Browsing Category

ସ୍ପେଶାଲ୍ ରିପୋର୍ଟ

ଜରୁରୀ ସୂଚନା: କର୍ମୀଚାରୀଙ୍କୁ ଭୂଆଁ ବୁଲାଉଛନ୍ତି ସଂସ୍ଥା । ସରକାରଙ୍କ ପାଖରେ ଜମା ନାହିଁ ପିଏଫ ଟଙ୍କା । ମିସଡ କଲ…

ଯଦି ଆପଣ ଚାକିରିଆ ତେବେ ଭବିଷ୍ୟ ନିଧି (ପିଏଫ)ଖାତାରେ ପ୍ରତି ମାସ ଆପଣଙ୍କ ଦରମାର ଗୋଟିଏ ଭାଗ ନିଶ୍ଚୟ ରୂପେ କଟୁଥିବ । ତେବେ ପିଏଫ ଆଧାରରେ ପ୍ରତି ମାସ କେତେ ଟଙ୍କା ଆପଣଙ୍କ ଦରମାରୁ କଟୁଛି ଏସଂପର୍କରେ ଆପଣ ସହଜରେ ଜାଣିପାରିବେ । କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ତଥା ଇପିଏଫଓ ଏଥିପାଇଁ…
Read More...

ଏଣିକି ଘରୋଇ ମେଡିକାଲରେ ବି ଡାକ୍ତରଙ୍କୁ ଦେବାକୁ ପଡିବନି ଫିସ୍ । ଯେଉଁଠି ଚାହିଁବେ ଆପଣ କରିପାରିବେ ଚିକିତ୍ସା

ଅଧିକ ଖର୍ଚ୍ଚାନ୍ତ ହେବା ଭୟରେ ଯଦି ଆପଣ କୌଣସି ଘରୋଇ ମେଡିକାଲକୁ ଯିବାକୁ ଭୟ କରୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଆଉ ଭୟ କରିବାକୁ ପଡିବନି । କାରଣ ଆଜି ଆମେ ଆପଣଙ୍କୁ ଯେଉଁ ନୂଆ ଯୋଜନା ତଥା ପ୍ଲାନ ବିଷୟରେ ଜଣାଇବାକୁ ଯାଉଛୁ , ଯେଉଁଥିରେ ଆପଣଙ୍କର ଓପିଡି ବାବଦକୁ ଖର୍ଚ୍ଚ ମଧ୍ୟ କଭର ହୋଇଯିବ…
Read More...

ପୁଣି ଥରେ ବିବାଦରେ ଭାରତୀୟ ରେଳବାଇ : ଟ୍ରେନର ଶୌଚାଳୟରେ ପାଣି ବୋତଲ ରଖି ଯାତ୍ରୀମାନଙ୍କୁ କରୁଥିଲେ ବିକ୍ରି, ୧ ଲକ୍ଷ…

ବିବାଦ ଭାରତୀୟ ରେଳବାଇର ପିଛା ଛାଡୁ ନାହିଁ । କିଛିଦିନ ତଳେ ଖବର ଆସିଥିଲା ଯେ ଜଣେ ଭେଣ୍ଡର ଟ୍ରେନର ଶୌଚାଳୟରୁ ପାଣି ନେଇ ଚା, କଫି ପ୍ରସ୍ତୁତ କରୁଛନ୍ତି । ଏହା ସୋସିଆଲ ମି଼ଡିଆରେ ଭାଇରାଲ ହେବା ପରେ ରେଳବାଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ସଂପୃକ୍ତ କଣ୍ଟ୍ରାକ୍ଟରକୁ ୧ ଲକ୍ଷ ଟଙ୍କା…
Read More...

ହ୍ୱାଟସଅପ ଭଳି ଫେସବୁକରେ ମଧ୍ୟ ଆସିପାରିବ ମେସେଜ ଅନସେଣ୍ଡ ଅପସନ !, ଜାଣନ୍ତୁ କେବେ ଓ କିପରି ହେବ ଆରମ୍ଭ

ହ୍ୱାଟସଅପରେ ଭୁଲ ବଶତଃ କୌଣସି ମେସେଜ ସେଣ୍ଡ ହୋଇଯାଏ ତେବେ ଏହାକୁ ୪୦୯୬ (୬୮ମିନିଟ ଏବଂ ୧୬ସେକେଣ୍ଡ ) ମଧ୍ୟରେ ଏହାକୁ ଡିଲିଟ କରାଯାଇପାରିବ । ବର୍ତ୍ତମାନ ଏଭଳି ଖବର ଶୁଣିବାକୁ ମିଳିଛି ଯେ ଫେସବୁକ ମଧ୍ୟ ମେସେଞ୍ଜରରେ ଏହି ଅପସନ ଆଣିବା ଲାଗି ପ୍ରୟାସ ଚଳାଇଛି । ‘ଟେକ କ୍ରଂଚ’ର ରିପୋର୍ଟ…
Read More...

ନିଜର ବୁଦ୍ଧିମତା ଯୋଗୁଁ ଅପହୃତ ହେବାରୁ ବଂଚିଲେ ଏହି ଶିଶୁ : ଆସନ୍ତୁ ଜାଣିବା ତାଙ୍କ କାହାଣୀ ଓ ଶିଶୁ ଅପହରଣକୁ ରୋକିବା…

ଦିଲ୍ଲୀ ସ୍ଥିତ ଗାଜିଆବାଦର ଏକ ହାଉସିଂ ସୋସାଇଟିର ଏକ ଶିଶୁ ଏବେ ନିଜର ବୁଦ୍ଧିମତା ଯୋଗୁଁ ଚର୍ଚ୍ଚାର ବିଷୟ ପାଲଟିଛି । କଥାଟି ହେଉଛି ଯେତେବେଳେ ସେହି ଶିଶୁ ଜଣକ ସୋସାଇଟିରେ ଖେଳୁଥିଲା ତା’ ନିକଟକୁ ଏକ ଅଜଣା ବ୍ୟକ୍ତି ଆସି ପିଲାଟିର ବାପାଙ୍କର ଦୁର୍ଘଟଣା ହୋଇଥିବା କହିଥିଲେ ଏବଂ ସେହି…
Read More...

ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ‘ଟଏଲେଟ ଏକ ପ୍ରେମ କଥା’ ଭଳି ଦୃଶ୍ୟ : ଫିଲ୍ମି ଷ୍ଟାଇଲରେ ଶାଶୁଘର ଛାଡିଛନ୍ତି…

କେନ୍ଦ୍ର ସରକାର ଙ୍କ ସ୍ୱଚ୍ଛ ଭାରତ ଅଭିଯାନର ପ୍ରଭାବ ସହର ବ୍ୟତୀତ ଗ୍ରାମାଂଚଳରେ ମଧ୍ୟ ଦେଖିବାକୁ ମିଳୁଛି । ଉତ୍ତରପ୍ରଦେଶସ୍ଥିତ ମହୋବା ଜିଲ୍ଲାର ଖନ୍ନା ଗ୍ରାମର ଏକ ନବବିବାହିତ ଘରେ ଶୌଚାଳୟ ନଥିବା ହେତୁ ଶାଶୁଘର ଛାଡିଛନ୍ତି । ତାଙ୍କ କହିବା ମୁତାବକ ‘ଯେବେ ପର୍ଯ୍ୟନ୍ତ ଶୌଚାଳୟ ନାହିଁ,…
Read More...

‘ଜୋତା’ରେ ପରସା ଖାଦ୍ୟ ଖାଇ ସମାଲୋଚନାର ଶିକାର ହୋଇଛନ୍ତି ଏହି ବିଶିଷ୍ଟ ପ୍ରଧାନମନ୍ତ୍ରୀ : ଇସ୍ରାଏଲ ଗସ୍ତରେ ଥିବାବେଳେ…

ଇସ୍ରାଏଲ ଗସ୍ତରେ ଯାଇଥିବା ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରାଯିବାର ଏକ ମାମଲା ସାମ୍ନାକୁ ଆସିଛି ଏବଂ ଏହାକୁ ନେଇ ବିଶ୍ୱ ବ୍ୟାପୀ ଚର୍ଚ୍ଚା ଚାଲିଛି। ଗତ ୨ ତାରିଖ ଦିନ ଇସ୍ରାଏଲ ଗସ୍ତରେ ଥିବା ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଏବଂ ତାଙ୍କ ପତ୍ନୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ…
Read More...

ଥାଲେସିମିଆ ରୋଗରେ ପୀଡିତଙ୍କ ଚିକିତ୍ସା ହେଲା ସହଜ : ଜାଣନ୍ତୁ କିପରି ଏବଂ କେଉଁଠି କରାଯାଉଛି ଚିକିତ୍ସା

ଗୁଜୁରାଟ ବାଦ ଦେଶର ଅନ୍ୟ କିଛି ରାଜ୍ୟରେ ମଣିଷ ରକ୍ତ ଦ୍ୱାରା ଥାଲେସେମିଆ ରୋଗରେ ଆକ୍ରାନ୍ତ ପିଲାମାନଙ୍କୁ ଚିକିତ୍ସା କରାଯାଉଥିଲା । କିନ୍ତୁ ଏବେ ଅହମଦାବାଦର ଅଖଣ୍ଡାନନ୍ଦ ଆର୍ୟୁବେଦ ହସ୍ପିଟାଲରେ ଏକ ନୂତନ ଉପାୟରେ ଛେଳି ରକ୍ତରେ ମଧ୍ୟ ଏହି ଗମ୍ଭୀର ରୋଗ ଭଲ ହେବାର ଉପାୟ ମିଳିଛି । ଯାହାର…
Read More...

ଆପଣ ଜାଣିଛନ୍ତି କି ମୁକେଶ ଅମ୍ବାନୀଙ୍କ ଜ୍ୱାଇଁଙ୍କ ବାବଦରେ : କୈାଣସି ଗୁଣରେ ଅମ୍ବାନୀ ପରିବାର ଠାରୁ କମ ନୁହଁନ୍ତି,…

ପ୍ରସିଦ୍ଧ ଉଦ୍ୟୋଗପତି ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ କନ୍ୟା ଈଶା ଏବଂ ଜଣାଶୁଣା ବ୍ୟବସାୟୀ ଅଜୟ ପିରାମଲ ଏବଂ ଡ. ସ୍ୱାତୀ ପିରାମଲଙ୍କ ପୁତ୍ର ଆନନ୍ଦଙ୍କ ସହ ନିର୍ବନ୍ଧ ସ୍ଥିର ହେବା ସହ ସମସ୍ତଙ୍କ ମୁହଁରେ ଏବେ ଅମ୍ବାନୀ ଏବଂ ପିରାମଲଙ୍କ ପରିବାର ଚର୍ଚ୍ଚାର ବିଷୟ…
Read More...

ଦେଶର ୧୦ଲକ୍ଷ କର୍ମଚାରୀଙ୍କ ପିଏଫ ଟଙ୍କା ସରକାରଙ୍କ ପାଖରେ ଜମା ହୋଇ ନାହିଁ : ଏହାର କାରଣ ଜାଣିଛନ୍ତି କି ? ସାବଧାନ…

ଦେଶର ବିଭିନ୍ନ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ପାଖାପାଖି ୧୦ ଲକ୍ଷ କର୍ମଚାରୀଙ୍କ ପିଏଫ (ପ୍ରୋଭିଡେଣ୍ଟ ଫଣ୍ଡ) ପଇସା ସରକାରଙ୍କ ପାଖରେ ଜମା କରି ନଥିବା ସୂଚନା । ଘରୋଇ ସଂସ୍ଥା ତାଙ୍କ କର୍ମଚାରୀଙ୍କ ଦରମାରୁ ମାସିକ ପିଏଫ ଜମାରାଶି ସରାକରଙ୍କ ପାଖରେ ଜମା କରିବାର ନିୟମ ରହିଛି । କେନ୍ଦ୍ର…
Read More...