୮ କେଜି ବର୍ଗ ପୁରୁଷ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଅମିତ ଫଙ୍ଗଲ । ଇଂଲଣ୍ଡର କାଇରରନ ମାକଡୋନାଲଙ୍କୁ ୫-୦ରେ ହରାଇଛନ୍ତି ଅମିତ । ଆଜି ବକ୍ସିଂରେ ଭାରତକୁ ପ୍ରଥମ…
Read More...

କମନୱେଲଥ ଗେମ୍ସରେ ଭାରତକୁ ଆଉ ଏକ ପଦକ । ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ନୀତୁ

କନକ ବ୍ୟୁରୋ : ବିମିଂଘମ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣପଦକ ମିଳିଛି । ବକ୍ସିଂରେ ଏହା ଭାରତକୁ ପ୍ରଥମ ସ୍ୱର୍ଣ୍ଣ ମିଳିଛି । ଭାରତ ତରଫରୁ ନୀତୁ ଘାଂଘାସ ଇଂଲଣ୍ଡର ଡେମୀ ଜେଡକୁ ୫-୦ ରେ ପରାଜିତ କରିଛନ୍ତି । ଏହି ଗେମ୍ସରେ ଚଳିତ ସିଜିନରେ ଏହା ଭାରତ ପାଇଁ…
Read More...

ମହିଳା ହକିରେ ଭାରତକୁ ବ୍ରୋଞ୍ଜ, ନ୍ୟୁଜିଲାଣ୍ଡ ୨-୧ରେ ପରାସ୍ତ । 

କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ହକି ଦଳକୁ ସଫଳତା ମିଳିଛି । ନ୍ୟୁଜିଲାଣ୍ଡକୁ ହରାଇ ଭାରତୀୟ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ବ୍ରୋଞ୍ଜ ମେଡାଲ ପାଇଁ ଖେଳାଯାଉଥିବା ମ୍ୟାଚରେ ଭାରତ ୨-୧ରେ ବିଜୟୀ ହୋଇଛି । ଫୁଲ ଟାଇମରେ ୧-୧ରେ ମ୍ୟାଚ ଟାଏ ରହିଥିଲା । ପରେ ସୁଟଆଉଟ…
Read More...

ଦିଲ୍ଲୀ-ରୋହତକ୍ ରେଳ ଲାଇନରେ ଦୁର୍ଘଟଣା । ଖରାୱଡ ଷ୍ଟେସନରେ ଲେଉଟିଲା ମାଲବାହୀ ଟ୍ରେନ୍

କନକ ବ୍ୟୁରୋ: ହରିୟାଣାର ରୋହତକ୍ ସ୍ଥିତ ଖରାୱଡ୍ ରେଲୱେ ଷ୍ଟେସନ୍ ପାଖରେ ବଡ ଧରଣର ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ, ଏକ ମାଲବାହୀ ଟ୍ରେନର ୮ଟି ଡବା ଟ୍ରାକରୁ ଓଲଟିପଡିଛି । ଫଳରେ ଦିଲ୍ଲୀ- ରୋହତକ୍ ରେଲୱେ ଟ୍ରାକରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏଯାଏଁ…
Read More...

‘ନିଶ୍ୱାସ ନେଇ ପାରୁନାହିଁ ଦେଶର ଲୋକତନ୍ତ୍ର’, ଏମିତି କାହିଁକି କହିଲେ ପି ଚିଦମ୍ବରମ ପଢନ୍ତୁ …

କନକ ବ୍ୟୁରୋ: କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ପି ଚିଦମ୍ବରମ ପ୍ରତିକ୍ରିୟା ରଖିକହିଛନ୍ତି ସଂସଦ ନିଷ୍କ୍ରିୟ ହୋଇଯାଇଛି । ସେ କହିଛନ୍ତି ବିଭିନ୍ନ ସଂସ୍ଥାନକୁ ନିୟନ୍ତ୍ରିତ ତଥା କମଯୋର କରାଯାଉଛି । ବର୍ତ୍ତମାନ ଆମ ଦେଶରେ ଲୋକତନ୍ତ୍ର ନିଶ୍ୱାସ ନେବା ପାଇଁ ସଂଘର୍ଷ କରୁଛି । ସେ ଆହୁରି…
Read More...

ଯୁଦ୍ଧ ପାଇଁ ଉସୁକାଉଛି ଚୀନ୍ : ତାଇୱାନ ପ୍ରଣାଳୀରେ ସୃଷ୍ଟି କରୁଛି ଆତଙ୍କ

କନକ ବ୍ୟୁରୋ : ଭାରତ ଚାପରେ ନିଷ୍ପତ୍ତି ବଦଳାଇଲା ଶ୍ରୀଲଙ୍କା । ହମ୍ବନତୋଟା ବନ୍ଦରରେ ଲାଗିବାକୁ ଥିବା ଚୀନର ଏକ ଗୁଇନ୍ଦା ଜାହାଜକୁ ଅଟକାଇଲା ଶ୍ରୀଲଙ୍କା । ଏକ ରୁଟିନ୍ କାର୍ଯ୍ୟକ୍ରମରେ ଚୀନର ଏହି ଜାହାଜ ଆସୁଛି ବୋଲି ଶ୍ରୀଲଙ୍କା ପୂର୍ବରୁ ସ୍ପଷ୍ଟ କରିଥିଲା । ହେଲେ ଏହାକୁ କଡ଼ା ବିରୋଧ…
Read More...

‘ଜଳବାୟୁ ପରିବର୍ତ୍ତନ ଯୋଗୁ ହେଉନାହିଁ ସଠିକ ଭବିଷ୍ୟବାଣୀ’, କାହିଁକି ଏମିତି କହିଲେ ଆଇଏମଡି ଡିଜି ପଢନ୍ତୁ…

କନକ ବ୍ୟୁରୋ: ପାଣିପାଗରେ ପରିବର୍ତ୍ତନକୁ ନେଇ ବଡ ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଡିଜି । ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ‘ଜଳବାୟୁ ପରିବର୍ତ୍ତନ ଯୋଗୁ ହେଉନାହିଁ ସଠିକ ଭବିଷ୍ୟବାଣୀ’ । ପୂର୍ବାନୁମାନ କରୁଥିବା ଏଜେନ୍ସି ସଠିକ ପୂର୍ବାନୁମାନ…
Read More...

ଭାରତୀୟ ରେଳ ବିଭାଗର ବଡ ନିଷ୍ପତ୍ତି, ପ୍ରତି କର୍ମଚାରୀଙ୍କ ଦରମାରୁ ତ୍ରିରଙ୍ଗା ପାଇଁ କଟିବ ଏତେ ଟଙ୍କା

କନକ ବ୍ୟୁରୋ : ସାରା ଦେଶରେ ଏବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଉତ୍ସବ ପାଳନ କରାଯାଉଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ସେମାନଙ୍କ ଘରେ ତ୍ରିରଙ୍ଗା ପତାକା ଉଡାଇବାକୁ ଆହ୍ୱାନ ଦେଇଛନ୍ତି । ଏହାକୁ କେନ୍ଦ୍ର ସରକାର ‘ହର୍ ଘର ତ୍ରିରଙ୍ଗା’ ନାମରେ ଏକ…
Read More...

ଚୀନକୁ ଝଟକା, ଭାରତର ଅଭିଯୋଗ ପରେ ଶ୍ରୀଲଙ୍କା ନେଲା ବଡ ନିଷ୍ପତ୍ତି

କନକ ବ୍ୟୁରୋ : ତାଇୱାନକୁ ଚୀନର ଧମକ ପରେ ଏବେ ବିଭିନ୍ନ ଦେଶ ମିଳିତ ଭାବେ ଚୀନକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ଏହି କ୍ରମରେ ଭାରତର ଅଭିଯୋଗ ପରେ ଚୀନ ବିରୋଧରେ ଶ୍ରୀଲଙ୍କା ଏକ ବଡ ନିଷ୍ପତ୍ତି ନେଇଛି । ଏହି କ୍ରମରେ ଚୀନର ଗୁପ୍ତଚର ଜାହାଜ ୟ୍ରୁଆନ ବାଂଗ-୫ କୁ ହଂବନଟୋଟା ବନ୍ଦରକୁ…
Read More...