Browsing Category

ଦେଶ ବିଦେଶ

କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ୭ କୋଟି ଲୋକଙ୍କୁ ମିଳିଛି ରୋଜଗାର ! କାଣନ୍ତୁ କ’ଣ ରହିଛି ବାସ୍ତବତା

ସାଧାରଣ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ଦେଶରେ ପ୍ରତି ବର୍ଷ ୨ କୋଟି ଚାକିରି ଦେବେ ବୋଲି କହିଥିଲେ, କିନ୍ତୁ ଆଜି ଏହାର ସତ୍ୟତା ଅନେକ ଦୂରରେ ନଜର ଆସୁଛି । ଏହି ମାମଲା ନେଇ ପ୍ରଶ୍ନ କଲେ ସରକାର ମୁଦ୍ରା ଯୋଜନା ବିଷୟରେ ଆଲୋଚନା କରିଛନ୍ତି । ସରକାରଙ୍କ ୩ ବର୍ଷ ପୂର୍ତ୍ତି ଅବସରରେ ଶାସକ…
Read More...

ଇରାକ୍ ଓ ଆଫଗାନିସ୍ତାନ ପରେ ଭାରତ ତୃତୀୟ ଆତଙ୍କ ପ୍ରଭାବିିତ ଦେଶ ! ପାକିସ୍ତାନ ବି ପଡ଼ିଲା ପଛରେ

ଭାରତରେ ଲଗାତାର ଭାବେ ଆଙ୍କତବାଦୀ ଆକ୍ରମଣ ବୃଦ୍ଧି ପାଉଛି । ୨୧୦୬ରେ ଭାରତ ଆତଙ୍କବାଦୀ ଆକ୍ରମଣ ମାମଲାରେ ପାକିସ୍ତାକୁ ମଧ୍ୟରେ ପଛରେ ପକାଇଦେଇଛି । ଆମରିକା ରାଜ୍ୟ ବିଭାଗର ଏକ ରିପୋର୍ଟ ଅନୁସାରେ ଚଳିତ ବର୍ଷ ଭାରତରେ ଆତଙ୍କବାଦୀ ଆକ୍ରମଣରେ ମୃତ ଓ ଆହତଙ୍କ ସଂଖା ପାକିସ୍ତାନ ଠାରୁ ଅଧିକ ।…
Read More...

ଜନଧନ ଖାତା ପାଇଁ ଚିନ୍ତାରେ ମୋଦି ସରକାର ! ଆଦୌ ଅର୍ଥ ନଥିବା ଖାତା ସଂଖ୍ୟା ବଢ଼ିବାରେ ଲାଗିଛି

ମୋଦି ସରକାରଙ୍କ ପାଇଁ ଏବେ ପ୍ରଧାନମନ୍ତ୍ରୀ ଜନଧନ ଖାତା ଚିନ୍ତାର କାରଣ ପାଲଟିଛି । କାରଣ ଆଦୌ ଅର୍ଥ ନଥିବା ଜନଧନ ଖାତା ସଂଖ୍ୟା ବଢ଼ିବାରେ ଲାଗିଛି । ଅର୍ଥ ମନ୍ତ୍ରାଳୟର ସୂଚନା ଅନୁଯାୟୀ ବିମୁଦ୍ରାକରଣ ପରେ ଜନଧନ ଖାତା ଗୁଡ଼ିକରେ ହଠାତ୍‌ ଜମାରାଶି ବଢ଼ି ଯାଇଥିଲା । କିନ୍ତୁ ଏବେ ପୁଣି ଜିରୋ…
Read More...

ପୁଣି ଦ୍ୱନ୍ଦ୍ୱ ବଢ଼ାଇଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ ! ମୋଦିଙ୍କ ସାଙ୍ଗରେ ରହିବେ ନା ରାହୁଲଙ୍କ ସାଙ୍ଗରେ ରହିବେ

କନକ ବ୍ୟୁରୋ : ପୁଣି ଦ୍ୱନ୍ଦ୍ୱ ବଢ଼ାଇଲେ ବିହାର ମୁଖ୍ୟମନ୍ତ୍ରୀ । କଂଗ୍ରେସ ଉପାଧ୍ୟକ୍ଷଙ୍କ ରାହୁଲ ଗାନ୍ଧୀଙ୍କୁ ଭେଟି, ନିତୀଶ କୁମାର ପୁଣି ମହାମେଂଟ ଚର୍ଚ୍ଚାକୁ ବଢ଼ାଇ ଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ଏନଡିଏକୁ ସମର୍ଥନ କରିଥିବା ନିତୀଶ କୁମାର ରାହୁଲ ଗାନ୍ଧୀଙ୍କୁ ଭେଟି ପୁରା ଗଣିତକୁ…
Read More...

ଆଜି ମହିଳା ବିଶ୍ୱକପ୍ ଫାଇନାଲ ! ମିତାଲିଙ୍କ ଦଳ ପାଇଁ ମାଇଲଖୁଂଟ ସ୍ଥାପନ ସୁଯୋଗ

କନକ ବ୍ୟୁରୋ : ଆଜି ଅନୁଷ୍ଠିତ ହେବ ଆଇସିସି ମହିଳା ବିଶ୍ୱକପ ଫାଇନାଲ ମ୍ୟାଚ । ଚଳିତ ମହିଳା କ୍ରିକେଟ୍‌ ବିଶ୍ୱକପର ଫାଇନାଲରେ ରବିବାର ଆୟୋଜକ ଇଂଲଣ୍ଡକୁ ଆତ୍ମବିଶ୍ୱାସ ଭରା ଭାରତୀୟ କ୍ରିକେଟ୍‌ ଦଳ ଭେଟିବ । କ୍ରିକେଟ୍‌ର ମକ୍କା ଭାବେ ପରିଚିତ ଲର୍ଡସ ପଡ଼ିଆରେ ଖେଳା ଯିବାକୁ ଥିବା ଏହି…
Read More...

ହ୍ଵାଟସଆପ୍‌ ତଥ୍ୟକୁ ନିୟନ୍ତ୍ରଣ କରାଯାଇପାରିବ : ସୂଚନା ଦେଲେ ସରକାର

କୌଣସି ସେବା ପ୍ରଦାନକାରୀ ବା ସୋସିଆଲ ମିଡିଆ ପ୍ଲାଟଫର୍ମ ପକ୍ଷରୁ ଯଦି ଜଣଙ୍କ ବ୍ୟକ୍ତିଗତ ତଥ୍ୟ କାହାରିକୁ ପ୍ରଦାନ କରାଯାଏ ତାହା ସମ୍ବିଧାନର ଧାରା ୨୧ ଅନୁଯାୟୀ ତାହା ଜଣଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ତେଣୁ ଯଦି କୌଣସି ସେବା ପ୍ରଦାନକାରୀ ବା ସୋସିଆଲ ମିଡିଆ…
Read More...

୨୫ ଜୁଲାଇରେ ରାଷ୍ଟ୍ରପତି ଭାବେ ଶପଥ ନେଇପାରନ୍ତି ରାମନାଥ କୋବିନ୍ଦ ! ସାମିଲ ହେବେ ନୀତିଶ କୁମାର

ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୫ ଜୁଲାଇ ଅପରାହ୍ନ ୧୨.୧୫ରେ ଶପଥ ନେଇପାରନ୍ତି । କୋବିନ୍ଦ ଦେଶର ୧୪ତମ ରାଷ୍ଟ୍ରପତି ହେବେ । ରାଷ୍ଟ୍ରପତି ଭବନ ସହ ଯୋଡ଼ି ହୋଇଥିବା ସୂତ୍ର ଅନୁସାରେ ଜ୍ୟୋତିଷଙ୍କ ସହ ବିଚାର ବିମର୍ଷ ପରେ ଏହି ସମୟରେ ଶପଥ ଗ୍ରହଣ ସମାରୋହ ହେବ ବୋଲି…
Read More...

ପ୍ରଣବ ମୁଖାର୍ଜୀଙ୍କ ପାଇଁ ଆଜି ରାତ୍ରୀଭୋଜନର ବ୍ୟବସ୍ଥା କରିଛନ୍ତି ମୋଦି ! ସାମିଲ ହୋଇପାରନ୍ତି ବିହାର ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଆସନ୍ତା ୨୪ ତାରିଖରେ ସେ ଅବସର ଗ୍ରହଣ କରିବେ । ଏହାପୂର୍ବରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆଜି ରାତ୍ରୀଭୋଜନରେ ଆୟୋଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ରାତ୍ରିଭୋଜନରେ ବିହାରର ମୁଖ୍ୟମନ୍ତ୍ରୀ…
Read More...

ଗୁଜରାଟ କଂଗ୍ରେସରେ ସଙ୍କଟ: ଦଳ ଛାଡ଼ିଲେ ଶଙ୍କର ସିଂହ ବାଘେଲା

କନକ ବ୍ୟୁରୋ : ଗୁଜରାଟ କଂଗ୍ରେସରେ ଲାଗିରହିଥିବା ଅସନ୍ତୋଷ ପଦାରେ ପଡ଼ିଛି । ସୋମବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସରେ କ୍ରସ୍ ଭୋଟିଂ ନେଇ ଅଭିଯୋଗ ହେବା ପରେ ଦଳର ବରିଷ୍ଠ ନେତା ଶଙ୍କର ସିଂହ ବାଘେଲା ଗତକାଲି ଦଳ ସହ ସମସ୍ତ ପଦପଦବୀ ଛାଡ଼ିଛନ୍ତି । ନିଜର ୭୭ତମ ଜନ୍ମଦିନ ପାଳନ…
Read More...

ଦେଶରେ ଗୋଳାବାରୁଦର ଘୋର ଅଭାବ ! ପାର୍ଲାମେଂଟରେ ଉପସ୍ଥାପିତ ରିପୋର୍ଟରେ ସିଏଜିଙ୍କ ଚିନ୍ତା

କନକ ବ୍ୟୁରୋ: ଭାରତୀୟ ସେନା ନିକଟରେ ଗୋଳାବାରୁଦର ଘୋର ଅଭାବ ରହିଛି । ପାର୍ଲାମେଂଟରେ ଉପସ୍ଥାପିତ ସିଏଜି ରିପୋର୍ଟରେ ଏହା ଦର୍ଶାଯାଇଛି । ସିଏଜି ରିପୋର୍ଟରେ କୁହାଯାଇଛି ଯେ, ୧୫୨ ପ୍ରକାରର ଗୋଳାବାରୁଦ ମଧ୍ୟରେ ୬୧ ପ୍ରକାରର ଗୋଳାବାରୁଦର ଷ୍ଟକ୍ ସନ୍ତୋଷଜନକ ନୁହେଁ । ଭାରତୀୟ ସନା ପାଖରେ ଏତେ…
Read More...