Browsing Category

ସ୍ପେଶାଲ୍ ରିପୋର୍ଟ

ଏମିତି ଏକ ହ୍ରଦ, ଯେଉଁଠି କେବେ ଦେଖାଯାଏ ବରଫ ଆଉ କେବେ ଲାଗିଥାଏ ନିଆଁ ! ଜାଣନ୍ତୁ ରହସ୍ୟ ।

ବରଫର ହ୍ରଦ ହେଉଛି ପ୍ରକୃତିର ଏକ ମନଲୋଭା ଦୃଶ୍ୟ । ତେବେ ଏମିତି କେତେକ ହ୍ରଦ ରହିଛି ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବାଙ୍ଗାଲୋରର ବେଲନ୍ଦୁର ହ୍ରଦରେ ପାଣି ଉପରେ ବରଫର ଏକ ମୋଟା ଆସ୍ତରଣ ଦେଖାଯାଇଥାଏ । ଲୋକମାନେ ଏହି ହ୍ରଦ ପାଖରେ ନିଜ ଗାଡି ରଖି ଏଠାରେ ସେଲଫି…
Read More...

ଆପଣ ଜାଣିଛନ୍ତି କି? ଅଧିକାଂଶ ସ୍କୁଲ ବସର ରଙ୍ଗ ହଳଦିଆ କାହିଁକି

କେବେ ଆପଣ ଚିନ୍ତା କରିଛନ୍ତି କି, ଅଧିକାଂଶ ସ୍କୁଲ ବସର ରଙ୍ଗ ହଳଦିଆ କାହିଁକି ହୋଇଥାଏ? ଯଦିଓ ସୁପ୍ରିମ କୋର୍ଟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି କି ସମସ୍ତ ଘରୋଇ ସ୍କୁଲ ବସଗୁଡିକର ରଙ୍ଗ ହଳଦିଆ ରଖାଯିବାକୁ ତଥାପି କୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପଛରେ କୌଣସି ବିଶେଷ କାରଣ ରହିଛି କି? ଏହି…
Read More...

କାହିକିଁ ଦିଆଯାଏ ମୃତ୍ୟୁ ଦଣ୍ଡ ? ଫାଶୀ ଦେବା ପୂର୍ବରୁ କଏଦୀଙ୍କ ସହ କଣ ସବୁ ଘଟିଥାଏ? ଜାଣନ୍ତୁ ପୂରା କାହାଣୀ

ମୃତ୍ୟୁ ଦଣ୍ଡାଦେଶ ଆଇନ୍ ବ୍ୟବସ୍ଥାର ଏକ କଠୋର ଦଣ୍ଡାଦେଶ । କିନ୍ତୁ କ୍ରୁର ତଥା ଘାତକ ଦୋଷୀଙ୍କ ପାଇଁ ଏହା ନିହାତି ଭାବରେ ପ୍ରଯୁଜ୍ୟ । କାରଣ ଯଦି ଦୋଷୀକୁ ଏଭଳି ଦଣ୍ଡ ଦିଆ ନଯିବ ତେବେ ଦେଶରେ ଏଭଳି ଭାବରେ ଅପରାଧ ମୁଣ୍ଡ ଟେକୁଥିବ । ତେବେ ଫାଶୀ ଦେବା ପୂର୍ବରୁ ଜେଲରେ କିଛି ନିୟମ ରହିଥାଏ ।…
Read More...

ବେରୋଜଗାରୀଙ୍କ ପାଇଁ ଖୁସି ଖବର ! ୫୯୦ଟି ପଦ ପାଇଁ ବ୍ୟାଙ୍କ ଅଫ ବରୋଦାରେ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କିପରି…

ବର୍ତ୍ତମାନ ସମୟରେ ଅଧିକାଂଶ ଛାତ୍ରଛାତ୍ରୀ ବ୍ୟାଙ୍କିଂ ଦିଗରେ ମନବଳାଉଛନ୍ତି । ତେବେ ବ୍ୟାଙ୍କରେ ଚାକିରୀ ଖୋଜୁଥିବା ଆଶାୟୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଯେଉଁଥିରେ ଏରିଆ ସେଲ୍ସ…
Read More...

ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି କି ? ତେବେ ଜାଣି ରଖନ୍ତୁ କିଛି ନିୟମ, ଦୁର୍ଘଟଣା ସମୟରେ କେଉଁମାନଙ୍କୁ ଓ କିପରି…

ଆପଣ ଯଦି ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବରଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କଂପାନୀ ତରଫରୁ ଦିଆଯାଉଥିବା ଏଭଳି କିଛି ସୁବିଧା ସଂପର୍କରେ ଆପଣଙ୍କର ଜ୍ଞାନ ଥିବା ଆବଶ୍ୟକ ଯାହା ଦୁର୍ଘଟଣା ସମୟରେ ଆପଣଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ପୂରଣ ବାବଦକୁ…
Read More...

ମୃତ୍ୟୁର ବାହାକ ସାଜୁଛି ଏସି । ଜାଣନ୍ତୁ ଏୟାର କଣ୍ଡିସନର ଫାଟିବାର ଅସଲି କାରଣ । କିପରି ପାଇବେ ରକ୍ଷା

କିଛି ଦିନ ତଳେ ଦିଲ୍ଲୀରେ ଜଣେ କଂଗ୍ରେସ ନେତାଙ୍କ ଘରେ ଏସି ଫାଟିବା କାରଣରୁ ଦୁଇ ନିରୀହ ଶିଶୁଙ୍କର ମୃତ୍ୟୁ ହେବା ଘଟଣା ଯେତିକି ହୃଦୟ ବିଦାରକ ଥିଲା, ସେତିକି ମଧ୍ୟ ଚେତାବନୀମୂଳକ ଥିଲା । ଏହା ସେହି ସମସ୍ତ ଲୋକମାନଙ୍କ ପାଇଁ ଏକ ଚେତାବନୀ ଅଟେ, ଯେଉଁମାନେ କି ଇଲେକ୍ଟ୍ରୋନିକ ଉପକରଣକୁ ଅବାଧ…
Read More...

ଏଣିକି ଶତ୍ରୁଙ୍କୁ ସ୍ୱଦେଶୀ ଯୁଦ୍ଧାସ୍ତ୍ରରେ ଟକ୍କର ଦେବ ଭାରତ । ୟୁପି ଏବଂ ତାମିଲନାଡୁରେ ନିର୍ମାଣ ହେଲା ଡିଫେନ୍ସ…

ଆଉ ବିଦେଶୀରୁ ଆମଦାନି ହୋଇଥିବା ଯୁଦ୍ଧାସ୍ତ୍ର ନୁହେଁ; ବରଂ ଏଣିକି ସ୍ୱଦେଶରେ ନିର୍ମିତ ଯୁଦ୍ଧାସ୍ତ୍ରକୁ ଧରି ପ୍ରତିପକ୍ଷକୁ ନିଜର ଦମ୍ ଦେଖାଇବ ଭାରତ। ଏହି ଯୋଜନାକୁ ଏବେ ଚୂଡ଼ାନ୍ତ ରୂପରେଖ ଦେବା ପାଇଁ ଆରମ୍ଭ ହୋଇଯାଇଛି ବ୍ୟାପକ ପ୍ରସ୍ତୁତି। ଯଦି ଏହି ଯୋଜନା ସଫଳ ରୂପ ନେଲା, ତେବେ ଏହା…
Read More...

ପଦ ଗଲା ପରେ ଛାଡିବାକୁ ହେବ ସରକାରୀ ବଙ୍ଗଳା ! ବାଦ ପଡିବେନି ପୂର୍ବତନ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ।

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ଆଉ ସ୍ଥାୟୀ ଭାବେ ସରକାରୀ ବଙ୍ଗଳାରେ ରହିପାରିବେ ନାହିଁ। ଜଣେ ବ୍ୟକ୍ତି ନିଜ ପଦରୁ ଯିବା ପରେ ସରକାରୀ ଆବାସ ତାଙ୍କ ପାଇଁ ଇତିହାସ ସଦୃଶ, ତେଣୁ ସାରା ଜୀବନ ଜଣଙ୍କୁ ସରକାରୀ ଆବାସ ଯୋଗାଇ ହେବନାହିଁ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ପୂର୍ବତନ…
Read More...

ବନ୍ଦ ହେଲା ୨୦୦୦ ଟଙ୍କିଆ ନୋଟ ଛପା ! ୫୦୦ ଟଙ୍କିଆ ନୋଟ ଛାପିବା ପାଇଁ ଦିଆଯିବ ଅଧିକ ଗୁରୁତ୍ୱ ।

ଗତ କିଛି ଦିନ ପୂର୍ବରୁ ୨୦୦୦ ଟଙ୍କା ନୋଟକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା । ତେବେ ଏହି ବିବାଦକୁ ଦୃଷ୍ଟିରେ ରଖି କିଛି ଦିନ ଧରି ୨୦୦୦ ଟଙ୍କିଆ ନୋଟକୁ ଛପାଇବା କମ କରିଦିଆ ଯାଇଥିଲା । କିନ୍ତୁ ଏବେ ୨୦୦୦ ଟଙ୍କିଆ ନୋଟକୁ ଛପାଇବା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ଦିଆଯାଇଛି । ଏବେ କେନ୍ଦ୍ର…
Read More...

ମାଡି ଆସୁଛି ବିପଦ, ଫାଟିଲାଣି ପୃଥିବୀ ! ୬ମହଲା ବିଲ୍ଡିଂ ଗଭୀରତାର ସୃଷ୍ଟି ହେଲା ଫାଟ ।

ନ୍ୟୁଜଲାଣ୍ଡର ଏକ ଫାର୍ମରେ ପୃଥିବୀ ଫାଟି ଯାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଯାହାକି ଦୁଇଟି ଫୁଟବଲ ପଡିଆର ଲମ୍ବ ଏବଂ ଏକ ୬ ମହଲା ବିଲ୍ଡିଂର ଗଭୀରତାର ଫାଟ ସୃଷ୍ଟି ହୋଇଛି । ଆଉ ଏହାକୁ ଏପର୍ଯ୍ୟନ୍ତ ଦେଶର ସବୁଠାରୁ ବଡ ଫାଟ ବୋଲି କୁହାଯାଉଛି । ତେବେ କ୍ରମାଗତ ଭାବେ ବର୍ଷା ଲାଗି ରହିବାରୁ…
Read More...